School Transformation, Kalahandi: ଝଲସି ଯାଉଛେ କଳାହାଣ୍ଡି ହାବସପୁରର୍ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ
Автор: Paharaa
Загружено: 2024-03-10
Просмотров: 347
ରାଏଜର୍ ଶିକ୍ଷା ବ୍ୟବସ୍ଥାକେ ବରକସ୍ କରୁଛନ୍ ରାଜ୍ୟ ସରକାର୍। ଇଥିର୍ ଲାଗି ଯେତେ ବି ସ୍କୁଲ୍ ଅଛେ ତାହାକେ ବିକାଶ୍ କରବାର୍ ଲାଗି ପଛ୍ ଘୁଁଚା ନାଇଁ ଦେବାର୍। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତନେ ଥିବାର୍ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର୍ ବିକାଶ୍ କରବାର୍ ଲାଗି 5ଟି ଅଧ୍ୟକ୍ଷ ଆଜ୍ଞାଙ୍କୁ ଅନୁରୋଧ୍ କରିଥିଲେ ସ୍ଥାନିୟ ଲୋକ୍। ଇ କଥାକେ ମୁଖ୍ୟମନ୍ତ୍ରୀ ଜାନଲା ଉତାରୁ କି ୪୫ ଲାଖ୍ ଟଙ୍କା ମଞ୍ଜୁର୍ କରିଥିଲେ। ଆଏଜ୍ ଇ ସ୍କୁଲ୍ ର ବିକାଶ୍ କାମ୍ ସରିଯାଇଛେ। ସ୍କୁଲନେ କୁଠୁରୀମାନେ ଚକ୍ ଚକେଇ ଯାଉଛେ। ସ୍କୁଲ୍ ର ସବୁଆଡ଼େ ସ୍ମାର୍ଟ ବ୍ୟବସ୍ଥା ଭିଲ୍ କରାହେଇଛେ। ଛାତ୍ରଛାତ୍ରୀ ମାନକର୍ ଲାଗି ସ୍ମାର୍ଟବୋର୍ଡ, ଇ-ଲାଇବ୍ରେରୀ, ୨ଟା ସ୍ମାର୍ଟକ୍ଲାସ ରୁମ୍, ସାଇନ୍ସ ଲେବ୍, ଟଏଲେଟ୍ , ଖେଲପଡିଆ, ପିଇବାର୍ ପାଏନ୍ ର ବ୍ୟବସ୍ଥା କରାଯାଇଛେ । ଇ ସବୁକେ ଦେଖିକରି ଛୁଆମାନେ ଉସତ୍ ହେବାର୍ ସାଙ୍ଗେ ଶିକ୍ଷକମାନେ ଭିଲ୍ ବଡ଼ା ଉସତ୍ ଅଛନ୍ ଆର୍ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜନଉଛନ୍।
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- / paharaa24x7
YouTube- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- https://www.paharaa.com/
Thanks & Regards
www.Paharaa.com
#Kalahandi #ODisha #KalahandiNews #OdishaNews #5T #SchoolTransformation #OdishaGovernment
#Odisha #Paharaa
Доступные форматы для скачивания:
Скачать видео mp4
-
Информация по загрузке: