Maa Aa Pheria l ମା'ଆ ଫେରିଆ l Sad Video l Anil &Rina l Sourabh Bharadwaj l Odia Sad Maa Song 2025 l
Автор: Kuthari Music Odia
Загружено: 2025-10-08
Просмотров: 1475088
Maa Aa Pheria l Sourabh Bharadwaj lAnil l Odia Maa Song l Odia Sad Song l 2025 Sad Songl
Presenting to you a emotional Song "MAA AA PHERIA ", hope you all like the song, DO SHARE YOUR VIEWS WITH US
🎬 VIDEO CREDITS 🎬
🎬Starring- ANIL, RINA MAA & SATYAM
🎬Direction- SUVAM PRADHAN (9439709934)
🎬Producer- RKN CREATION
🎬Dop- KRISHNA
🎬Concept- Chinmaya
🎬Makeup- PITABAS
🎬Production Manager- NAYAGARH TOKA MANAS
🎬Location- MILU BHAI CTC
🎬Editing - SUVAM PRADHAN
🎬DI- RAHUL (RKN CREATION)
🎬Poster- RD EDITOGRAPHY
🎬Post Production- RKN CREATION (+91 70085 63625)
🎬Spl Thx - Chinu
🎼🎶SONG CREDIT'S 🎶🎼
𝗧ITLE :-.MAA AA PHERIA (ମା ଆ ଫେରିଆ)
🎶 SINGER:-. SOURABH BHARADWAJ
🎶 𝗠USIC & 𝗹YRICS :-PABITRA NAYAK (8917546231)
🎶 𝗣RODUCTION:-KUTHARI MUSIC ODIA
#maaaapheria
#maasong
#souravbharadwaj
#odiasong
#sad
#bhajan
#anilsony
#emotional
#odiabhajan
#odiamusic
#pheriamaa
#mothersday
#odiamaatarinibhajan
#maloma
#maatobina
#superhitsong
#sadsong
#2025song
#kuthari music Odia
ଗୀତ
ଉଦର ରଥରେ ଦଶମାସ ରଖି ଜନମ ଦେଲୁ ତୁ ମତେ,
ମା 'କେମିତି ଭୁଲିବି ତତେ l
ପେଟର ଭୋକକୁ ଅନ୍ତରେ ଲୁଚାଇ ଖୁଆଉ ଥିଲୁ ତୁ ମତେ,
ମା' କେମିତି ଭୁଲିବି ତତେ l
ମ ନୟନ ପିତୁଳା କହି ତୁ
ମତେ କରୁଥିଲୁ କେତେ ଗେଲ,
ଚାଲି ଶିଖେଇ ତୁ ସମ୍ଭାଳୁ
ମ ପାଦ ହେଲେ ଟଳମଳ l
ମୁଁ କାନ୍ଦିଲେ ତୁ ତୁନି କରାଉ
ମତେ ଦେଖେଇ ସରଗ ଶଶୀ,
ପଣତେ ଲୁହକୁ ପୋଛି ମା '
ମ ମୁଣ୍ଡକୁ ଦଉ ଆଉଁଷି l
ତୁ ନାହୁଁ ମା' ଅଛି ତୋ ସ୍ମୁତି
ବିଜୁଳି ଶବଦ ଅନ୍ଧାର ରାତି (୨ )
ଲାଗେ ଛାନିଆ....
ମା' ଲୋ ମା, ଏ ମା' ,ମୋରି ମା '
କୋଉଠି ତୁ ଅଛୁ ଆ ଫେରିଆ (୨)
*** * * * * * * * * * * *
ମା ତୋ ସେନେହ ଗାଳି
କୁହନ୍ତି ଦାଣ୍ଡର ଧୂଳି
ସେ ଗାଳି କୁ ମୁଁ ନୀତି ଶୁଣୁଥିବି
ଆସିବୁକି ତୁ ଫେରି l
ମା ତୋ ମିଠା ଆକଟ
ତୋ ହାତର ସେ ଛାଟ
ପାହାର ଖାଇ ମୁଁ ଅଗଣାଟା ସାରା
କରୁଥିଲି କେତେ ନାଟ l
ମୁଁ ଅଝଟ କହେଁଇ ତର ଲୋ
ତୁ ମ ସ୍ନେହୀ ମା ଯୋଶଦା
ଏତେ କଷ୍ଟ ସହି ହସୁ ତୁ
ଯେମିତି ହସେ ମା ବସୁଧା (୨)
ଖରା ବାଜିଗଲେ ଦିଏ ସେ ଛାଇ
ଏମିତି ମା ଟେ ଜଗତେ ନାହିଁ (୨)
ତୋ ଭଳିଆ
ମା ଲୋମା, ଏ ମା, ମୋରି ମା'
କୋଉଠି ତୁ ଅଛୁ ଆ ଫେରିଆ (୨)
**************************
ମା ତ ମମତା କୋଳ,
ମ ପାଇଁ ଅଟେ ଝୁଲଣା,
ସେ ଝୁଲଣା ରେ କି ଆନନ୍ଦ ଥାଏ ତାହା ହିଁ ମତେ ମା' ଜଣା l
ମା ତ ହାତ ପରଷା,
ମ ପାଇଁ ଅମୃତ ତୁଲ୍ୟ,
କୋଉ ଜନମ ରେ ସୁଝି ପାରିବିନି ତୋ କଷଣ ର ମୂଲ l
ମୁଁ ବନବାସୀ ରାମ ତୋର ଲୋ,
ତୁ ମ ଦୁଃଖୀ ମା କୌଶଲ୍ୟା,
ଚଉଦ ବରଷ ପାଇଁ ମୁଁ ତଠୁ ହେଇଥିଲି ଅଲଗା l (୨)
ଆସିଲା ବେଳକୁ ନାଂହୁ ମା ତୁ,
କୋଉଠି ଅଛୁ ତୁ ଖୋଜୁଛି ମୁଁ l(୨)
ଡାକି ମାଆ ମାଆ....
ମା ଲୋମା, ଏ ମା, ମୋରି ମା'
କୋଉଠି ତୁ ଅଛୁ ଆ ଫେରିଆ (୨)
WARNING
--------------------==========------------------------
This Content is Copyright to "Kuthari music odia "Youtube Channel.
Any Unauthorised,Reproduction,Redistribution or Re-Uploads is strictly prohibited of the meterial.Legal action shall be take against those who violet the copyright of the material pressented !!
Доступные форматы для скачивания:
Скачать видео mp4
-
Информация по загрузке: