OK OKEY !! NEW SAMBALPURI SONG !! FULL MUSIC VIDEO !!KUNDAL K CHHURA !!BINAYA SUNA !! NILAM !!
Автор: maa saibani official
Загружено: 2022-09-25
Просмотров: 1536266
Jai maa Samlei
Song : OK OKEY
Star : Binay Suna, Nilam
Director : Ashis
Choriographer : Khirasindhu
Dance Group : Khirasindhu Dance Group JSG
Dop/Edit : Ashish Entertainment
Di : Ash Bhai
Arrangement : JS Subrat
Audio Credit :
Singer :Kundal K Chhura
Lyrics : PREMANAND BHANJA
Music : Master john
Track, Voice, Mixing, Mastering : RR STUDIO BARGARH
Recordist : BISIKESAN DEEP
Producer : Sujit Kumar Sahoo
Co Producer : Rusanta Majhi & Malaya Majhi
Manager : Bharat Kisan
Lyrics : ହାଏ ଭୋଲ୍ଟେଜ୍ ମିଟକା
ତୋର୍ କର୍ସି ବେଦମ୍
ମଟକ୍ ମଟକ୍ ଚାଲି
ତୋର୍ ଓ ରେ ସନମ୍
ତୋର ଚେହେରା ସୁପର ଫାଇନ
ମାରସି ତତେ ମୁଇଁ ଲାଇନ୍
ତୋର ଆସିକ୍ କେଭେ ନାଇଁ ଝୁକେ
ଭେଟ୍ ପଡମା ଆମର ଗାଁ ଛକେ
କାହିଦେ ଲୋ OK OKEY
ବାଟ କେ ଲୋ ମୁଇଁ ତୋର
ରହିଛେଁ ଟାକି
ଆଏବୁ ତୁଇ ସିଓର ଲୋ
ଜାନଛେଁ ମୁଇଁ
ଏ ଫୁଲେଇ ମୋର୍ ଗେହ୍ଲେଇ
ଇନ୍ତିଯାର କରିଛେଁ ମୁଇଁ
ହୋ ଚକୋଲେଟ୍ ଆଉ ଗୁଲାଫୁଲ
ଆନିତ୍ ଦେମି
ତୋର ହାତ କେ ଘିଚି ଆନି
ଧରେଇ ଦେମି
ଏ ପାଗିଲି ମୋର୍ ଲାଡ଼ିଲି
ସୁଖେ ଦୁଃଖ ସାଙ୍ଗେ ଥିମି
ମୋର୍ ଦିଲ୍ ଥି କଲୁ ସାଇନ୍
ବନାଲୁ ଲାଇଫ୍ ଲାଇନ୍
ହମସଫର୍ ବାନାମି ତତେ
Meet କର୍ମା ଆମେ ବଜାର ଛକେ
କାହିଦେ ଲୋ OK OKEY
ମୁଇଁ ତୋର ତ୍ ଆୟେଁ ଲୋ
ରୋମିଓ ରାଜା
ଭଲ ପାଉଛୁ ବେଲେ ସୁନା
ନାଇଁ ଦେ ସଜା
ଏ ବାଉରି ମନ୍ ମୟୁରି
କଥା ଟିକେ ବୁଝିଯା
ତୁଇ ତ ଲୋ ଆଉ ମୋର୍
ମନ୍ ମୋହିନି
ହେଇ ଯାଇଛୁ ତୁଇ
ମୋର୍ ସଜନି
ପ୍ରେମ୍ ଦିୱାନି ମୋର୍ ସଜନି
ବହୁତ୍ ଭଲ ପାଉଛେଁ ମୁଇଁ
ତୋର ମାସୁମ ଇସ୍କ ଅଦା
ତୋର ଠାନେ ହେଇଛେଁ ଫିଦା
ସତ୍ କଥା କେଭେ ନାଇଁ ଲୁକେ
ଭେଟ୍ ପଡମା ଆମେ ମନ୍ଦିର ଛକେ
କାହିଦେ ଲୋ OK OKEY
Like | Share | Subscribe | Comment |
Anti Piracy Warning
This Content is Copyright to Maa Saibani official YouTube channel. Any un-authorized reproduction, redistribution, re-upload / Upload of DJ version Video is strictly prohibited of this material. Legal action shall be taken against those who violate the copyright of this following material presented.
#kundalkchhura #binaysuna #premanandbhaja #nilam #newsambalpurisong #sambalpurinewsong #dancesambalpurisong #sambalpuridancesong #jon #2022song #maasaibanimusic
Доступные форматы для скачивания:
Скачать видео mp4
-
Информация по загрузке: