LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || BABUN PANI || AMIT BADANAYAK
Автор: Amit Badanayak
Загружено: 2021-03-30
Просмотров: 464862
LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || NEW ODIA CHRISTIAN SONG || STUDIO VERSION || BABUN PANI || AMIT BADANAYAK
GOOD FRIDAY SONG
ଲହୁ ଭିଜା ଲଲାଟ ଶିରେ କଣ୍ଟା ମୁକୁଟ
କୋମଳ ପୃଷ୍ଠରେ କୋରଡ଼ାର ଛାଟ
ଆହା କି କଷ୍ଟ ଭୋଗିଲ ଖ୍ରୀଷ୍ଟ
ଲହୁ ଭିଜା ଲଲାଟ.........=୦=
ଝରଇ ରକ୍ତ ତିନ୍ତଇ ପଥ
ଚରଣ ଝୁଣ୍ଟି ଆଘାତେ
ନିରବେ ସହି କ୍ରୁଶକୁ ବୋହି
ଚାଲିଲ ଗଲଗଥା ପଥେ
ରାଜପୁତ୍ର ହୋଇ ଦାସରୂପ ନେଇ (୨ଥର)
ଫେଡ଼ିଲ ପାପୀର ପାପ କଷ୍ଟ
ଲହୁ ଭିଜା ଲଲାଟ........=୧=
ଶୂନ୍ୟରେ ଝୁଲି ରୁଧିର ଢାଳି
ଛନ୍ଦା କାଷ୍ଠେ ଛନ୍ଦି ହୋଇ
ପାତକି ଲାଗି ମରଣ ଭୋଗୀ
କ୍ରୁଶୀୟ ଯନ୍ତ୍ରଣା ସହି
ଶୋଷେ ବ୍ୟାକୁଳିତ କରି ପ୍ରାୟଶ୍ଚିତ (୨ଥର)
ସାଧିଲ ପ୍ରଭୁ ପିତାଙ୍କ ଇଷ୍ଟ .....
ଲହୁ ଭିଜା ଲଲାଟ.........=୨=
SONG CREDITS :
Song : ଲହୁ ଭିଜା ଲଲାଟ
Singer : Babun Pani
Lyrics : Bhubaneswar Raulo
Music : Amit Badanayak (8895583382)
Music Arrange : Bapi Samal & Jeebit Pani
Voice Dub : Someboy'z Media Studio Tiripur, Tamil Nadu
Track Making : Symphony Studio Cuttack
Mastering : MRR Studio,Cuttack
Video Editing : Amit Badanayak
Track Production : Ajayagada Baptist Church
Music label : AB music
WhatsApp : 8895583382
Contact : 8895583382, 7978601423
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link
ମୁଁ ଯେ ଅକିଞ୍ଚନ
• MU JE AKINCHANA || ମୁଁ ଯେ ଅକିଞ୍ଚନ || NEW O...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
କେଡ଼େ ପ୍ରେମ କଲେ ବୋଲି (Studio Version)
• KEDE PREMA KALE BOLI || କେଡ଼େ ପ୍ରେମ କଲେ |...
ପ୍ରଶଂସା ଭାଜନ (Studio Version)
• PRASANGSA BHAJANA || ପ୍ରଶଂସା ଭାଜନ || NEW O...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କମ୍ପିଉଠେ ଏ ଧରା ଧାମ (Dance Video)
• NEW ODIA CHRISTMAS DANCE VIDEO || KAMPIUTH...
କମ୍ପିଉଠେ ଏ ଧରା ଧାମ (Track/Karaoke)
• Kampiuthe Track || କମ୍ପିଉଠେ ଟ୍ରାକ୍ || ନୂଆ...
କମ୍ପିଉଠେ ଏ ଧରା ଧାମ (Cover Song)
• Kampiuthe Cover Song | Studio Version | Aj...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
କେତେ କାଳରେ ମନ (Music Video)
• Kete Kala Re Mana Music Video || Superhit ...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || Studio Version || ସତର...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
ସତର୍କ ଟିକେ ରୁହ (Dance Video)
• DANCE VIDEO OF SATARKA TIKE RUHA | ସତର୍କ ଟ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Male Version)
• Jisu Mu Tumaku Hrude Rakhibi | Male Versio...
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ "ଲହୁ ଭିଜା ଲଲାଟ" ଗୀତର Studio Version ଭିଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#lahubhijalalata
#goodfridaysong
#odiagoodfridaysong
#newodiagoodfridaysong
#goodfridayspecialsong
#amitbadanayakchristiansong
#babunpani
#newodiachristiansong
#amitbadanayak
#amitpanichristiansong
#humanesagarchristiansong
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Доступные форматы для скачивания:
Скачать видео mp4
-
Информация по загрузке: