ଲୁଲୁଙ୍ଗରେ🍂 ବୁଲାବୁଲି ସାଙ୍ଗକୁ Spicy ମୋଟନ୍ ପୁରା ଦାବିଦେଲେ🤤 | Lulung FullVlog | Travel With Mutton vlog|
Автор: Arjun Mohanty
Загружено: 2025-11-28
Просмотров: 537
ଲୁଲୁଙ୍ଗରେ ବୁଲା ବୁଲି ସାଙ୍ଗକୁ Spicy ମୋଟନ୍ ପୁରା ଦାବିଦେଲି 🤤🔥 | Lulung Full Vlog | Travel With Mutton vlog | Odisha Food & Fun
ଆଜିର full vlog ରେ ଆପଣମାନେ ଦେଖିବେ ସ୍ପାଇସି ମୋଟନ ସାଙ୍ଗକୁ ଲୁଲୁଙ୍ଗରେ ବୁଲା ବୁଲି ଯାହା ବାରିପଦା ରେ ଏକ ଟୁରିଷ୍ଟ ପୋଏଣ୍ଟ ଶିମିଳପାଳ ପାକହରେ ଲାଗିକି |
ଘରେ ବନାଇ ନେଇଥିବା ମସଲାଦାର ମୋଟନ🤤 ସହିତ ଫୁଲ୍ ମଜା, ଫୁଲ୍ ଏଣ୍ଟରଟେନମେଣ୍ଟ , ପାହାଡ଼, ଝରଣା, ଗାଧୁଆ, ଫରେଷ୍ଟ ଭାବନା, ସାଙ୍ଗରେ ବାଇକ୍ riding ଏବଂ ଗରମା ଗରମ ମୋଟନ୍ ଓ ଫ୍ରେଣ୍ଡ୍ସଙ୍କ ସାଙ୍ଗରେ ଦିନଟା କେମିତି ମସ୍ତିରେ କଟିଲା! 🤩🔥
ଓଡ଼ିଆ ଷ୍ଟାଇଲର ସ୍ପାଇସି ମଟନ, ଆଉ ପ୍ରକୃତିର ମାଝିରେ ଫୁଲ୍ ମଜା — ଏହି vlog ରେ ଆପଣଙ୍କୁ 100% ମଜା ଦେବ ନିଶ୍ଚିତ!
👉 ଭିଡିଓଟି ଭଲ ଲାଗିଲେ Like, Share ଓ Comment କରନ୍ତୁ
👉 ନୁଆ ମଜାଦାର ଭିଡିଓ ପାଇଁ Channel କୁ Subscribe କରନ୍ତୁ ❤️
#mutton #vlog #travelblog #odia #odisha
#mayurbhanj #ownvoice #viral #newyear #trending #ytshorts #shorts
_________________________________________________________________________________
[email protected]
Доступные форматы для скачивания:
Скачать видео mp4
-
Информация по загрузке: