Exclusive Interview With BJP MLA Santosh Khatua | Nilagiri MLA | Odisha Reporter
Автор: Odisha Reporter
Загружено: 2025-03-08
Просмотров: 61131
ବିଜେଡିର ଭିତିରି ଗୁମର ଖୋଲିଦେଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ
ଷ୍ଟେଜରେ ଚଢ଼ିଗଲେ ବୋଲି ଆଇଆସିଙ୍କୁ ସସ୍ପେଣ୍ଡ କରିଦେଲେ ପାଣ୍ଡିଆନ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର 20ରୁ 25 ବିଧାୟକ ଶଙ୍ଖ ଛାଡ଼ିବେ
5-T ଭିତରେ ଥିଲା ସ୍ମଲ୍ t, ବଡ଼ T
Watch Full Video : • Exclusive Interview With BJP MLA Santosh K...
ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଚାଞ୍ଚଲ୍ୟକର ବୟାନ। ବିଜେଡି ଛାଡ଼ିବା ପୂର୍ବରୁ ଡ୍ରାମା କରୁଛନ୍ତି ବିଧାୟକମାନେ। ଯିଏ ଯେତେ ଡ୍ରାମା କରିପାରିବେ, ସେମାନଙ୍କ ଗୁରୁତ୍ବ ବଢ଼ିବ। ଏମିତି କି, କେତେ ଜଣ ବିଧାୟକ ଦଳ ଛାଡ଼ିବେ, ତାହାର ଆକଳନ ମଧ୍ୟ କରିସାରିଲେଣି। କୁଆଡ଼େ ତାଙ୍କୁ ଭିିତିରିଆ ସୂଚନା ମିଳିଛି । 20-25ରୁ ବିଧାୟକ ଦଳ ଛାଡ଼ିବେ ଆଉ ବିଜେପିରେ ମିଶିବେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହଜିଯିବ ଦଳର ଚିହ୍ନ। ବିଧାୟକ ସନ୍ତୋଷ ଖଟୁଆଙ୍କ ଏଭଳି ଚାଞ୍ଚଲ୍ୟକର ବୟାନ ଶୁଣିବା ପରେ ବୋଧେ ବିଜେଡିରେ ଆରମ୍ଭ ହୋଇଯିବ କମ୍ପନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / exclusive Interview With BJP MLA Santosh Khatua #OdishaReporter #podcast #podcastshow #PodcastwithSantoshKhatua #BJPMLA #Nilagiri #PanchayatElection #BJDMLA #VKPandian
Доступные форматы для скачивания:
Скачать видео mp4
-
Информация по загрузке: