||କାଲବରୀ କହୁଛି||FULL VIDEO||GOSPEL SINGER -AMIT PANI|SPECIALLY GOOD FRI DAY SONG|
Автор: JJJ Music Presents
Загружено: 2023-03-18
Просмотров: 18951
JJJ MUSIC PRESENT
A NEW SPECIALLY GOOD FRI DAY SONG -23
FULL VIDEO
|| କାଲବରୀ କହୁଛି || PROMO VIDEO ||
ସମସ୍ତଙ୍କୁ JJJ MUSIC PRESENT ପରିବାର ତରଫରୁ ଖ୍ରୀଷ୍ଟ ପ୍ରେମର ନମସ୍କାର
ସମସ୍ତଙ୍କୁ JJJ MUSIC PRESENT GOOD FRIDAY SONG-|| କାଲବରୀ କହୁଛି || PROMO VIDEO || GOSPEL SINGER-AMIT PANI"
""କାଲବରୀ ମୁକ ହେଲେ ସୁଦ୍ଧା ଆଜିବି ଯୀଶୁଙ୍କର କୃଶିୟ ବେଦନାର ସାକ୍ଷୀ ହୋଇ ରହିଛି। କାଲବରୀ କହୁଛି ଯୀଶୁଙ୍କର ବେଦନା ଦେଖିଛି। ମଣିଷ ଜୀବୀତ ହେଲେହେଁ ଯୀଶୁଙ୍କର କୃଶୀୟ ଦୁଃଖ, ଯନ୍ତ୍ରଣା,ଓ ବେଦନା କୁ ଯାଣିପାରୁ ନାହିଁ କି ବୁଝିପାରୁ ନାହିଁ।ବୁଝିଗଲେ ନିଶ୍ଚୟ ମଣିଷ ଉଦ୍ଧାର ପାଇବ।
ଏହି ନୂତନ ଗୀତ ପାଇବାକୁ ହେଲେ ଆମ youtube channel "JJJ MUSIC PRESENT ରେ ଯୋଡିତ ହୋଇ ରୁହନ୍ତୁ ଏହି ହୃଦୟ ସ୍ପର୍ଶ ଗୀତଟି ଆପଣମାନଙ୍କ ପାଖରେ ପାଆନ୍ତୁ। *ଧନ୍ଯବାଦ JAYMASHI KI
SONG- || କାଲବରୀ କହୁଛି || KALABARI KAHUCHI ||
GOSPEL SINGER- AMIT PANI
LYRICS & MUSIC- JAGA JIBAN JENA
ARRANGEMENT & PROGRAMING- SHUBHAM SAMAL( BAPI)
RECORDING- PRATIBHA STUDIO, CUTTACK
MIXING & MASTERING- SUNDARAM
EDITOR- ABRAHAM GANTA (BAPI)
ph-no-7978442896
Banner - JJJ MUSIC PRESENT
KEEP WATCHING OUR VIDEO
ALL COPYRIGHT RESERVES BY YOUTUBE TERMS & CONDITIONS WITH ITS GUIDELINES
PLEASE PLEASE PLEASE
LIKE // COMMENT // SHARE // SUBSCRIBE //
PLEASE DON'T FORGET TO CLICK THE 🔔BELL ICON PLEASE
THANKS TO ALL
JJJ MUSIC PRESENTS
CONNECT- NO- 9348967036
8917551589
== ଗୀତ==
କାଲବରୀ କହୁଛି
ଯୀଶୁଙ୍କର ବେଦନା ଦେଖିଛି
ଯୀଶୁଙ୍କ ରୁଧିର ଧାର
ମୋ ଦେହରେ ଝରିଯାଇଛି - ୨
ଯୀଶୁଙ୍କ କ୍ଷମାର ସ୍ଵର-ମୋ କର୍ଣ୍ଣ ଶୁଣିଛି
ଯୀଶୁହି ଈଶ୍ଵର ସୂତ-ବୋଲି ମୁଁ ଜାଣିଛି
=୦=
ମୂକ ହୋଇ ସୁଦ୍ଧା - କାଲବରୀ କହୁଛି
ଯୀଶୁଙ୍କ କୃଶିୟ ଗାଥା
ଜୀବିତ ମଣିଷ - ଜାଣି ପାରୁନାହିଁ
ଯୀଶୁଙ୍କ ଦାରୁଣ ବ୍ୟଥା - ୨
ହାଇରେ ମାନବ -ଏଡେ ତୁ ନିର୍ବୋଧ - ୨
ହୃଦୟ ଜଡ ହୋଇଛି =୧ =
ସୁରୁଜ କହିଲା -ପ୍ରକୃତି ବି ଚିହ୍ନିଲା
ଆପଣା ସୃଷ୍ଟିକରତାଙ୍କୁ
ନୟନ ମୁନ୍ଦିଲା - ଅଦ୍ଧକାର ହେଲା
କୃଶରେ ଦେଖି ଯୀଶୁଙ୍କୁ- ୨
ବୁଝିଯାଅ ଏବେ ସକଳ ମାନବେ ୨
ଆହ୍ବାନ ଶୂଭା ଯାଉଛି - =୨=
== ସମାପ୍ତ ==
#kalabarikahuchifullvidio
#kalabarikahuchi
#speciallygoodfridaysong
#goodfridaysong
#newodiachristiansong23
#newodiachristiansong2022
#amitpanichristiansong
#amitpaniodiachristiansong
#amitpaniodiaclacicalsong
#amitpanidevotionalsong
#amitpanisambalpurityepechristiansong
#humasagarhitssongs
#humansagardevotionalsongs
#prasadlimamusichitssongs
#budyutbhatrahitssongs
#styelstudiio4uhitsongs
#jjjmusicpresenthitssongs
#jjjmusicpresentsodiachristiansongs
#jaganmohanmusichitssongs
#amitbadnaikmusichitssongs
#nlmusichitssongs
#humansagarodiasong
#humansagar_new_song_2022
#amitpanichristiansong
#amitpaniodiachristiansong
#amitpaniodiachrustiansambalpurityepesongd
||ANTI-PIRACY WARNING ||
This
contents is Copyrighte to " JJJ MUSIC PRESENTS " Any unauthorised reproduction redistribution or re-upload is strictly prohibited this material.
Copyright strike'll be given without any warning as well as legal action will be taken against those who violate this copyright material presented.
Thanks you________
Доступные форматы для скачивания:
Скачать видео mp4
-
Информация по загрузке: