ମୁଢ଼ି ମୁଆଁ ତିଆରି ହେଲା କାଠ ଚୁଲାରେ | Mudhi Muan Recipe | Puffed Rice Ladoo |
Автор: Odia Khadya
Загружено: 2024-12-22
Просмотров: 83924
ଛୁଟି ସମୟରେ ଗାଁକୁ ଆସିଲେ ବୋଉଙ୍କ ହାତ ତିଆରି ଜିନିଷ ଭାରି ଭଲ ଲାଗେ | ଆଉ ଆଜି ବୋଉ ତିଆରି କଲେ ମୁଢ଼ି ମୁଆଁ | ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଆଉ କେମିତି ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ | ଭଲ ଲାଗିଲେ ଭିଡିଓକୁ ଲାଇକ କରନ୍ତୁ | ସେୟାର କରନ୍ତୁ | ଚ୍ୟାନେଲରେ ନୂଆ ଥିଲେ ସବସକ୍ରାଇବ କରନ୍ତୁ |
Mudhi muan / mudi muan / breakfast / tiffin / food vlog / kitchen / puffed rice recipe / puffed rice ladoo / sweet ladoo / ladu / recipe video / food blogger / jaggery ladu / jaggery rice ladu / village food / khana khajana / khaja / sweet / tasty food / rosei / ama rosei / cooking video / cook /
ପ୍ରତିଟି ଓଡ଼ିଆ ଘରେ ରନ୍ଧା ଯାଉଥିବା ନୂଆ ଓ ପୁରୁଣା ଶୈଳୀର ସ୍ୱାଦିଷ୍ଟ ଖାଦ୍ୟକୁ ଆମେ ଚେଷ୍ଟା କରିବୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମ ଚ୍ୟାନେଲ ''ଓଡ଼ିଆ ଖାଦ୍ୟ'' ମାଧ୍ୟମରେ |
ମୁଁ ଶୁଭଲକ୍ଷ୍ମୀ କରଣ ଆଉ ମୋ ସହିତ ସମୀର କୁମାର ବେହେରା | ସ୍ୱାଗତ କରୁଛୁ ଆମ ଚ୍ୟାନେଲ ଓଡ଼ିଆ ଖାଦ୍ୟକୁ |
ଆମ ଭିଡିଓ ଦେଖୁଥାନ୍ତୁ ଆଉ ଏମିତି ଭଲ ପାଇବା ଦେଉଥାନ୍ତୁ | ଆପଣ ମାନଙ୍କ ଭଲ ପାଇବା ଆଉ ସହଯୋଗ ହିଁ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ | ଧନ୍ୟବାଦ ....
I'm Shubhalakshmi Karan & Samir Kumar Behera With Me. Welcome To Our Channel @OdiaKhadya
Watch Our Video And Love It So Much. It's Your Love And Cooperation That Will Help Us Move Forward . Thanks...
PLEASE LIKE, SHARE AND SUBSCRIBE MY CHANNEL
DON'T FORGET TO GIVE A COMMENT AT COMMENT SECTION
Follow me on Instagram :
/ odiakhadya
Like me on Facebook :
/ odiakhadya20
Subscribe To Our Youtube Channel :
/ odiakhadya
#cooking #food #recipe
Доступные форматы для скачивания:
Скачать видео mp4
-
Информация по загрузке: