Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

୨୦ ବର୍ଷ ଯାଏ କରୁଥିଲା ବିଭତ୍ସ କାଣ୍ଡ ll Karnataka Dharmasthala Temple Mu®️der Mystery

Автор: Dishari Baba

Загружено: 2025-08-23

Просмотров: 128

Описание:

୨୦ ବର୍ଷ ଯାଏ କରୁଥିଲା ବିଭତ୍ସ କାଣ୍ଡ ll Karnataka Dharmasthala Temple Mu®️der Mystery

ସମସ୍ତଙ୍କୁ ନମସ୍କାର!

DISHARI BABA ( ଦିସାରି ବାବା ) କୁ ସ୍ୱାଗତ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁଠାରେ ଆପଣ ପ୍ରତିଦିନ SCIENCE, TECHNOLOGY, EDUCATION, ଏବଂ ସମସ୍ତ ପ୍ରକାରର FACTS ଭିଡିଓ ଦେଖିବାକୁ ପାଇବେ |

[ବାଙ୍ଗଲୋରୁ ପ୍ରାୟ 240 କିଲୋମିଟର ଦୂର ଦକ୍ଷିଣ କର୍ନଡ଼ ଜିଲ୍ଲାରେ ଏକ ଜାଗା ବେଲଥନ୍ଗଡି ଏଠି ଅଛି ଧର୍ମସ୍ଥଳ ବୋଲି ଏକ ମନ୍ଦିର। ଏହି ସ୍ଥାନ ଶ୍ରୀ ମଞ୍ଜୁନାଥେଶ୍ୱର ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ ଏକ ପବିତ୍ର ତୀର୍ଥସ୍ଥାନ, ଯେଉଁଠି ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି ନିଜର ମନୋକାମନା ପୂରଣ ପାଇଁ, ସେହି ସ୍ଥାନକୁ ନେଇ ଏବେ ଗଣମାଧ୍ୟମରେ ବହୁତ୍ ଚର୍ଚ୍ଚା, କାରଣ ସେଇ ସ୍ଥାନରେ ପୋତା ହେଇଚି ୧୦୦ ରୁ ଅଧିକ ଶବ, ପ୍ରକୃତରେ ଏହି ଘଟଣାକୁ ସାମ୍ନାକୁ ଆଣିଛନ୍ତି ସେହି ସ୍ଥାନର ଜଣେ ସଫେଇ କର୍ମଚାରୀ ଯିଏ ନିଜକୁ ଗଣମାଧ୍ୟମ ସାମ୍ନାରୁ ଲୁଚେଇ ରଖିଛନ୍ତି।ସମ୍ପୂର୍ଣ୍ଣ ଭାବେ ନିଜକୁ କଳା ମୁଖାରେ କଭର କରି ସେ ନିଜର ପ୍ରତ୍ୟେକଟି ବୟାନ ପୋଲିସକୁ ଦେଇଛନ୍ତି।]

#dharmasthala #massburialcase #karnataka #karnatakalatestnews #karnatakanews #dharmasthalanews #dharmasthalatemple #templemystery #disharibaba

Note – The information given in this article is based on news paper and internet. We can not claim to be true facts or lies.

All Credits for Contents used in this Video goes to the Right Owner.

Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, commenting, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.


ଆମ ଚ୍ୟାନେଲକୁ ସବସ୍କ୍ରାଇବ କରୁଥିବା ସମସ୍ତଙ୍କୁ ଧନ୍ୟବାଦ🙏

୨୦ ବର୍ଷ ଯାଏ କରୁଥିଲା ବିଭତ୍ସ କାଣ୍ଡ ll Karnataka Dharmasthala Temple Mu®️der Mystery

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

array(0) { }

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]