Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

BJD ଶହେ ବର୍ଷ ରହିବ, ଅପପ୍ରଚାର ଗୁଜବ ଚାଲିଛି ପ୍ରତିଷ୍ଠା ଦିବସରେ ନବୀନଙ୍କ ଟାର୍ଗେଟ | Naveen targets opposition

Автор: Samaja Live

Загружено: 2025-12-26

Просмотров: 1458

Описание:

ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ଅବସରରେ ନବୀନ ବିରୋଧୀ ତଥା ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି । ଏହା ସହ ନିଜ ଦଳର ଇତିହାସ ଉପସ୍ଥାପନା କରିଛନ୍ତି । ସେ କହିଛନ୍ତି ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରି ଆସୁଛୁ । ୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶ ଇତିହାସର ସୁବର୍ଣ୍ଣ ସମୟ । ଦାରିଦ୍ର୍ୟ, ଅନାହାର, ଅପପୃଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ ସଫଳତାର ସହ ଆମେ ଲଢିଛୁ । ରାଜ୍ୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ । ଓଡିଶାରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ ? ଗତ ଅଠର ମାସ ରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି । ଆଇନ୍ ଶୃଙ୍ଖଳା ପରିସ୍ଥିତି କଥା ନ କହିବା ଭଲ। ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁଁହନ୍ତି। ରାଜ୍ୟ ରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । Democracy ରେ ହାର ଜିତ୍‌ ରହିଛି । ଏବେ କିଛି ଲୋକ, କିଛି ଦଳ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗି ଯିବ । ଏମିତି ନାନା ଗୁଜବ ଚାଲିଛି । I want to make it clear that Biju Janata Dal is not about one or two leaders - It is a people’s movement, deeply connected to Odia aspirations and pride. BJD ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ । Youth are one of the most important assets of our Party. I would expect them to be more active in social media and counter misinformation.

On the occasion of the 29th foundation day of Biju Janata Dal, Naveen targeted the opposition and the ruling party. He also presented the history of his party. He said that Biju Janata Dal is a successful regional party in the country. We have been serving the people of Odisha under the example of Biju Babu. 2000 to 2024 was the golden period of Odisha's development history. We have successfully fought poverty, hunger, malnutrition and natural disasters. We have also strengthened the state economy.
This double engine government is running in Odisha. But where is the development? In the last eighteen months, eighteen times the question paper of the recruitment exam has been leaked. It is better not to talk about the law and order situation. Even small girls are not safe. He expressed his anger that it does not feel like there is a government in the state. Democracy has been defeated. Now some people, some parties are spreading misinformation about us. Biju Janata Dal will be disbanded. Such rumors are going on. I want to make it clear that Biju Janata Dal is not about one or two leaders - It is a people’s movement, deeply connected to Odia aspirations and pride. BJD is here and will be the voice of the people of Odisha for the next hundred years.
Youth are one of the most important assets of our Party. I would expect them to be more active in social media and counter misinformation.

#bjd #naveenpatnaik #vkpandian #foundationday

www.samajalive.in (News Portal)
The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.

Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal.

Visit Our Website https://www.samajalive.in/

Android App: https://play.google.com/store/apps/de...

YouTube:   / @samajalive  

Facebook:   / samajalive  

Twitter:   / samajalive  

Instagram:  / thesamaja  

BJD ଶହେ ବର୍ଷ ରହିବ, ଅପପ୍ରଚାର ଗୁଜବ ଚାଲିଛି ପ୍ରତିଷ୍ଠା ଦିବସରେ ନବୀନଙ୍କ ଟାର୍ଗେଟ | Naveen targets opposition

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Vigilance Raid Exposes Disproportionate Assets of Semiliguda Forester

Vigilance Raid Exposes Disproportionate Assets of Semiliguda Forester

ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ଘରେ ପୃଥ୍ଵୀରାଜ ହରିଚନ୍ଦନ | Jajpur Politics

ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ଘରେ ପୃଥ୍ଵୀରାଜ ହରିଚନ୍ଦନ | Jajpur Politics

Kholakatha: Exclusive Interview with Shefali Suna, Mother of Late Human Sagar |

Kholakatha: Exclusive Interview with Shefali Suna, Mother of Late Human Sagar |

Odisha Politics: ଆସିପାରେ ନୂଆ ଦଳ | Tathagata Satpathy | Political News | Odisha Politics | Odia News

Odisha Politics: ଆସିପାରେ ନୂଆ ଦଳ | Tathagata Satpathy | Political News | Odisha Politics | Odia News

BJD Leader Prabhat Bishwal Says Sujata Karthikeyan Will Go to Rajya Sabha

BJD Leader Prabhat Bishwal Says Sujata Karthikeyan Will Go to Rajya Sabha

Exclusive Interview With BJD MLA Arabinda Mohapatra || Son Of Bijoy Mohapatra || OR

Exclusive Interview With BJD MLA Arabinda Mohapatra || Son Of Bijoy Mohapatra || OR

Yogi Adityanath’s Warning Sparks Debate | ହିନ୍ଦୁଙ୍କୁ ମାରିଲ ଏବେ ତୁମ ମାନଙ୍କର ପାଳି

Yogi Adityanath’s Warning Sparks Debate | ହିନ୍ଦୁଙ୍କୁ ମାରିଲ ଏବେ ତୁମ ମାନଙ୍କର ପାଳି

Open Door of Naveen Patnaik ।। ନବୀନଙ୍କ ଖୋଲା ଦୁଆର।। The Samata ।। Kedar Mishra

Open Door of Naveen Patnaik ।। ନବୀନଙ୍କ ଖୋଲା ଦୁଆର।। The Samata ।। Kedar Mishra

"ରୋଗୀକୁ ସଂକ୍ରମିତ ରକ୍ତ ଦେବା ଯାହା ସୁଜାତା ପଣ୍ଡିଆନଙ୍କୁ ବିଜେଡ଼ିରେ ମିଶାଇବା ତାହା": ଅକ୍ଷୟ ସାହୁ

କାହାକୁ ଏମିତି କହିଲେ ? ବିଜୁବାବୁ ଯେମିତି ସେକୁଥିଲେ, ସେଇ ଫର୍ମୁଲା କର, ମୁଁ ନବୀନଙ୍କୁ କହି ଦେଇଛି || Munna Khan

କାହାକୁ ଏମିତି କହିଲେ ? ବିଜୁବାବୁ ଯେମିତି ସେକୁଥିଲେ, ସେଇ ଫର୍ମୁଲା କର, ମୁଁ ନବୀନଙ୍କୁ କହି ଦେଇଛି || Munna Khan

BJDର ୨୯ତମ ପ୍ରତିଷ୍ଠା ଦିବସରେ ଡବଲ ଇଞ୍ଜିନ ସରକାରଙ୍କ ପୋଲ ଖୋଲିଲେ ଦଳ ମୁଖିଆ ଓ ବିଜେଡ଼ି ବାହିନୀ l Naveen Pattnaik

BJDର ୨୯ତମ ପ୍ରତିଷ୍ଠା ଦିବସରେ ଡବଲ ଇଞ୍ଜିନ ସରକାରଙ୍କ ପୋଲ ଖୋଲିଲେ ଦଳ ମୁଖିଆ ଓ ବିଜେଡ଼ି ବାହିନୀ l Naveen Pattnaik

ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର

ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର

ପ୍ରିୟଙ୍କା ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା | Priyanka Gandhi Congress's PM Candidate | Odia News

ପ୍ରିୟଙ୍କା ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା | Priyanka Gandhi Congress's PM Candidate | Odia News

ଦରମା ନେବେନି ନବୀନ | Naveen Patnaik Declines Odisha MLA Salary Hike | CM Mohan Majhi | Odia News

ଦରମା ନେବେନି ନବୀନ | Naveen Patnaik Declines Odisha MLA Salary Hike | CM Mohan Majhi | Odia News

ସାମ୍ବାଦିକଙ୍କୁ ଶଙ୍ଖଭବନ ମନା: କାରଣ କହିଲେ ସମୀକ୍ଷକ |BJD|Odisha Politics| Ramachandi Ranasingh |News Room

ସାମ୍ବାଦିକଙ୍କୁ ଶଙ୍ଖଭବନ ମନା: କାରଣ କହିଲେ ସମୀକ୍ଷକ |BJD|Odisha Politics| Ramachandi Ranasingh |News Room

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ-ଜ୍ୱାଇଁଙ୍କୁ ଆଶୀର୍ବାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | PPL Odia

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ-ଜ୍ୱାଇଁଙ୍କୁ ଆଶୀର୍ବାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | PPL Odia

Китай вскрыл Луну: Что на самом деле нашли на обратной стороне?

Китай вскрыл Луну: Что на самом деле нашли на обратной стороне?

BEST JATRA COMEDY - ଖାଲି ଭାବୁଚ ଆଗକୁ କିଛି କରୁନା  - Nari Panda & Gelhi Ra Bobalia Comedy | odia jatra

BEST JATRA COMEDY - ଖାଲି ଭାବୁଚ ଆଗକୁ କିଛି କରୁନା - Nari Panda & Gelhi Ra Bobalia Comedy | odia jatra

ଦୋମୁଣ୍ଡିଆ ସାପ ପ୍ରସଙ୍ଗ, କେହି ସମର୍ଥନ କଲେନି, ଓଲଟି ଏହି କଥା କହିଲେ || Munna Khan

ଦୋମୁଣ୍ଡିଆ ସାପ ପ୍ରସଙ୍ଗ, କେହି ସମର୍ଥନ କଲେନି, ଓଲଟି ଏହି କଥା କହିଲେ || Munna Khan

How Camel Bone is Processed for Luxury Furniture Inlays – Inside the Modern Workshop ( Full Process)

How Camel Bone is Processed for Luxury Furniture Inlays – Inside the Modern Workshop ( Full Process)

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]