Kala Phita | କଳା ଫିତା | Satyajeet Pradhan | JN Padma | Nilu Babu | New Odia Dance Song
Автор: Saregama Odia
Загружено: 2024-09-02
Просмотров: 2027004
Get ready to groove to the latest Odia dance hit 'Kala Phita' featuring the voice of the charismatic Satyajeet Pradhan.
To listen to the latest Odia songs subscribe now 👉🏻 @saregamaodiaofficial
Audio Credits:
Song- Kala phita
Singer- Satyajeet Pradhan
Music Director- JN Padma
Lyricist- Nilu Babu
Mixing & Mastering Milan Dash
Starring: Smrutirekha Rana, R.Ranjan
Publicity Design : Blank Canvas RGF
Video Credits:
👉🏻Director- Smruti R
👉🏻Creative Team- Rahul Ray & Manini Nanda
👉🏻DOP- Dhiren Sahu
👉🏻Choreographer- Firoz sir
👉🏻Editor- Manas Kumar Sahoo
👉🏻DI- Digital Dreams
👉🏻Colorist- Mahesh
👉🏻Production Manager-Nitesh Kumar Prusty
👉🏻Art- Nabaghan Dalei (Pandiya)
👉🏻Publicity Design- Blank Canvas
👉🏻Producer- Sheikh Nadeem
Lyrics:
ରଫ୍ ଖାତା(କଳା ଫିତା)
Music JN Padma
Lyrics Nilu Babu
ତମେ ଏମିତି ଗାରେଇ ଦେଲ ଯେତେ ରବର ଘସି ଲେ ଲିଭୁନି
ତମେ ଏମିତି କସି ଦେଲା
ତମ ଅଙ୍କ ଟା ବୁଝା ତ ପଡୁନି
ଆଲୋ reels ବାଲି style ମାରି ଯାଉଛ ଚାଲି
ଆମକୁ ଦେଖି ମୁହଁକୁ ତମେ ମୋଡୁଛ ଖାଲି
ହଁ ହସି ପଦେ କାଇଁ ତମେ କହୁନ କଥା ....
ଯୋଉ ଝିଅର ପାଦ ରେ କଳା ଫିତା
ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
(1)
ଅ ଠାରୁ ଲ ଆମେ ପଢିଛୁ
ତମେ A B C D ପଢିଛ
ମୋ ମୋବାଇଲ୍ ରାଣ ବେବୀ କହୁଚି ଆମେ ଭଲ ପାଉଛ..
ତମ ପାଇଁ ବାଇକ ତ କିଣିଛୁ
କେବେ ବସିବ ଚାହିଁଛୁ
ତମେ କହିଲେ ହେଇଯିବ ଆମେ
ଛୁ ମନ୍ତର ଛୁ
ଆଲୋ ସୁନାକୁ ସୁନା ଡାର୍ଲିଙ୍ଗ ମୋର ସୁନାକୁ ସୁନା
ହଁ ତମରି ପାଇଁ କିଣି ଆଣିବୁ ହଳଦୀଗିନା
ତମ ଚାହାଣି ଟା ହାଣି ଦେଲା ଚାରୁଲତା
ଯୋଉ ଝିଅର ପାଦ ରେ କଳା ଫିତା
ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
(2)
ତମ ପୁଚୁକା ପୁଚୁକା ଗାଲା ଦେଖିକି
ମନ ଗଲାରେ ଅଟକି
ଏ single ଟୋକା ଟା କହୁଚି ତମ ଦିଲ୍ ଦବକି..
ତମେ ଭାବିବନି ଅଆମକୁ ସ୍ପ୍ଲେଣ୍ଡର
ହଁ ଆମେ ତ ଲଭର
ଥରେ ସୁଯୋଗ ଦେଇକି ଦେଖତ
ଭଲ ରଖିବୁ ଖବର..
ଆଲୋ ଗୁଲୁଗୁଲିଆ ସୁଲୁସୁଲିଆ
ମୋରି ଜାନୁ
ଶହେ କୁ କଣ୍ଟା ଲଗିଗଲାଣି
ଦେଖିଲା ଦିନୁ
ବୋଧେ ଦୁର୍ଘଟଣା ଘଟିଯିବ
ହେଲାଣି ଚିନ୍ତା...
ଯୋଉ ଝିଅର ପାଦ ରେ କଳା ଫିତା
ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
#kalaphita
#satyajitpradhan
#saregamaodia
#odiasong
#odiamusic
#newodiasong
#odiasongs
#newodiadancesongs
#odia
#songs
#dancesong
#odiadancesong
#odiahits
#trending
#dance
Learn to sing in Sur with AI Powered Personal Music Teacher- Padhanisa by Saregama. Download Padhanisa App now; https://sarega.ma/padhanisa
Aawaz Aapki, Gaane Hamare, Ab Sunegi Duniya Saari
Make your own cover on this song and we’ll launch it on our Openstage Youtube Channel.
Send it on [email protected]
To buy Saregama Carvaan, visit https://www.saregama.com/carvaan/carv...
To buy virus free original tracks, visit https://www.saregama.com/musicstore
Label:: Saregama India Ltd, A RPSG Group Company
To buy the original and virus free track, visit www.saregama.com
Follow us on:
YouTube: / saregamaodia
Facebook: / saregama
Instagram: / saregama_odia
X: / saregamaglobal
Доступные форматы для скачивания:
Скачать видео mp4
-
Информация по загрузке: