ମାଁ ପଞ୍ଚ ଠାକୁରାଣୀ ଆସିଲେ ବାପ ଘରକୁ 🙏
Автор: Deepak's Divine Tech Junction
Загружено: 2025-05-04
Просмотров: 3682
ମାଁ ପଞ୍ଚ ଠାକୁରାଣୀ ଆସିଲେ ବାପ ଘରକୁ 🙏 15 ଦିନ ବାପ ଘରେ ରହି ଫେରିବେ ଶାଶୁ ଘରକୁ🙏 ପ୍ରତି 5 ବର୍ଷକୁ ମାଁ ଆସନ୍ତି ବୁଲିବାକୁ 🙏#thakuranijatra#maa#thakurani #youtube#mundamarai#ganjam#odisha
ଜୟ ମାଁ ପଞ୍ଚ ଠାକୁରାଣୀ 🙏🚩
ମୁଣ୍ଡମରାଇ ଗ୍ରାମ ୪ ଦିଗରେ ଚାରି ଠାକୁରାଣୀଙ୍କ ବାସ ଆଉ ଗାଁ ମଧ୍ୟରେ ଗ୍ରାମ ଦେବତୀ ରୁହନ୍ତି।
ମାଁ ବୁଢୀ ଠାକୁରାଣୀ
ମାଁ ଗ୍ରାମ ଦେବତୀ
ମାଁ କୋଠରୀ
ମାଁ ବନଦୁର୍ଗା
ମାଁ ଫୁଲକେଶନୀ
🌺 ମାଁ ପାଞ୍ଚ ଠାକୁରାଣୀ ଯାତ୍ରା 2025 - ମୁଣ୍ଡମରାଇ ଗ୍ରାମର ଏକ ପାରମ୍ପାରିକ ଐତିହ୍ୟ 🌺
ମୁଣ୍ଡମରାଇ ଗ୍ରାମର ଲୋକ ପରମ୍ପରା, ଆସ୍ଥା ଓ ଭକ୍ତିର ଚିହ୍ନ ହେଉଛି ମାଁ ପାଞ୍ଚ ଠାକୁରାଣୀଙ୍କ ଯାତ୍ରା। ପ୍ରତି 5 ବର୍ଷ ରେ ଥରେ ବିଶେଷ ଆନନ୍ଦ ଓ ଉତ୍ସାହ ସହିତ ହେଉଥିବା ଏହି ଯାତ୍ରାରେ ମାଁଙ୍କ ଅଗମନ ଏବଂ ପିତୃଘୃହ ମୁଣ୍ଡମରାଇ ଗ୍ରାମକୁ ଆଗମନ ହୁଏ ଜଳ ଯାତ୍ରା ବା କୁମ୍ଭ ଯାତ୍ରା ଦ୍ୱାରା।
🔱 ଏହି ଭିଡିଓରେ ଆପଣ ଦେଖିପାରିବେ:
ପଞ୍ଚ ଠାକୁରାଣୀଙ୍କ ଅଗମନୀ ଯାତ୍ରାର ମନୋହର ଦୃଶ୍ୟ
ଗାଁର ଲୋକଙ୍କ ଉତ୍ସାହ, ଭକ୍ତିଭାବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଐତିହ୍ୟ ଓ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ମିଶ୍ରଣ
📌 ଦୟାକରି ଭିଡିଓଟିକୁ Like, Share, Comment କରନ୍ତୁ ଏବଂ ଏଭଳି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ଭିଡିଓ ଦେଖିବା ପାଇଁ Subscribe କରି ଘଣ୍ଟି ବଟନ୍ ଦବାନ୍ତୁ 🔔।
🙏 ଜୟ ଠାକୁରାଣୀ ମାଁ! 🙏
#Mundamarai #ThakuraniJatra2025 #OdiaTradition #KumbhaJatra #JalaJatra #ମୁଣ୍ଡମରାଇ #ଓଡ଼ିଆସଂସ୍କୃତି #ମାଁଠାକୁରାଣୀ #ThakuraniJatra #berhampur #Ganjam #Odisha

Доступные форматы для скачивания:
Скачать видео mp4
-
Информация по загрузке: