ସୁନା ରୂପା | SUNA RUPA | HUMAN SAGAR | NEW ODIA CHRISTIAN FULL SONG | BM MUSIC
Автор: Bahumulya Nayak
Загружено: 2024-04-20
Просмотров: 180264
ସୁନା ରୂପା | SUNA RUPA | HUMAN SAGAR | NEW ODIA CHRISTIAN FULL SONG | BM MUSIC
SUNA RUPA
Singer - Human Sagar
Music composition - Sundar Kumar
Lyrics - pr Bore Nayak
Music arrangement - Bapi samal
Lyrics correction - prutiviraj sk
Dub & mix : md studio bunu
ସମସ୍ତଙ୍କୁ ମର ଖ୍ରୀଷ୍ଟିଆନ ଭାଇ ମାନଙ୍କୁ Bahumulya nayak channel ତରଫରୁ praise the lord 🙏ଜଣାଉଛୁ | ଏବଂ ଏହି ଗୀତ ଦ୍ୱାରା ପରମେଶ୍ବରଙ୍କ ମହିମା ହେଉ | ଏହି ଗୀତର original ଲେଖକ ହେଉଛନ୍ତି pr. Bore nayak |
ଗ୍ରାମ - ହରିପୁର
ପୋଷ୍ଟ - କୋଟଗଡ
ଜିଲ୍ଲା - କନ୍ଧମାଳ
ଆଶା କରୁଛି ଆପଣମାନଙ୍କୁ ଏହି ଗୀତ ବହୁତ ଭଲ ଲାଗିବ | ଏହି ଗୀତ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ଆଶ୍ରିବାଦ୍ କରନ୍ତୁ | ଯୀଶୁ ପ୍ରେମମୟ ଅଟନ୍ତି ତାଙ୍କୁ ଚାଖନ୍ତୁ ଆଉ ଜାଣନ୍ତୁ |
🙏 ସମସ୍ତଙ୍କୁ ମର ପ୍ରେମ ଭରା ନମସ୍କାର 🙏
କରୁଣା ମୟ ଆହେ କରୁଣା ମୟ
କରିଛି ତୁମକୁ ମୁଁ ଆଶ୍ୱାଦନ....( ୨ )
ମୁଁ ଚାଖି ଜାଣିଛି ତୁମେ ପ୍ରେମ ମୟ...( ୨ )
କରୁଣା ମୟ......
୧. ହଜାର ହଜାର ସୁନା ରୁପା ଠାରୁ
ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ..... ( ୨ )
ମହର ଜିହ୍ବା କରିବ ସର୍ବଦା
ତୁମର କର୍ମର ଗୁଣଗାନ
ମୋ ମଙ୍ଗଳ କାରି ତୁମେ ମଙ୍ଗଳ ମୟ
ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ
କରିଛି ତୁମକୁ ମୁଁ ଆଶ୍ୱାଦନ....( ୨ )
କରୁଣା ମୟ.....
୨. ହଜାର ହଜାର ମଣିମୁକ୍ତା ଠାରୁ
ମୋହର ପ୍ରିୟତ୍ତମ ଅତି ଉତ୍ତମ....( ୨ )
ମୁଁ ଯେ ଆପଣାର ପ୍ରିୟ ଯୀଶୁଙ୍କର
ସେ ପ୍ରିୟ ଯୀଶୁ ଯେ ମୋ କେଡେ ମହାନ
ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ.....( ୨ )
କରିଛି ତୁମକୁ ମୁଁ ଆଶ୍ୱାଦନ...( ୨ )
କରୁଣା ମୟ....
( ସମାପ୍ତ )
#sunarupa
#bahumulyanayak
#humansagar
#humansagarstatus
#odiachristiansong
#humansagarnewchristiansong
#humansagarnewodiachristiansong
#newchristiansong
#humansagarnewsong
#humansagarnewsong2021
#humansagarnewsong2023
#humansagarnewsong2024
#humansagarchristiansong
#humansagarsadsong
#newchristiansong
#humansagarallsong
#bmmusic
#humansagarsong
#humansagarodiasong
#jesus
#karuna
#karunamaya
#jishu
#jesuschrist
#newchristiansong
#ananyasritamnanda
#newchristiansong
#shasanksekhar
#odiasong
#humansagarstatusvideo
#odianewchristiansong
#music
#teacher
#humansagarallchristiansong
#christianallsong
#karunamayahumansagarnewsong
#karunamayaahekarunamaya
#sunarupanewsong
!!* ANTY-PIRACY WARNING *!!
This content is copyright to Bahumulya Nayak any unauthorized reproduction redistribution, re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
🙏 Thanks for watching 🙏
✝️ God bless you ✝️
Доступные форматы для скачивания:
Скачать видео mp4
-
Информация по загрузке: