ଖୋଜୁଛି ପୋଲିସ , ବନ୍ଧା ହେବେ ନିଶା ମହାରଣା ! Nisha Maharana to be ‘arrested’ for obscene dance ,Balangir
Автор: Pratidin TV
Загружено: 2026-01-15
Просмотров: 1655
ଖୋଜୁଛି ପୋଲିସ , ବନ୍ଧା ହେବେ ନିଶା ମହାରଣା ! ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ନାଁରେ ମାମଲା ରୁଜୁ | ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ କରିଛି ବଲାଙ୍ଗୀର ପୋଲିସ | ଗତ ୧୨ ତାରିଖ ସଦର ଥାନା ଚନ୍ଦନଭାଟି ଗାଁରେ ପଡ଼ିଥିବା ଯାତ୍ରା ଦୁର୍ଗାମନ୍ଦିରରେ ନଗ୍ନନୃତ୍ୟ କରିଥିଲେ | ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ, ସଦର ଥାନାରେ ମାମଲା ରୁଜୁ ହୋଇଛି | ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଏବଂ ରାଧେଶ୍ୟାମ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସଦର ଥାନା ପୋଲିସ ର ଏକ ଟିମ ଭୁବନେଶ୍ୱର ଯାଇ ନିଶା ମହାରଣାଙ୍କୁ ଖୋଜୁଥିବା ସୂଚନା ମିଳିଛି ! Nisha Maharana to be ‘arrested’ for obscene dance ,Balangir
#balangir #bhubaneswarnews #nishamaharana #itemdance #police
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: