ପାଟିରେ କର୍କଟ ରୋଗ କାହିଁକି ହୁଏ? | Dr Dibya Lochan Swain on Oral Cancer in Odia | Causes & Treatment
Автор: Swasthya Plus Odia
Загружено: 2021-03-05
Просмотров: 79702
#OralCancer #DoctorAdvice #OdiaHealthTips
ମୁଖରେ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ଜାଗାରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାନ୍ସର କୁହାଯାଏ। ହେଲେ କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ।
ଏହି ଭିଡିଓରେ ରହିଛି,
ମାରାତ୍ମକ ମୁଖଗହ୍ୱର କର୍କଟ (0:00)
କାହିଁକି ହୁଏ ପାଟିରେ କ୍ୟାନ୍ସର? (1:15)
ପାଟିରେ କ୍ୟାନ୍ସର ହେବାର ଲକ୍ଷଣ (3:27)
ପାଟିରେ କ୍ୟାନ୍ସର ହେଲେ କେମିତି ଚିହ୍ନିବେ? (5:29)
ଓରାଲ କ୍ୟାନ୍ସରର ଚିକିତ୍ସା (6:38)
ଓରାଲ କ୍ୟାନ୍ସର ହେବାକୁ ରୋକିପାରିବା କି? (8:30)
ଡାକ୍ତରଙ୍କ ପରାମର୍ଶ (9:36)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-to-prev...
Why is the number of oral cancer patients on the rise? How to prevent oral cancer? Let us find out more from Dibya Lochan Swain, a Dental Surgeon.
In this video,
What is oral cancer? (0:00)
Why does cancer occur in the mouth? (1:15)
Symptoms of oral cancer (3:27)
Diagnosis of oral cancer (5:29)
Treatment of oral cancer (6:38)
Prevention of oral cancer (8:30)
Doctor’s Advice (9:36)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: