Suna Besha | Tiniti Ratha Naati Katha 7 | Dr. Ashutosh Prasad Mishra | Suna Besha History
Автор: ODISHA 365
Загружено: 2023-06-28
Просмотров: 127313
Why Suna Besha is called BadaTadhau Besha or RajadhiRaja Besha?
When Suna Besha is started ? What is the significance of Suna Besha ?
History of Suna Besha ?
------------
Tiniti Ratha Naati Katha 7
ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
ତିନିଟି ରଥ ନଅଟି କଥା ୭
|| ସୁନାବେଶ || ବଡ଼ତଢାଉ ବେଶ || ରାଜାଧିରାଜ ବେଶ ||
---------
Dr. Ashutosh Prasad Mishra
Jagannath Mahima
Odisha 365
-----------
ଶ୍ରୀଜୀଉମାନେ ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି |
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
-------------------
What is Suna Besha ?
why is Suna Besha celebrated
Significance of Suna Besha
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
————————
prabachan odia
puri jagannath Suna Besha
puri rath
Suna Besha puri
puri ratha
puri Suna Besha
Suna Besha puri 2023
jagannath Suna Besha 2023
jagannath puri Suna Besha
puri Suna Besha
Suna Besha 2023
jagannath puri Suna Besha
jagannath SunaBesha 2023
rath
puri
rath yatra
rath yatra 2023
jagannath rath yatra
puri rath yatra
puri rath yatra 2023
———————————————
#sunabesha
#jagannathmahima #drashutoshprasadmishra #odisha365 #TinitiRathaNaatiKatha
Доступные форматы для скачивания:
Скачать видео mp4
-
Информация по загрузке: