ପୂରଣ ହେବ ଗ୍ରେଟର ବ୍ରହ୍ମପୁରର ପରିକଳ୍ପନା || Greater Berhampur || Odisha Govt || Mohan Charan Majhi
Автор: Argus News
Загружено: 2025-12-30
Просмотров: 15070
ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଜେପି ସରକାରର ଦୃଢୋକ୍ତି। ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଯାଇ ଗ୍ରେଟର ବ୍ରହ୍ମପୁର ନିର୍ମାଣ ପାଇଁ ଦେଲେ ଗ୍ରୀନ୍ ସିଗନାଲ୍। ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ। ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ହେବ। ଯାହା ସହରରେ ସହଜ ଜୀବନଧାରଣ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ ବୋଲି ଗଞ୍ଜାମ ଗସ୍ତରେ ଯାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
#ArgusNews #Brahmapur #greaterbrahmapur #OdishaGovt #cmmohancharanmajhi #BJPGovt #Ganjam #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ପୂରଣ ହେବ ଗ୍ରେଟର ବ୍ରହ୍ମପୁରର ପରିକଳ୍ପନା || Greater Berhampur || Odisha Govt || Mohan Charan Majhi #ପୂରଣ_ହେବ_ଗ୍ରେଟର_ବ୍ରହ୍ମପୁରର_ପରିକଳ୍ପନା
ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଜେପି ସରକାରର ଦୃଢୋକ୍ତି। ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଯାଇ ଗ୍ରେଟର ବ୍ରହ୍ମପୁର ନିର୍ମାଣ ପାଇଁ ଦେଲେ ଗ୍ରୀନ୍ ସିଗନାଲ୍। ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ। ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ହେବ। ଯାହା ସହରରେ ସହଜ ଜୀବନଧାରଣ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ ବୋଲି ଗଞ୍ଜାମ ଗସ୍ତରେ ଯାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
#ArgusNews #Brahmapur #greaterbrahmapur #OdishaGovt #cmmohancharanmajhi #BJPGovt #Ganjam #OdishaNews
To stay updated on-the-go,
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
Доступные форматы для скачивания:
Скачать видео mp4
-
Информация по загрузке: