Mahua Pani Saturi Tanka Aatheni | Aseema Panda | Kuldeep Pattnaik | DANCE COVER VIDEO 2024
Автор: ID Studios
Загружено: 2024-10-31
Просмотров: 481265
Mahua Pani Saturi Tanka Aatheni | Aseema Panda | Kuldeep Pattnaik | DANCE COVER VIDEO 2024
COVER VIDEO CREDITS :
Starring : DK BOI, Debaswini
Featuring : Ashok, Tuna, Majhi
Choreography : Mahi , DK
D.O.P/Edit/Color : TANMAX
Producers : Pradeep Naik, Makara Bagh
ORIGINAL VIDEO CRDITS :
Title - Mahua pani.. saturi tanka aatheni
Cast - Sailendra & Sayal
Director - Chinmay Mishra
Creative Team- Rahul Ray & Manini Nanda
Dop - Biswajit kuldi
Edit - Manas ku. Sahoo
Art director - Nabaghan Dalai
Asst director - KD
Choreographer - Amir
Dance group - one M Crew
Production Manager - Radha brother's
Makeup - sibani
Producer - Chinmay Mishra
Audio Credit 👉
~Music : Gaurav Anand
~Lyrics : Dr. Nirmal Nayak
~Singers : Aseema Panda, Kuldeep Pattnaik
~Keyboard ,Rhythm Programming and Arrangements : Abhishek Panigrahi
~ Nissan & Tasha : Abhishek Panigrahi
~ Kuldeep and Aseema's voice recorded by Sambit Kumar Mohanty
~ Mixed and Mastered : Somesh Satpathy
LIGHT:--KALINGA CINE EQUIPMENT
👉🏻LAXMIDHARA
👉🏻Lipu
👉🏻Babu
👉🏻Gudu
👉🏻Papu
👉🏻Dillip
👉🏻Litu
👉🏻Naba kishore
--------------------------
Art:--Nabaghana Dalai
👉🏻Narahari
👉🏻Sraban
👉🏻Gopal
👉🏻Kanha
👉🏻Laxmidhar
👉🏻 Pradeep
-------------------------
Production:-
👉🏻Production Head:-Radha Brothers
👉🏻Production Manager:-Radha
👉🏻Production Boy:-Depak,Biren,Samir
----------------------
👉🏻Make up:-Shibani
--------------------------
👉🏻Travels:--Pradeep, Mishra Babu
--------------------------
👉🏻Choreographer:-Amir
Dance Group:-One M Crew
Lyrics:
F- ହାଏ ଲୁସ୍-କୁ ଲୁସା
ମୋର ଢଲିଆ ଖୁସା
ଦେଖି ଧଙ୍ଗ୍-ରା ମନ
ହୁଏ ଛ ଛ ପଇସା
ମୋ ଆଖିରେ ନିଶା
ମୋ ଓଠରେ ନିଶା
ଟିକେ ଦେଖି ଚାହିଁକି
ଧନ ନଜର ମିଶା
M- ରସବତୀ ଆଲୋ ରସ ମନ୍ଦାର
କେମିତି ହେଲୁ ତୁ ଏତେ ସୁନ୍ଦର
ବୟସର ଦୋଷ
ବଢିଯାଏ ଶୋଷ
ଲାଜ ତୋର ମତେ ବାୟା କଲାଣି
ଆ ଢକୋ ଢକୋ ଢକୋ ଢକୋ
ପିଏଇ ଦେ
ମହୁଆ ପାଣି
ଦେବି ସତୁରି ଟଙ୍କା ଆଉ ଆଠେଣି
ମୋ ପକେଟରୁ
ମୁଁ ଗଣି ଗଣି (୦)
***********************
F- ବଜାର ଭିତରେ ହଜାରେ ରସିଆ
ରାତିଦିନ ମୋ ପଛରେ ସାଲୁବାଲୁ
କିଏ ସେ କହୁଛି ଇଲୁ ଇଲୁ ମତେ
କିଏ ପୁଣି ଡାକେ ଓଏ ଗେଲୁ
M- ଅଣ୍ଟା ତୋ ସରୁଆ ଆଖି ତୋ ଧାରୁଆ
ତତେ ଦେଖି ମନ ମୋର ଛକପକ
ଝାଳୁଆ ଝାଳୁଆ ତୋ ଗୋରା ଦେହରୁ
ଅତର ଝରୁଛି ଥପଥପ
M(ch)- ଆଲୋ ଲୋ ଛଇଳି ବିଳାସ
ତତେ ଦେଖି ମନ ଉଲ୍ଲାସ
ଚାହାଣୀ ତୋ କାଚ ଗିଲାସ
ଦାରୁ ଦାରୁ ଦାରୁ
F(ch)- ଖୋଲିଦେଲେ ଥରେ ଖୋଷାରେ
ଝାମା ହେଇଯିବୁ ନିଶାରେ
ଜଣା ଯିବ ତୁ କେମିତି
ଗୁରୁ ଗୁରୁ ଗୁରୁ
M- କିଏ କହେ ତତେ କଷି ଧାଙ୍ଗିରୀ
କିଏ କହେ ତତେ କଞ୍ଚା ଅଙ୍ଗୁରୀ
ଦେଖି ଦେଲା ଦିନୁ
ତତେ ଆଲୋ ସୋନୁ
ଜଲ୍-ଜିରା ଚାଟି ଦିନ ଗଲାଣି
Filler
M- ଆଲୋ ଚନ୍ଦର ମୁଖୀ
ତୁ ନବ ଛନକୀ
ତୋ ରୂପକୁ ଦେଖି
ତଣ୍ଟି ଯାଉଛି ଶୁଖି
F- ଚିକିଣି ଚମେଲି ରସ ଡୁମେର
ଫସେଇ ଦେଲୁ ତୁ କଳା ଭଅଁର
ଆଜି ଠାରୁ ଧନ
ଦେଲି ତତେ ମନ
ତୋ ପାଇଁ ଦୋକାନ ଖୋଲି ଦେଲିଣି
ଆ ଢକୋ ଢକୋ ଢକୋ ଢକୋ
ପିଏଇ ଦେବି
ମହୁଆ ପାଣି
ଦେ ସତୁରି ଟଙ୍କା ଆଉ ଆଠେଣି
ତୋ ପକେଟରୁ
ତୁ ଗଣି ଗଣି (୧)
#mahuapanisaturi
#aseemapanda
#kuldeeppattnaik
#saregamaodia
#sailendra
#sayal
#newodiasong
#latestodiasongs
Label:: Saregama India Ltd, A RPSG Group Company
Доступные форматы для скачивания:
Скачать видео mp4
-
Информация по загрузке: