ପ୍ରଶଂସା କାହିଁକି କରିବା ||Bible message by Bro.Bijay sabar
Автор: Mu Utama Mesa Palaka
Загружено: 2026-01-17
Просмотров: 73
Topic- ପ୍ରଶଂସା କାହିଁକି କରିବା
You tube -Mu utama mesa palaka
Message by -Bro. Bijay sabar
Poster Design-Sangram parichha
=============0=================
ବିଷୟ-ପ୍ରଶଂସା କାହିଁକି କରିବା
👇
ପ୍ରିୟ ପ୍ରଭୁଙ୍କ ଲୋକ ମାନେ -
[ ] ପରମେଶ୍ୱରଙ୍କୁ ଗୌରବ ଦେବା ପାଇଁ
[ ] ପରମେଶ୍ୱରଙ୍କୁ ମହିମା ଦେବା ପାଇଁ
[ ] ପରମେଶ୍ୱରଙ୍କୁ ପ୍ରଶଂସା ଦେବା ପାଇଁ
[ ] ପରମେଶ୍ୱରଙ୍କୁ ଆରାଧନା ଓ ସ୍ତୁତି ବନ୍ଧନା କରିବା ପାଇଁ
ପ୍ରତିଦିନ ପରମେଶ୍ୱରଙ୍କୁ ପ୍ରସଂଶା ଓ ଗୌରବାନିତ କରିବାକୁ
ପରମେଶ୍ୱର ଆପଣଙ୍କୁ ଓ ମୋତେ ସୃଷ୍ଟି କରିଅଛନ୍ତି
ଜିଶାଇୟ -୪୩-୨୧
👇
ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।
ପ୍ରଶଂସାର ଅର୍ଥ କଣ?
. ପରମେଶ୍ୱରଙ୍କୁ ସମ୍ମାନିତ କରିବା
. ପରମେଶ୍ୱରଙ୍କୁ ପୂଜା ବା ଆରାଧନା କରିବା
. ପରମେଶ୍ୱରଙ୍କୁ ଗୌରବା ନିତ କରିବା
. ପରମେଶ୍ୱରଙ୍କର ଗୁଣ ଗାନ କରିବା
ପ୍ରସଂଶା ଏବ୍ରୀ ଶବ୍ଦ-ୟାଦାହ କୁହାଯାଏ
ୟାଦାହ ର ଅର୍ଥ-ହସ୍ତ ବିସ୍ତାର କରିବା
ଅର୍ଥାତ-ମାନ୍ୟ ସହକାରେ ହସ୍ତ ବିସ୍ତାର କରିବା
ହସ୍ତ ମୁକ୍ତ କରି ସମସ୍ତ ବିଷୟକୁ ମୁକ୍ତ କରିବା
ମୁକ୍ତ ହସ୍ତରେ ଦଣ୍ଡାୟ ମାନ ହୋଇ ପରମେଶ୍ୱରଙ୍କୁ ପ୍ରଶଂସା କରିବା
👇
ପ୍ରିୟ ପ୍ରଭୁଙ୍କ ଲୋକ ମାନେ
ପରମେଶ୍ୱରଙ୍କୁ ପ୍ରଶଂସା ଦେବା ପାଇଁ ବାଇବଲ ଆମକୁ ନିର୍ଦେଶ ଦିଏ
👇
୧. ଦୂତ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୨
୨. ସାଧୁ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୯-୫
୩.ସର୍ବ ଦେଶୀୟ ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୧୭-୧
୪.ଶିଶୁ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୨୧-୧୬/ଗୀତ -୮-୨
୫.ଉଛ ଓ ନିଚ୍ଛ ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୧୧
୬.ଯୁବା ଓ ବୃଦ୍ଧା ଲୋକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୪୮-୧୩
୭.ସକଳ ସୃଷ୍ଟିକୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ନିର୍ଦେଶ ଦିଆଯାଇଛି
ଗୀତ -୧୫୦-୧
ପରମେଶ୍ୱରଙ୍କୁ କାହିଁକି ପ୍ରଶଂସା କରିବା କାରଣ କଣ?
👇
୧. ପରମେଶ୍ୱରଙ୍କ ମହାନତା ନିମନ୍ତେ -ଗୀତ -୧୪୫-୩
୨. ପରମେଶ୍ୱର ପବିତ୍ରତା ଯୋଗୁଁ -ଯାତ୍ରା -୧୫-୧୧
୩. ପରମେଶ୍ୱରଙ୍କ ପରାକ୍ରମ ଯୋଗୁଁ -ଗୀତ -୨୧-୧୩
୪. ପରମେଶ୍ୱରଙ୍କ ଉତ୍ତମତା ହେତୁ -ଗୀତ -୧୦୭-୮
୫.ପରମେଶ୍ୱରଙ୍କ କରୁଣା ହେତୁ -୨ୟ ବଂଶାବଳି-୨୦-୨୧
୬. ପରମେଶ୍ୱରଙ୍କ ବିଶ୍ଵସ୍ତତା ଓ ସତ୍ୟତା ହେତୁ -ଜିଶାଇୟ -୨୫-୧
୭. ପରମେଶ୍ୱରଙ୍କ ପରିତ୍ରାଣ କାର୍ଯ୍ୟ ସକାଶୁ-ଲୂକ -୧-୬୮-୬୯
୮. ପରମେଶ୍ୱରଙ୍କ ମହା ଆଶୁର୍ଯ୍ୟ କାର୍ଯ୍ୟ ସକାଶୁ -ଗୀତ -୧୫୦-୨
==============0===============0=========
My Video Link
👇
୧. ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ
• ପରିପକ୍ୱ ଓ ଅପରିପକ୍ଵ ||Odia Christian Bilbe ...
୨.ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ
• ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ତାହା ଈଶ୍ୱରଙ୍କ ...
୩.ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକ ଆମେ କିପରି ପ୍ରୟୋଗ କରିବା
• ବାଧ୍ୟତା ସିଦ୍ଧାନ୍ତ ||Odia Christian Message...
୪.ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ
• ମଣ୍ଡଳୀରେ ୫ଟି ବିଷୟ ||Odia Christian Messag...
୫. ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା
• ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା |...
୬. ୫ଟି ଚିକଣ ପଥର
• ୫ଟି ଚିକଣ ପଥର||odia Christian Message by -B...
୭. • ଜୀବିତ ର ଉଦେଶ୍ୟ||Christian Odia Message by ...
ପରମେଶ୍ୱର କାହିଁକି ଆମକୁ ଜୀବିତ ରଖିଛନ୍ତି
୮. / __ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ
ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ
===============0=================
#Bijayasabar
#bijaysabar
#odiachristianmessage
#Biblemessage
#Jeetulimamessage
#Niranjanturukmessage
#Kishordigalmessage
#Upendraparichamessage
#bibleviralmessage
#OdiaBiblemessage
##muutamamesapalaka
#bibleshortvideo
=====================================
Доступные форматы для скачивания:
Скачать видео mp4
-
Информация по загрузке: