Bichara Hrudaya || Studio Version ||Humane Sagar ||Arpita Choudhury ||Somesh Satpathy ||Rakesh Dash
Автор: Devanshi Entertainment
Загружено: 2021-11-19
Просмотров: 63743
#BicharaHrudaya#HumaneSagar#Arpita Choudhury
Song Credits
♪ Music Video - Bichara Hrudaya
♪ Singer - Humane Sagar , Arpita Choudhury
♪ Lyrics - Rakesh Dash
♪ Music Director - Somesh Satpathy
♪ Keyboard Programmer : Piku Rath
♪ Rhythm : Christo Mathews
♪ Flute : Abhiram Nanda
♪ Producer - S Tanmaya Mohanty
♪ Recorded Mixed Mastered @ Somesh Studio
♪Studio Version DOP : Milan
♪ Editing / Colour : Milan
♪ Poster : siba
online streaming links
♪ Jiosaavn
https://www.jiosaavn.com/song/bichara...
♪Gaana
https://gaana.com/song/bichara-hrudaya
♪ Wynk.in
https://wynk.in/u/kNxtzj1km
FOLLOW US
/ devanshientertainment1
/ devanshientertainment
(Female):
ଶୀତ ରାତି ରେ ଉଷୁମ ଛୁଆଁ ଟେ ତୁ,
ସେଇ ଛୁଆଁ ରେ ମୁଁ ମଲି..
(Male):
ସଜ ସକାଳେ କାକର ବୁନ୍ଦା ଟେ ତୁ,
ସେଠି ଚମକେ ମୁଁ ଖାଲି..
(Female):
ଝାଟି ମାଟି-ମୋ,
ହୃଦୟ ସାରା,
ଅଙ୍କିଲୁ ଚିତା କାଇଁ କହ ରେ..
ଏବେ ନିଦ ରୁ,
ଚେଇଁ ଉଠିଲେ,
ସୁରୁଜ ଉଏଁ ଖାଲି ରାତି ରେ..
(Male, female):
ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ.. (0)
Antara 01:
(Male):
ତତେ ମୁଁ ପାଇ ରେ,
ସବୁ କିଛି ଆଜି ପାଇଛି, ହଁ ପାଇଛି..
ତୋ ହୃଦୟ ଜମି ରେ ଜାଗା ଟିଏ ବୋଧେ କିଣିଛି..
(Female):
ହୃଦୟ ଅମିନ,
କାମ ତୋର ବୋଲି ଜାଣିଛି, ହଁ ଜାଣିଛି,
ସେଥି ପାଇଁ ତତେ, ମନ ମୋର ଆଜି ବିକିଛି..
(Male):
ଆଜି ପଦୁଅଁ,
ଯାଏରେ ଫୁଟି,
ଚାଲିଲେ ବାଟ ସାରା ତୁହି ରେ..
ଲକ୍ଷେ ଫଗୁଣ,
ମଉଳି ଯାଏ,
ରଙ୍ଗ ଝରେ ଦିନ ରାତି ରେ..
(Female, Male):
ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ.. (1)
Antara 02:
(Female):
ଅବୁଝା ହୃଦୟ,
ଆନ ମନା ହେବ ଜାଣିଛି, ହଁ ଜାଣିଛି..
ତୋ ପ୍ରେମରେ ପଡିକି ସବୁ କିଛି ଭଲ ଲାଗୁଛି..
(Male):
ପାଗଳ ପ୍ରେମିକ,
ପ୍ରେମ ରେ ତୋର ମୁଁ ଭିଜୁଛି, ହଁ ଭିଜୁଛି..
ତୋ ମନ ଲଫାପା ରେ, ନାଁ ମୋର ଲେଖି ଦେଇଛି..
(Female):
ପ୍ରେମ ଏମିତି,
ଛୋଟ ଶିଶୁ ଟେ,
ଖେଳନା ମାଗେ ମନ ହାଟ ରେ..
ଯେତେ ପାଇଲେ,
ପଡେ ନିଅଣ୍ଟ,
ଚାହେଁ ସେ ଆଉ ଟିକେ ପୁଣି ରେ..
(Male, female):
ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ..
#BicharaHrudaya #HumaneSagar #ArpitaChoudhury #SomeshSatpathy #OdiaRomanticVideoSong #Humane #RakeshDash #DevanshiEntertainment #OdiaRomanticSongs #OdiaVideoSong2021
FOLLOW US
INSTAGRAM - / devanshientertainment1
FACEBOOK - / devanshientertainment
ANTI-PIRACY WARNING *
This content is Copyright to "SHORTED CUBE SOLUTIONS PRIVATE LIMITED " . Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented.
@2021. All copyrights reserved with "SHORTED CUBE SOLUTIONS PRIVATE LIMITED ".
Доступные форматы для скачивания:
Скачать видео mp4
-
Информация по загрузке: