Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଗ୍ରୀନ୍ ଷ୍ଟିକର୍ ବାଧ୍ୟତାମୂଳକ ନୁହେଁ, ଲୋକଙ୍କୁ ଆଶ୍ୱସ୍ତି | Odisha Govt Extends PUCC Deadline Till March 31

Автор: Samaja Live

Загружено: 2025-12-31

Просмотров: 1343

Описание:

ଅବଧି ବଢ଼ାଇଲେ ରାଜ୍ୟ ସରକାର, ମାର୍ଚ୍ଚ ଯାଏଁ ବଢ଼ିଲା PUCC ଅବଧି। PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମାର୍ଚ୍ଚ ଯାଏଁ ବଢ଼ିଲା PUCC ଅବଧି। PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀରୁ ଫେବୃଆରୀକୁ ବଢ଼ାଯାଇଥିଲା PUCC ଅବଧି। ଏବେ ପୁଣି ଆଉ ଦୁଇ ମାସ ବଢ଼ିଛି ଏହି ଅବଧି । ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଯାଏଁ ଗାଡ଼ି ଚାଳକ PUCC କରାଇପାରିବେ। ପରିବହନ ମନ୍ତ୍ରୀଙ୍କ ବାସଭବନରେ ପରିବହନ ସଚିବଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଗ୍ରୀନ୍ ଷ୍ଟିକର୍ କୁ ନେଇ ଥିବା ଦ୍ବନ୍ଦ୍ବକୁ ବି ଦୂର କରିଛନ୍ତି। ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଆରଟିଓକୁ ଗ୍ରୀନ୍ ଷ୍ଟିକର୍ ଦିଆଯିବ, ଯେଉଁମାନେ PUCC କରିଛନ୍ତି ନେଇପାରିବେ।
ଏସବୁ ଭିତରେ ଫେକ୍ PUC ସାର୍ଟିଫିକେଟ୍ ଭଳି ଅନିୟମିତତା ଆସିବା ପରେ ୪୨ଟି ଲାଇସେନ୍ସ ବାତିଲ କରାଯାଇଛି। ନୂଆ ସେଣ୍ଟର ପାଇଁ ଆବେଦନ ଆସିଲେ ୨୪ ଘଣ୍ଟାରେ ଅନୁମୋଦନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।....

State government extends period, PUCC period extended till March. State government extended PUCC period till March 31. Transport Minister Bibhuti Bhushan Jena has informed about this. PUCC period extended till March. State government extended PUCC period till March 31. Earlier, the PUCC period was extended from January to February. Now this period has been extended by another two months. That is, the driver can get PUCC done till March 31. An important meeting was held at the residence of the Transport Minister, including the Transport Secretary, with departmental officers. The dilemma regarding the green sticker has also been resolved in this. The minister said that putting up the green sticker is not mandatory. The RTO will be given the green sticker, those who have done PUCC can take it. Among these, 42 licenses have been cancelled after irregularities like fake PUC certificates came to light. The minister has informed that if an application for a new center is received, approval will be received within 24 hours....

#pollutionfree #pucc #rto #odishagovt #samajalive

www.samajalive.in (News Portal)
The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.

Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal.

Visit Our Website https://www.samajalive.in/

Android App: https://play.google.com/store/apps/de...

YouTube:   / @samajalive  

Facebook:   / samajalive  

Twitter:   / samajalive  

Instagram:  / thesamaja  

ଗ୍ରୀନ୍ ଷ୍ଟିକର୍ ବାଧ୍ୟତାମୂଳକ ନୁହେଁ, ଲୋକଙ୍କୁ ଆଶ୍ୱସ୍ତି | Odisha Govt Extends PUCC Deadline Till March 31

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ସାକ୍ଷୀ ଦେବା ପାଇଁ ନୀଳଗିରି ଥାନା କୁ ଆସିଛି ଛେଳି । ଚିନ୍ତାରେ ଥାନା ଅଧିକାରୀ ।

ସାକ୍ଷୀ ଦେବା ପାଇଁ ନୀଳଗିରି ଥାନା କୁ ଆସିଛି ଛେଳି । ଚିନ୍ତାରେ ଥାନା ଅଧିକାରୀ ।

ବାରମ୍ବାର ଅନୁରୋଧ ପରେ ବି ବର୍ଷା...Mr Gulua Under Threat | Mr Gulua Comedy | Breaking News | Odia News

ବାରମ୍ବାର ଅନୁରୋଧ ପରେ ବି ବର୍ଷା...Mr Gulua Under Threat | Mr Gulua Comedy | Breaking News | Odia News

🔴LIVE | ସ୍ବାଗତଂ ୨୦୨୬ : ମନ ଝୁରେ ସେଇ ସୁରେ | Zero Night Celebretion | Happy New year 2026 | PrameyaOdia

🔴LIVE | ସ୍ବାଗତଂ ୨୦୨୬ : ମନ ଝୁରେ ସେଇ ସୁରେ | Zero Night Celebretion | Happy New year 2026 | PrameyaOdia

ହିନ୍ଦୁଙ୍କୁ ଆକ୍ରମଣ ପରେ ଏବେ ଭାରତରୁ ଗଦା ଗଦା ମୋବାଇଲ ଚୋରି କରିନେଲା ବାଂଲାଦେଶ..ଧରା ପଡିଲା ଷଡ଼ଯନ୍ତ୍ର

ହିନ୍ଦୁଙ୍କୁ ଆକ୍ରମଣ ପରେ ଏବେ ଭାରତରୁ ଗଦା ଗଦା ମୋବାଇଲ ଚୋରି କରିନେଲା ବାଂଲାଦେଶ..ଧରା ପଡିଲା ଷଡ଼ଯନ୍ତ୍ର

Youth Arrested After Late-Night Ruckus at Balasore Railway Station

Youth Arrested After Late-Night Ruckus at Balasore Railway Station

ସାନ ଭଉଣୀ ପ୍ରେମିକ ସହ ଏକୁଟିଆ ରାତି କାଟିଲା ବେଳେ ଦେଖିଦେଲା ବଡ଼ ଭାଇ l LOVE CASE l @A1odia

ସାନ ଭଉଣୀ ପ୍ରେମିକ ସହ ଏକୁଟିଆ ରାତି କାଟିଲା ବେଳେ ଦେଖିଦେଲା ବଡ଼ ଭାଇ l LOVE CASE l @A1odia

ଫୁଲବାଣୀରେ ହାଡ଼ଭଙ୍ଗା ଶୀତ

ଫୁଲବାଣୀରେ ହାଡ଼ଭଙ୍ଗା ଶୀତ

🔴Big Breaking ନୂଆବର୍ଷ ପାଳନ ବନ୍ଦ | New Year No Celebration | Odisha Govenment | Kanak News

🔴Big Breaking ନୂଆବର୍ଷ ପାଳନ ବନ୍ଦ | New Year No Celebration | Odisha Govenment | Kanak News

ଥାନାରେ ତାଲା ଅବସ୍ଥା ଢିଲା- ରାତି ପାଟ୍ରୋଲିଂ ନୈରାଶ୍ୟଜନକ

ଥାନାରେ ତାଲା ଅବସ୍ଥା ଢିଲା- ରାତି ପାଟ୍ରୋଲିଂ ନୈରାଶ୍ୟଜନକ

🔴Big Breaking ବିଜେଡିକୁ ନେଇ ନବୀନ କରିଦେଲେ ବଡ଼ ଘୋଷଣା | BJD | Naveen Patnaik | Odisha | Kanak News

🔴Big Breaking ବିଜେଡିକୁ ନେଇ ନବୀନ କରିଦେଲେ ବଡ଼ ଘୋଷଣା | BJD | Naveen Patnaik | Odisha | Kanak News

ଘଟଣା ଦୁର୍ଘଟଣା ମଧ୍ୟରେ ସରିଲା 2025 || BALASORE NEWS

ଘଟଣା ଦୁର୍ଘଟଣା ମଧ୍ୟରେ ସରିଲା 2025 || BALASORE NEWS

ଅଜଣା ଯୁବତୀ ଠାରୁ ଏମିତି କିଛି ଆସୁଥିଲେ ହେଇ ଯାଆନ୍ତୁ ସତର୍କ l AWARNESS NEWS l @A1odia

ଅଜଣା ଯୁବତୀ ଠାରୁ ଏମିତି କିଛି ଆସୁଥିଲେ ହେଇ ଯାଆନ୍ତୁ ସତର୍କ l AWARNESS NEWS l @A1odia

Odisha Mo Odisha (Original Song) |  ଓଡିଶା ମୋ ଓଡିଶା | Full HD 1080p

Odisha Mo Odisha (Original Song) | ଓଡିଶା ମୋ ଓଡିଶା | Full HD 1080p

ପୁରସ୍କାର ପ୍ରଦାନ ପାଇଁ ବୁଲଗେରିଆରୁ ଆସିଲେ ଭାରତୀୟ ରାଷ୍ଟ୍ରଦୂତ ଓଡ଼ିଆ ପୁଅ || IFS Arun Sahoo

ପୁରସ୍କାର ପ୍ରଦାନ ପାଇଁ ବୁଲଗେରିଆରୁ ଆସିଲେ ଭାରତୀୟ ରାଷ୍ଟ୍ରଦୂତ ଓଡ଼ିଆ ପୁଅ || IFS Arun Sahoo

ଶାଶୁଘରେ ଜ୍ବାଇଁର କଳାଧନ, ୭୫ ଲକ୍ଷ ନଗଦ ଟଙ୍କା, ଭିଜିଲାନ୍ସ ଜାଲରେ  ବାବୁ | Vigilance Raid | Addl Tahasildar

ଶାଶୁଘରେ ଜ୍ବାଇଁର କଳାଧନ, ୭୫ ଲକ୍ଷ ନଗଦ ଟଙ୍କା, ଭିଜିଲାନ୍ସ ଜାଲରେ ବାବୁ | Vigilance Raid | Addl Tahasildar

Śnieżny koszmar. Noc w samochodach na S7

Śnieżny koszmar. Noc w samochodach na S7

«Что вы сделали для фермеров?»; Вопрос Кансы в Баргарх Дхануятре, ответ Мохана Маджи | Сатьяпатха

«Что вы сделали для фермеров?»; Вопрос Кансы в Баргарх Дхануятре, ответ Мохана Маджи | Сатьяпатха

ବର୍ଷା କି ଗୁଲୁଆ ମୁଁ କାହାର ଶତ୍ରୁ ନୁହେଁ , ସତ କୁହ ଗାଳି ନୁହେଁ ! Gulua & Barsha @barshasspecial2749

ବର୍ଷା କି ଗୁଲୁଆ ମୁଁ କାହାର ଶତ୍ରୁ ନୁହେଁ , ସତ କୁହ ଗାଳି ନୁହେଁ ! Gulua & Barsha @barshasspecial2749

Czy Chiny szykują się na upadek Rosji?

Czy Chiny szykują się na upadek Rosji?

Новый поезд «Буревестник» | Первый рейс | Москва – Нижний Новгород

Новый поезд «Буревестник» | Первый рейс | Москва – Нижний Новгород

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]