ପୁରୁଷଙ୍କ ଯୌନ ସମସ୍ୟାର ସରଳ ଚିକିତ୍ସା
Автор: Dr Senapati
Загружено: 2024-04-23
Просмотров: 411505
ପୁରୁଷଙ୍କ ଯୌନ ସମସ୍ୟାର ସରଳ ଚିକିତ୍ସା
#odiahealthtips
#Sexmedicine
#drsenapati
#odiahealth
#malefacts
#male
#sexproblemmen
ଉଭୟ ପୁରୁଷ ଓ ମହିଳାଙ୍କଠାରେ ଯୌନାଙ୍ଗ ସମସ୍ୟା ହୋଇପାରେ। ଶୀଘ୍ର ପତନ, ସହବାସରେ ଅନିଚ୍ଛା, ଯୌନ ଅକ୍ଷମତା ତଥା ସହବାସରେ ସମସ୍ୟା ଭଳି ସମସ୍ୟା ହୋଇପାରେ।
ଏହି ଭିଡିଓରେ ରହିଛି,
ଯୌନାଙ୍ଗ ସମସ୍ୟା
ପୁରୁଷଙ୍କଠାରେ କେଉଁ କେଉଁ ଯୌନ ସମସ୍ୟା ହୋଇପାରେ?
ଉଭୟ ପୁରୁଷ ଓ ମହିଳାଙ୍କଠାରେ ଯୌନାଙ୍ଗ ସମସ୍ୟା ହେବାର କାରଣ
ଯୋନିରେ ଶୁଷ୍କତା କାହିଁକି ହୋଇପାରେ?
ଯୌନାଙ୍ଗ ସମସ୍ୟାକୁ କେମିତି ଚିହ୍ନିବା?
ଯୌନାଙ୍ଗ ସମସ୍ୟାର ଚିକିତ୍ସା
Both men and women may have Genital Problems such as Erectile dysfunction, loss of libido, and sexual dysfunction. What is the cause of Sexual Problems?
In this Video,
Genital Problems, in Odia
Male Sexual Problems, in Odia
Causes of genital problems in both men and women, in Odia
Causes of Vaginal Dryness, in Odia
How to identify Genital Problems? in Odia
Treatments of Genital Problems, in odia
Subscribe Now & Live a Healthy Life!
ଆମେ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ଆମ ଚ୍ୟାନେଲରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
We does not provide medical advice. Content on this channel is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଆମ ଚ୍ୟାନେଲ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଆମେ ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି
For feedback and business inquiries,contact
WhatsApp:9777485996
Hello this is Dr Shiba Prasad Senapati at present working at SCB medical College and hospital Cuttack making such health related videos on common health issues for public awareness and their treatment in odia language along with home remedies.
Watch my video and do like and share with your family members and friends
Don't forget to subscribe our channel for more such videos
Thank you 🙏🙏🙏
Доступные форматы для скачивания:
Скачать видео mp4
-
Информация по загрузке: