ମଙ୍ଗଳ ଗୀତିକା II ଜୟନ୍ତୀ ଗୀତିକା II Mangala Gitika II Thakur Abhiram Bhajana II JAGYANADUTTA DASH II
Автор: Avikriti Bhakti
Загружено: 2026-01-17
Просмотров: 2976
"Milestone Achieved! 🙏
Avikriti Bhakti hits 100000+ views and 1800+ subscribers ! We're grateful for your overwhelming support and love. 🙏
We appreciate your continued enthusiasm and request your support by liking, sharing, and subscribing to our channel.
AVIKRITI BHAKTI
Created by: Team J (Jenamani & Jay)
♪ Song: Mangala Gitika
♪ Singer: JAGYANADUTTA DASH
♪ Lyrics: BABAJI SRI RAVINARAYANA DAS MAHARAJ
♪ Music :SRI DIBYA CHAITANYA DAS MAHARAJ
♪ Director: BABAJI SRI HAREKRUSHNA DAS MAHARAJ
♪ Produced by: Avikriti Bhakti
♪ Mixing & Mastering: PREETISH SAHOO
♪ Recorded At: PREETISH STUDIO
♪ DOP & Edit : RAJA P
♪ Banner: Avikriti Production
—————————————————
Feel free to pin us for official collab & promotions
📧 avikritiproduction@gmail.com
📞 8249203450
—————————————————
Subscribe Our Channel For More Updates
🔔 Get alerts when we release any new video. TURN ON THE BELL ICON on the channel !
© Avikriti Production2025
•ANTI-PIRACY WARNING *
This content is Copyright to Avikriti Production. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
ଅଭିନ୍ନ-ସୁନ୍ଦର ଜନମବାସର ଆଜି, ଗାଅ ମଙ୍ଗଳ ଗୀତିକା... ଗାଅ ମଙ୍ଗଳ ଗୀତିକା
ଗାଅ ଲୋ ଗାଅ ମଧୁର ଗୀତି ଗାଅ-ମଙ୍ଗଳ ଗୀତି ଗାଅ
ନାଚି ନାଚି ପ୍ରେମେ ତନୁ ପୁଲକାଅ
ସୁମଧୁର ତବ ଶୁଭ ସଙ୍ଗୀତ ତାଳେତାଳେ, ନାଚି ଉଠୁ ବନ ବିଥିକା ॥୧॥
ଦ୍ୱାରେ ଦ୍ଵାରେ ଘୃତ ଦୀପାଳି ଜଳାଅ
ମଙ୍ଗଳ ଘଟ ଥାପି ତୋରଣ ସଜାଅ
ଶୁଭଶଙ୍ଖ ସ୍ଵନେ ଗଗନ ପବନ ଭରି, ଦିଅଲୋ ପୁର ବାଳିକା ॥ ୨॥
ରଙ୍ଗେ ବିରଙ୍ଗେ ସୁରଭିତ ସାଜେ
କୁଞ୍ଜେ କୁଞ୍ଜେ ଆଜି କି ଶୋଭା ବିରାଜେ
କିଶଳୟ ଶୋଭିତ ମୁକୁଳ ବିମଣ୍ଡିତ, କୁସୁମିତା ତରୁ ଲତିକା ||୩||
ଗୁଣୁ ଗୁଣୁ ଗୁଞ୍ଜନ ଅଳିକୁଳ ଗାଏ
ଛପିଛପି ଆସେ ମଳୟ ଚମକାଏ
ବସନ୍ତ ବେଶେ ସାଜି ବନ୍ଦନା କରେ ଆଜି, ସାଜେ ଧରଣୀ ନବନାୟିକା ॥୪||
ମାଧବ ମନୋହାରୀ ମାଧବୀ ନିଆଳି
ରଙ୍ଗେ ଅଶୋକ ସାଜେ ସାଜେ ବନମଲ୍ଲୀ
ଗୁନ୍ଥି ପ୍ରଣୟ ଡ଼ୋରେ ଦିଅଲୋ ଶ୍ୟାମଗଳେ, ସୁମନେ ସୁମନ ବନମାଳିକା ॥୫॥
ଚନ୍ଦନ ଚର୍ଚ୍ଚିତ ଅଙ୍ଗେ ବିଭଙ୍ଗେ
ଲାକ୍ଷା ସୁରଞ୍ଜିତ ଚରଣ ସୁରଙ୍ଗେ
ଭାଲେ ତିଳକ ଚାରୁଚନ୍ଦନ ମୃଗମଦେ, ଆଙ୍କି ଦିଅଲୋ ଶ୍ୟାମ ସେବିକା ॥୬॥
ଦୂର୍ବା ଅକ୍ଷତ ଘୃତ ଦିପାଳୀ
ଅର୍ଘ୍ଯସ୍ଥାଳି ସାଜ ସକଳ ବାଳି
ପୁଣ୍ୟ ପ୍ରଭାତେ ଆଜି ବନ୍ଦନା କର ସଖୀ, ଜାଳି ମଙ୍ଗଳ ଦୀପିକା ॥|୭|
ବୀଣା ଭେରୀ ତୁରୀ ମୃଦଙ୍ଗ ତାନେ
ବାଜୁ ମୁରଲୀ ଶୁଭ ସଂଗୀତ ଗାନେ
ସେ ସୁରଛନ୍ଦେ ପରାଣେ ପୁଲକ ଭରି, ନାଚ ସକଳ କୁଳପାଳିକା ॥୮॥
ମନ ଅଭିରାମ ନୟନ-ଅଭିରାମ
ବଚନାଭିରାମ ଶ୍ରବଣ ଅଭିରାମ
ପ୍ରେମାନନ୍ଦେ ବୋଲ ଜୟରାଧାନନ୍ଦନ,
ପରାଣେ ଜାଳିପ୍ରେମ ବର୍ତ୍ତିକା ॥୯||
...ଗାଅ ମଙ୍ଗଳ ଗୀତିକା।
Доступные форматы для скачивания:
Скачать видео mp4
-
Информация по загрузке: