ହାରିବା ପ୍ରାର୍ଥୀଙ୍କୁ ଜିତାଇ ଦେଲେ | Odisha Reporter
Автор: Odisha Reporter
Загружено: 2022-03-11
Просмотров: 146017
ପଦାରେ ପଡିଛି ବ୍ଲକ ପ୍ରଶାସନର ତୃଟିପୁର୍ଣ୍ଣ ନୀତି। ନିର୍ବାଚନ ଫଳାଫଳ ଦିନ ଜିତିଥିବା ଘୋଷଣା କଲେ ହେଲେ ଫଳାଫଳପରେ ହାରିଥିବାର ଚିଠି କରିଲେ। ଆଉ ଚିଠି ଆସିଲା ପରେ ସହଜରେ ବିଶ୍ବାସ କରିପାରିନଥିଲେ ବିଜୟୀ ପ୍ରାର୍ଥୀ । ଏ ନେଇ ନିଜ ସମର୍ଥକଙ୍କ ସହ ପଞ୍ଚାୟତ ଅଫିସ ସମ୍ମୁଖରେ ତାଲା ପକାଇ ଧାରଣାରେ ବସି ରହିଲେ। ଦେଖନ୍ତୁ ଏହା ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ଗ୍ରାମ ପଞ୍ଚାୟତର ଦୃଶ୍ୟ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #ElectionResult #Cuttack #SpecialStory
Доступные форматы для скачивания:
Скачать видео mp4
-
Информация по загрузке: