ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ମହିଳାଙ୍କ ଜୀବନ, ୨ ଗୁରୁତର ଆହତ ! Truck Accident in boudh
Автор: Pratidin TV
Загружено: 2025-12-10
Просмотров: 302
ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ମହିଳାଙ୍କ ଜୀବନ, ୨ ଗୁରୁତର ଆହତ ! ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୫୭ ନମ୍ୱର ଜାତୀୟ ରାଜପଥ ଜମଟାଙ୍ଗି ଛକଠାରେ ରାସ୍ତାରେ ଶବ ରଖି କ୍ଷତିପୂରଣ ଦାବିରେ ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ କଲେ ମୃତକଙ୍କ ପରିବାର। ସୂଚନା ଅନୁସାରେ ଗତ ୫ ତାରିଖ ଦିନ ଜମଟାଙ୍ଗୀଠାରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଥିଲେ l ଗୁରୁତର ତିନିଜଣ ହେଲେ ବାଉଁଶୁଣି ଥାନା ଅନ୍ତର୍ଗତ ଯମଘାଟି ଗ୍ରାମର ସ୍ବାମୀ ସତ୍ୟ ମେହେର (୪୫) ଓ ସ୍ତ୍ରୀ ମୈଥିଳୀ ମେହେର (୩୬) ସହ ଜଣେ ନାବାଳକ ପୁଅ l Truck Accident in boudh
#TruckAccident #boudh #Odisha #pratidintv
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: