Diwali: Odisha's Unique Traditions || “ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ”|| The Mystery Mirror
Автор: The Mystery Mirror
Загружено: 2025-10-18
Просмотров: 219
#dipabali #DIWALI #diwali2025 #happydiwali
kahiki palana karajae dipabali ? diwali odisha #dipabali #odisha
ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଏହି ଦିନ ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଦେଶରେ ଆଜି ଉତ୍ସାହର ସହ ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରୁଛନ୍ତି । ମହାଳୟା ସମୟରେ ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ଦୀପାବଳୀ ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଏହି ଶ୍ରାଦ୍ଧ ପାଳନ କରାଯାଏ । ଏହାକୁ ଲୋକେ ପୟା ଶ୍ରାଦ୍ଧ ବୋଲି ମଧ୍ୟ କହିଥାନ୍ତି । ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ।
ବଡ଼ବଡ଼ୁଆ ହୋ !
ଅନ୍ଧାରରେ ଆସି ଆଲୁଅରେ ଯାଅ ।
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।।
This video is created by 'The Mystery Mirror Odia' exclusively for The Mystery Mirror, all licenses have been obtained for images/footage used in the video from their respective owners. Do not use our work without permission.
Subscribe to our channel and watch all the best subjects on ancient discoveries, mysterious happenings, the weird and wonderful things you didn't know and much more! I want this channel to not only be entertaining but for us to learn interesting stuff along the way.
Don't forget to subscribe our channel 'The Mystery Mirror' and stay connected for watching unsolved and unimaginable mysterious videos. Thank you
Episode's Credits:
Music by
Kevin Macleod
Story Research & Scripted by
Lopamudra barik
Voice & Edited by
SuryaKanta Chhotaray
Thanks & Regards
#TheMysteryMirror
Доступные форматы для скачивания:
Скачать видео mp4
-
Информация по загрузке: