ନୂଆ ଘରେ ହେଲା ପ୍ରଥମ ଭୋଜି || ଆମ ତିଥି ମାମୁଁଘର Part 02.
Автор: Raj Rajesh Video
Загружено: 2025-12-15
Просмотров: 57
ନୂଆ ଘରେ ହେଲା ପ୍ରଥମ ଭୋଜି 🏠🍛 | ଆମ ତିଥି ମାମୁଁଘର | Part – 02
ନମସ୍କାର ସମସ୍ତଙ୍କୁ 🙏
ଆଜିର ଏହି video ରେ ଆପଣମାନେ ଦେଖିପାରିବେ ଘର ପ୍ରତିଷ୍ଠାର ଦ୍ୱିତୀୟ ଦିନର ଜବରଦସ୍ତ ଭୋଜି-ଭାତ 😋🍽️।
ନୂଆ ଘରେ ପ୍ରଥମ ଭୋଜିର ଆନନ୍ଦ, ପରିବାରର ସମସ୍ତଙ୍କ ସହ ହସ-ଖୁସି ମୁହୂର୍ତ୍ତ ଓ ସ୍ପେଶାଲ୍ ଖାଇବାର ଦୃଶ୍ୟ — ସବୁକିଛି ଏହି video ରେ ଦେଖିବାକୁ ପାଇବେ।
ଯଦି ଆପଣ Part – 01 vlog ଏପର୍ଯ୍ୟନ୍ତ ଦେଖିନାହାନ୍ତି, ତେବେ description ରେ ଦିଆଯାଇଥିବା link ରୁ ଦେଖିନିଅନ୍ତୁ।
ସେଠାରେ ଆପଣ ପ୍ରଥମ ଦିନର ଘର ପ୍ରତିଷ୍ଠା, ପୂଜା-ପାଠ, ଖାଇବା-ପିଇବା ଓ ଅନେକ ସୁନ୍ଦର ମୁହୂର୍ତ୍ତ ଦେଖିପାରିବେ l
part 1 : • ନୂଆ ଘରର ପ୍ରତିଷ୍ଠା ଏବଂ ଗୃହ ପ୍ରବେଶ || New Dr...
Video ଟି ଭଲଲାଗିଲେ
👍 Like କରନ୍ତୁ
💬 Comment କରି ଆପଣଙ୍କ ମତ ଦିଅନ୍ତୁ
📲 Share କରନ୍ତୁ ଆପଣଙ୍କ ସଙ୍ଗ-ସାଥୀଙ୍କ ସହ
ଏମିତି ଆହୁରି ନୂଆ vlog ଦେଖିବା ପାଇଁ channel କୁ Subscribe କରି bell icon ଟି ଦବାଇ ରଖନ୍ତୁ 🔔
#rairangpur #mayurbhanj #odia #odianews #food #love #foryou .
Доступные форматы для скачивания:
Скачать видео mp4
-
Информация по загрузке: