Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ବୁଲେଟ୍ ପ୍ରୁଫ୍ କାର ସହ ଓଡ଼ିଶା ପୋଲିସ ଜଗିବେ ଦିଲ୍ଲୀ ବାସଭବନ, ପ୍ରଶ୍ନ ଉଠାଇଲା ବିଜେଡ଼ି

Автор: Samaja Live

Загружено: 2025-12-13

Просмотров: 17056

Описание:

ଦିଲ୍ଲୀ ତିନ୍ ମୂର୍ତ୍ତୀ ଷ୍ଟ୍ରିଟରେ ନୂଆ ସରକାରୀ ବଙ୍ଗଳା ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ନେଇ ଆପତ୍ତି ଉଠାଇଛି ବିଜେଡ଼ି । ଦଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି, ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ନିଜ ପାଇଁ ସ୍ବତନ୍ତ୍ର ବଙ୍ଗଳା ନେଇ ନ ଥିଲେ । ଯେତେବଳେ ବି ଦିଲ୍ଲୀ ଗସ୍ତରେ ରହୁଥିଲେ, ଅଶୋକା ସୁଟରେ ରହଣି କରୁଥିଲେ । କିନ୍ତୁ କେଉଁ ଉଦ୍ଦେଶ୍ୟରେ ମୋହନ ଦିଲ୍ଲୀରେ ବଙ୍ଗଳା ନେଲେ ବୋଲି ବିଜେଡ଼ି ପ୍ରଶ୍ନ କରିଛି । କେବଳ ବଙ୍ଗଳା ନୁହେଁ, ଏକ ବୁଲେଟ୍ ପ୍ରୁଫ୍ କାର ସହ ଜଣେ ଡିଏସପ ସମେତ ଇନ୍ସପେକ୍ଟର, ଏସଆଇ, ଏଏସଆଇ ଓ ଗୋଟେ ପ୍ଲାଟୁନ୍ ଫୋର୍ସ ବି ଓଡ଼ିଶାରୁ ମାସିକିଆ ସିଫ୍ଟ ହିସାବରେ ସେଠାରେ ନିୟୋଜିତ ହେବେ । ଯାହା ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି କହିଛି ।
Odisha Chief Minister Mohan Charan Majhi has taken a new official bungalow on Delhi's Teen Murti Street. The BJD has raised objections to this. The party has held a press conference and alleged that no Chief Minister of Odisha had taken a special bungalow for himself at Delhi. Whenever CM on a visit to Delhi, he used to stay in the Ashoka Suite. But for what purpose Mohan took a bungalow in Delhi, BJD asked. Not only the bungalow, but a bullet-proof car one along with 1 DSP, 1 inspector, 1 SI, 1 ASI and a platoon police force from Odisha will also be deployed there as a monthly shift. Which has created suspicion, BJD said.
#MohanMajhi #OdishaPolitics #DelhiBungalow #TeenMurtiStreet #BJD #BreakingNews #OdishaNews #PoliticalControversy

www.samajalive.in (News Portal)
The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.

Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal.

Visit Our Website https://www.samajalive.in/

Android App: https://play.google.com/store/apps/de...

YouTube:   / @samajalive  

Facebook:   / samajalive  

Twitter:   / samajalive  

Instagram:  / thesamaja  

ବୁଲେଟ୍ ପ୍ରୁଫ୍ କାର ସହ ଓଡ଼ିଶା ପୋଲିସ ଜଗିବେ ଦିଲ୍ଲୀ ବାସଭବନ, ପ୍ରଶ୍ନ ଉଠାଇଲା ବିଜେଡ଼ି

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଦିଅର ଦୁଆରେ ଭାଉଜଙ୍କ ଧାରଣା | Family Dispute | Extramarital Affairs | Puri | Argus News

ଦିଅର ଦୁଆରେ ଭାଉଜଙ୍କ ଧାରଣା | Family Dispute | Extramarital Affairs | Puri | Argus News

ଚୀନ୍‌ ସୀମାରେ ଆମେରିକା ସେନା | US Bombers Join Japanese Jets To Counter China-Russia Drills | N18G

ଚୀନ୍‌ ସୀମାରେ ଆମେରିକା ସେନା | US Bombers Join Japanese Jets To Counter China-Russia Drills | N18G

🔴LIVE : ସିଏ ମୋ ସହ ହ୍ୟାଣ୍ଡସେକ୍ କଲେ, ମୁଁ ୩ ଦିନ ହାତ ଧୋଇବିନି..Bollywood star Akshay Kumar In Bhubaneswar

🔴LIVE : ସିଏ ମୋ ସହ ହ୍ୟାଣ୍ଡସେକ୍ କଲେ, ମୁଁ ୩ ଦିନ ହାତ ଧୋଇବିନି..Bollywood star Akshay Kumar In Bhubaneswar

ମୋହନଙ୍କ ପାଖକୁ ନବୀନଙ୍କ ଚିଠି | Naveen Patnaik Says No to Increased Salary | Asala Katha With Manas Das

ମୋହନଙ୍କ ପାଖକୁ ନବୀନଙ୍କ ଚିଠି | Naveen Patnaik Says No to Increased Salary | Asala Katha With Manas Das

ରାଜ୍ୟ ବିଜେପିରେ ଚାଲିଛି କଣ; କିଏ ଅଛନ୍ତି କେଉଁ ପଟେ ? କଣ କହିଲେ ମନୋରଂଜନ | BJP | News Room |

ରାଜ୍ୟ ବିଜେପିରେ ଚାଲିଛି କଣ; କିଏ ଅଛନ୍ତି କେଉଁ ପଟେ ? କଣ କହିଲେ ମନୋରଂଜନ | BJP | News Room |

ବିଧାୟକଙ୍କ କଡ଼ା କାଉଣ୍ଟର , ଭୋଟ ଦେଉନ, ଦରମା ବଢ଼ିଲେ କାହିଁକି ଡେଉଁଛ  | Odisha Reporter

ବିଧାୟକଙ୍କ କଡ଼ା କାଉଣ୍ଟର , ଭୋଟ ଦେଉନ, ଦରମା ବଢ଼ିଲେ କାହିଁକି ଡେଉଁଛ | Odisha Reporter

Naveen Patnaik Donates Increased Pay, Big Question for Mohan Majhi | THE POLITICS | ODISHA

Naveen Patnaik Donates Increased Pay, Big Question for Mohan Majhi | THE POLITICS | ODISHA

ନବୀନ ପଟ୍ଟନାୟକ ଓଡିଆ କହି ପାରନ୍ତିନି ସତ, କିନ୍ତୁ ଲୋକଙ୍କ ଦୁଃଖ ବୁଝନ୍ତି #naveenpatnaik #odiaasmita #bjd

ନବୀନ ପଟ୍ଟନାୟକ ଓଡିଆ କହି ପାରନ୍ତିନି ସତ, କିନ୍ତୁ ଲୋକଙ୍କ ଦୁଃଖ ବୁଝନ୍ତି #naveenpatnaik #odiaasmita #bjd

| Odisha Reporter

| Odisha Reporter

ଏହି ବିଧାୟକ କହିଲେ- ମୁଁ ଟଙ୍କାଟିଏ ଦରମା ନେବି, ଆମ ବିଧାୟକ ରାଜି କି ? | Manoranjan Mishra | Newsroom | MLA

ଏହି ବିଧାୟକ କହିଲେ- ମୁଁ ଟଙ୍କାଟିଏ ଦରମା ନେବି, ଆମ ବିଧାୟକ ରାଜି କି ? | Manoranjan Mishra | Newsroom | MLA

Delhi Bungalow for Odisha CM Sparks Debate on Unnecessary Expense and VIP Culture

Delhi Bungalow for Odisha CM Sparks Debate on Unnecessary Expense and VIP Culture

ଶଙ୍ଖ ଭବନରେ ହାତାହାତି ଇପ୍ସିତା ଓ ମନ୍ମଥ || BIJU JANATA DAL ll FOCUS PLUS ||

ଶଙ୍ଖ ଭବନରେ ହାତାହାତି ଇପ୍ସିତା ଓ ମନ୍ମଥ || BIJU JANATA DAL ll FOCUS PLUS ||

କେବେ ଦେଖିଛନ୍ କାଏଁ ବରଗଡ଼ ର ଜେଲ୍, କେନ୍ତା ଦେଖା ଯାଏସି ଜେଲ୍ ଭିତର ଆଉ କେନ୍ତା ରହେସନ୍ ଜେଲ୍ ଭିତରେ କଏଦୀ।

କେବେ ଦେଖିଛନ୍ କାଏଁ ବରଗଡ଼ ର ଜେଲ୍, କେନ୍ତା ଦେଖା ଯାଏସି ଜେଲ୍ ଭିତର ଆଉ କେନ୍ତା ରହେସନ୍ ଜେଲ୍ ଭିତରେ କଏଦୀ।

Debate Erupts Over New Allowances for MLAs: Electricity, Phone & Book Expenses Added

Debate Erupts Over New Allowances for MLAs: Electricity, Phone & Book Expenses Added

ବିଧାୟକ କହିଲେ ଆମ ଦରମା ବଢ଼ିଲା ଠିକ୍ ହେଲାନି | Odisha Reporter

ବିଧାୟକ କହିଲେ ଆମ ଦରମା ବଢ଼ିଲା ଠିକ୍ ହେଲାନି | Odisha Reporter

ଯେଉଁଠି ମୋଦୀ ରାହୁଲଙ୍କ ନେତୃତ୍ବକୁ ନେଇ ସିରିୟସ୍, ସେଇଠି ମୋକିମ୍ କେମିତି ଭୁଲ୍ କରିଦେଲେ ?

ଯେଉଁଠି ମୋଦୀ ରାହୁଲଙ୍କ ନେତୃତ୍ବକୁ ନେଇ ସିରିୟସ୍, ସେଇଠି ମୋକିମ୍ କେମିତି ଭୁଲ୍ କରିଦେଲେ ?

Express Republiki 13.12.2025 | TV Republika

Express Republiki 13.12.2025 | TV Republika

Public Questions High Allowances Added to MLA Salary Hike

Public Questions High Allowances Added to MLA Salary Hike

ଏମାନଙ୍କୁ ଜେଲ୍ ରେ ପଶେଇ ଘଣ୍ଟିବା କଥା, ନହେଲେ ସୁଧୁରିବେନି...| #politicalnews

ଏମାନଙ୍କୁ ଜେଲ୍ ରେ ପଶେଇ ଘଣ୍ଟିବା କଥା, ନହେଲେ ସୁଧୁରିବେନି...| #politicalnews

Первые видео с Колесниковой на свободе. Путин против возвращения Урганта. Гарантии Украине от США

Первые видео с Колесниковой на свободе. Путин против возвращения Урганта. Гарантии Украине от США

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]