ମୋ ସୁନା ଚଢ଼େଇ 🌿 ! Mo Suna Chadeai ☘️ ! New Version ! Odia song ! Divyashree music creation
Автор: Divyasree Music Creation
Загружено: 2026-01-12
Просмотров: 4578
ମୋ ସୁନା ଚଢ଼େଇ 🌿 ! Mo Suna Chadeai ☘️ ! New Version ! Odia song ! Divyashree music creation
🎤 OFFICIAL SONG CREDITS
______________________________
🎶 Song Title: Mo Suna Chadeai
🎤 Singer: Generated by Suno AI (Pro Plan)
✍️ Lyrics: Niranjan
🎼 Music: Generated by Suno AI (Pro Plan)
🎥 Editing: Niranjan
🏷️ Channel: Divyasree Music Creation
✨ ଏହି ଭିଡିଓ ସମ୍ପୂର୍ଣ୍ଣ ନୂଆ ଓ Original
✨ Suno AI Pro Plan ବ୍ୟବହାର କରି music generate କରାଯାଇଛି
✨ YouTube policy ଅନୁସାରେ commercial use friendly
✨ Copyright-free & safe for monetization
🔔 Support କରନ୍ତୁ
👍 Like କରନ୍ତୁ
💬 Comment
🔔 Channel Subscribe କରି Bell icon ଦବାନ୍ତୁ
ଆପଣଙ୍କ ସହଯୋଗ ମୋତେ ଆଉ ଭଲ ଭିଡିଓ ଆଣିବାକୁ ପ୍ରେରଣା ଦେଉଛି 💛
new odia
new odia ringtone
new odia romantic song
new odia romantic song 2025
new odia ringtone 2025
new odia recipe
new odia remix song
new odia rap song
new odia reels
new odia romantic album song 2025
new odia ringtone song
new odia version song
new odia song
new odia movie
new odia song 2025
new odia song 2024
new odia comedy
new odia bhajan
new odia album song
new odia dj song
new odia movie full hd 2025
new odia album song
new odia album
odia album song old
Odia album DJ song
Odia Love story song
#suno
#sunoai
#sunomusic
#divyasrimusiccreation
#music
#odiasong
#odiasong2023
#odiasongdj
#odiasonglyrics
#odiasongstatus
#odiasong2025
#odiasong2020
#odiasongs2025
odiasongs.in video song
new odia song
🎵 Disclaimer
The lyrics and concept of this song are written and created by me.
The music has been generated using Suno AI (Licensed Pro Plan) as a creative tool.
All vocals, visuals, and video editing in this content are original and created by me.
No copyrighted audio, music, or material has been used.
This content is created purely for entertainment purposes.
: My Song 👇
Lyrics - Niranjan Khila
ଗୀତର ନାଁ: ମୋ ସୁନା ଚଢ଼େଇ 🐦✨
ନୀଳ ଆକାଶରୁ ,
ଉଡ଼ି ଆସିଲୁ ତୁ |
ମୋ ମନ ପଞ୍ଜୁରୀରେ
ବସା ବାନ୍ଧିଲୁ |
__
ନୀଳ ଆକାଶରୁ,
ଉଡ଼ି ଆସିଲୁ ତୁ |
ମୋ ମନ ପଞ୍ଜୁରୀରେ ,
ବସା ବାନ୍ଧିଲୁ |
ତୋ ଚିକିମିକି ଆଖି ,
ତୋ ମିଠା ମିଠା ହସ |
ଦେଖୁ ଦେଖୁ ପାରାଦ୍ୱୀପରୁ ..
ପୁରୀ ଯାଏଁ ଫେମସ!
ଦେଖୁ ଦେଖୁ ପାରାଦ୍ୱୀପରୁ ..
ପୁରୀ ଯାଏଁ ଫେମସ!
___&_______&______&_______&______&____&________&
ତୁ ମୋ ସୁନା ଚଢ଼େଇ,
ମୁଁ ତୋ ପ୍ରେମ ପାଗଳ...
ତୋ ବିନା ଜୀବନଟା,
ପୁରା ଖାଲିଖାଲି ଲାଗେଅଚଳ।
__
ତୋ ଚାଲିରେ ଅଛି ଝଟକା,
ତୋ କଥାରେ ଅଛି ମହୁ |
ତୋ ପଛରେ ଧାଉଁଛନ୍ତି,
ସହରର ସବୁ ବୋହୁ |
ହେଲେ ତୁତ କେବଳମୋର,
ଏକା ମୋରି ଦୁନିଆ |
ତୁ ଥିଲେ ସାଥିରେ,
ଲାଗେ ସବୁ କିଛି ନିଆରା।
ତୋ ଗୋଲାପି ଓଠରୁ,
ଯେବେ ଝରେ ଗୋଟେହସ,
ମୋ ଛାତି ଭିତରେ ହୁଏ,
ପ୍ରେମର ଫୁଲ ଚାଷ!
___&_______&______&_______&______&____&________&
ସୁନା ରୂପା କିଛି ଲୋଡ଼ା ନାହିଁ,
ଲୋଡ଼ା ତୋରି ସାଥ |
ଜନ୍ମ ଜନ୍ମ ଧରିଥା ମୋର,
ଏଇ ଛୋଟ ହାତ।
___
ତୁ ମୋ ସ୍ୱପ୍ନର ପରୀ,
ତୁ ମୋ ମନର ରାଣୀ,
ଆମ ପ୍ରେମ ହେବ ସବୁଠୁ,
ନୂଆ ଏକ କାହାଣୀ।
ଚାନ୍ଦ ବି ଲାଜ କରେ,
ତୋ ରୂପ ଦେଖିଲେ,
ସୁର ବି ବାଜି ଉଠେ,
ତୁ ପାଖକୁ ଆସିଲେ!
ତୁ ମୋ ସୁନା ଚଢ଼େଇ,
ମୁଁ ତୋ ପ୍ରେମ ପାଗଳ...
ଏଇ ଦୁନିଆରେ ତୁ ହିଁ,
ମୋ ପାଇଁ ସବୁଠୁ ଅସଲ।
__
ନୀଳ ଆକାଶରୁ,
ଉଡ଼ି ଆସିଲୁ ତୁ |
ମୋ ମନ ପଞ୍ଜୁରୀରେ ,
ବସା ବାନ୍ଧିଲୁ |
ତୋ ଚିକିମିକି ଆଖି ,
ତୋ ମିଠା ମିଠା ହସ |
ଦେଖୁ ଦେଖୁ ପାରାଦ୍ୱୀପରୁ ..
ପୁରୀ ଯାଏଁ ଫେମସ!
ଦେଖୁ ଦେଖୁ ପାରାଦ୍ୱୀପରୁ ..
ପୁରୀ ଯାଏଁ ଫେମସ! ..........
___&_______&______&_______&______&____&________&
Доступные форматы для скачивания:
Скачать видео mp4
-
Информация по загрузке: