ବରଗଡ଼ରେ ପୁରା ପଶ୍ଚିମ ଓଡିଶାର 400 କିନ୍ନର, କଣ କଲେ କାହିଁକି ଆସିଥିଲେ ଦେଖନ୍ତୁ Aaina(ଆଇନା)The Mirror ରେ
Автор: Aaina ( ଆଇନା ) - The Mirror
Загружено: 2025-11-28
Просмотров: 53959
Aaina(ଆଇନା)The Mirror
ବରଗଡ଼ ରେ ସହ ସହ କିନ୍ନର କଲେ ଦେବୀ ପୂଜା l ସ୍ଥାନୀୟ ବିଶି ପଡା ଠାରେ ଦୀର୍ଘ ୫ ବର୍ଷ ଧରି ମାର୍ଗଶିର ଶୁକ୍ଳ ଅଷ୍ଟମୀ ତିଥି ରେ ତିନି ଦିନ ବ୍ୟାପି ପ୍ରତି ବର୍ଷ ହୋଇ ଆସୁଥିବା କିନ୍ନର ମାନଙ୍କଦେବୀ ବଉଚରା ମାତା ଙ୍କ ପୂଜା ଅତି ନିୟମ ଓ ନିଷ୍ଠା ର ସହିତ ପାଳନ କରାଯାଇଥାଏ l ତେବେ ମୁଖ୍ୟ କର୍ତା ତିନି ଦିନ ଧରି ହବିସାନ୍ନ ଭୋଗ ପ୍ରସାଦ ସେବନ କରି ପୂଜା ରେ ବସିଥାନ୍ତି l ତେବେ ମା ବଉଚରା ଦେବୀ ଙ୍କୁ ସହର ପରିକ୍ରମା ଶୋଭାଯାତ୍ରା କରାଯାଇ ସମସ୍ତ କିନ୍ନର ଗୀତ ନୃତ୍ୟ ର ତାଳେ ତାଳେ ନାଚି ନାଚି ପରିକ୍ରମା କରିଥାନ୍ତି l ଏବଂ ମୁଖ୍ୟ ସେବିକା ମା ଙ୍କ କଳସ ବୋହି ପରିକ୍ରମା କରିଥାନ୍ତି l ତେବେ ସାରା ପଶ୍ଚିମ ଓଡିଶା ରୁ ପ୍ରାୟ ୪୦୦ ରୁ ଉର୍ଧ୍ଵ କିନ୍ନର ଏକତ୍ରିତ ହୋଇ
ମା ବଉଚରା ଦେବୀଙ୍କ ଏହି ପର୍ବ ଟି ନିଷ୍ପାପ ମନରେ ପାଳନ କରିଥାନ୍ତି l ତେବେ ଉକ୍ତ କାର୍ଯ୍ୟକ୍ରମ ପାଇଁ ବରଗଡ଼ ସହର ର ହେପି ଇଭେଣ୍ଟ ନାମକ ସଂସ୍ଥା ସମସ୍ତ ଜିନିଷ ଯୋଗାଇବାରେ ସହଯୋଗ କରିଥାଏ l
ବରଗଡ଼, ମା ବଉଚରା ଦେବୀ, Maa Bauchara Devi, Bargarh, ଦେବୀ ଶୋଭାଯାତ୍ରା, religious procession, kinnar, kinnar festival, folk dance, bhakti geet, Odisha festival, traditional ritual, community celebration, HAPPY EVENT, Maa Bauchara, pilgrimage, cultural event, ବରଗଡ଼ ଖବର, ଦେବୋସନାଲ
#Happy Event
Доступные форматы для скачивания:
Скачать видео mp4
-
Информация по загрузке: