ରବିବାର କାର୍ଯ୍ୟକ୍ରମ ଚିତ୍ରକେତୁ ଉପାଖ୍ୟାନ ବିଷୟରେ ଶ୍ରୀ ଶ୍ରିପାଦ ବ୍ରଜନାଥ ଦାସ ପ୍ରଭୂଜି କହିଛନ୍ତି || ହରେ କୃଷ୍ଣ
Автор: Sri Krishna Chaitanya Namahatta Sangha
Загружено: 2025-12-21
Просмотров: 161
ସମସ୍ତ ଭକ୍ତ ମାନଙ୍କୁ ଆମ ଶ୍ରୀ କ୍ରିଷ୍ଣା ଚୈତନ୍ୟ ନାମହଟ ସଂଘ କେସପୁର ସେଣ୍ଟର୍ କୁ ସ୍ବାଗତ | ମୁ ଆଶା କରୁଛି ସବୁ ଭକ୍ତ ମାନେ ବହୁତ ଭଲରେ ଥିବେ | କୌଣସି କାରଣରୁ ଅଧିକାଂଶ ଭକ୍ତ ସେଣ୍ଟର୍ ରେ ଯୋଗ ଦେଇପରୁନାହାନ୍ତି ଦୟା କରି ଯେଉଁ ଭକ୍ତ ମନେ ଆସିବା ପାଇଁ ଇଚ୍ଛା କରୁଛନ୍ତି ଆପଣମାନଙ୍କ ପାଇଁ ଆମ ସେଣ୍ଟର୍ କବାଟ ଖୋଲି ଅଛି ଆପଣ ମାନେ ଯେତେଲେ ଚାହିଁବେ ଯୋଗ ଦେଇପାରିବେ | କିମ୍ବା ଆପଣ ମାନେ ଆମ youtube chhanel through bi video ଦେଖି ପାରିବେ |
ଆଜିର ବିଷୟ:- ଚିତ୍ରକେତୁୁ ଉପାଖ୍ୟାନ
ପ୍ରବର୍ତ୍ତକ:- ଶ୍ରୀ ଶ୍ରିପାଦ ବ୍ରଜନାଥ ଦାସ ପ୍ରଭୂଜୀ
Доступные форматы для скачивания:
Скачать видео mp4
-
Информация по загрузке: