Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଜି (07-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା୨୪ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Автор: JAY JAGANNATH TV

Загружено: 2025-12-06

Просмотров: 5502

Описание:

✨ ଆଜିର ଦ୍ୱାରଫିଟା ନୀତି (07-dec-2025) ✨

ପୁରୀ ଶ୍ରୀମନ୍ଦିରରେ ଆଜି ପ୍ରାତଃ ୫ଟା ୨୪ ମିନିଟ୍ ରେ ଦ୍ୱାରଫିଟା ସମ୍ପନ୍ନ ହେଲା ।
ଭକ୍ତମାନଙ୍କ ପାଇଁ ଏହା ହେଉଛି ପ୍ରଭୁଙ୍କ ଦିବ୍ୟ ଦର୍ଶନର ଆରମ୍ଭ ।
ଦ୍ୱାରଫିଟା ଦର୍ଶନ ମାଧ୍ୟମରେ ମିଳେ ଭକ୍ତି, ଶାନ୍ତି ଓ ଦିନ ହୁଏ ଶୁଭମୟ ।

🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ ।
📺 Jay Jagannath TV – ଆପଣଙ୍କ ଘରେ ଶ୍ରୀମନ୍ଦିରର ଦର୍ଶନ ।
🙏 ଜୟ ଜଗନ୍ନାଥ

#DwaraPhitaNiti #jayjagannathtv #SidharthTV #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଆଜି (07-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା୨୪ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ମଙ୍ଗଳ ଆଳତୀ ଦର୍ଶନ (07-dec) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (07-dec) | Today's Live Mangala Alati - Puri Jagannath Temple | Jay Jagannath Tv

ଆଜିପୁଷମାସପହିଲିରବିବାର.ଏହିବ୍ରତକଲେଅସାଧ୍ୟରୋଗରୁମୁକ୍ତହେବସହିତଧନଧାନ୍ୟବୃଦ୍ଧିହେବ,କେମିତିପାଳିବା,ଆସନ୍ତୁଜାଣିବା....

ଆଜିପୁଷମାସପହିଲିରବିବାର.ଏହିବ୍ରତକଲେଅସାଧ୍ୟରୋଗରୁମୁକ୍ତହେବସହିତଧନଧାନ୍ୟବୃଦ୍ଧିହେବ,କେମିତିପାଳିବା,ଆସନ୍ତୁଜାଣିବା....

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan

ଆଜି ରବିବାରରେ ଶୁଣନ୍ତୁ ସୂର୍ଯ୍ୟ ପୁରାଣ ପ୍ରଥମ ଭାଗ ll Surjya Purana ll Sasmita Padhi ll

ଆଜି ରବିବାରରେ ଶୁଣନ୍ତୁ ସୂର୍ଯ୍ୟ ପୁରାଣ ପ୍ରଥମ ଭାଗ ll Surjya Purana ll Sasmita Padhi ll

ଓଡ଼ିଶାର ଗର୍ବ: ଯାହାଙ୍କ ପାଖରେ ମୁଣ୍ଡ ନଇଁଯାଏ... | EP-133 | Podcast With Dr. Haldhar Nag, Renowned Poet

ଓଡ଼ିଶାର ଗର୍ବ: ଯାହାଙ୍କ ପାଖରେ ମୁଣ୍ଡ ନଇଁଯାଏ... | EP-133 | Podcast With Dr. Haldhar Nag, Renowned Poet

କୋହଭରା କଣ୍ଠରେ କହିଲେ ଅନୁଭବ, ମୋ ଭାଇର ଝୁରୁଛି ତତେ ଫେରି ଆ... Anubhav Mohanty on Human sagar ,Titilagarh

କୋହଭରା କଣ୍ଠରେ କହିଲେ ଅନୁଭବ, ମୋ ଭାଇର ଝୁରୁଛି ତତେ ଫେରି ଆ... Anubhav Mohanty on Human sagar ,Titilagarh

ପ୍ରଥମ ଥର ପାଇଁ ଗଲି ଶାଶୁଘର ଗାଁ😍||ଦେଖନ୍ତୁ Saplin ଗାଁ ଘର first time on YouTube❤️ ||  #home #sumalin

ପ୍ରଥମ ଥର ପାଇଁ ଗଲି ଶାଶୁଘର ଗାଁ😍||ଦେଖନ୍ତୁ Saplin ଗାଁ ଘର first time on YouTube❤️ || #home #sumalin

Private member’s bill in Lok Sabha / Verstappen Takes Abu Dhabi Pole Over Norris

Private member’s bill in Lok Sabha / Verstappen Takes Abu Dhabi Pole Over Norris

ଭଣ୍ଡାର ର ଚାବିକାଠି ଖୋଲିଦେବ ଏହି ଭିଡିଓ।। Odia trending devotional story ||2025||

ଭଣ୍ଡାର ର ଚାବିକାଠି ଖୋଲିଦେବ ଏହି ଭିଡିଓ।। Odia trending devotional story ||2025||

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Today's Odia News/7 December 2025/Odisha news/subhadra yojana/PM kisan yojana/odisha news today.

Today's Odia News/7 December 2025/Odisha news/subhadra yojana/PM kisan yojana/odisha news today.

ଆଜିର ବେଶଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ(07.12.2025) | ରବିବାର କାହିଁକି ସୂର୍ଯ୍ୟଙ୍କର ବାର ? Jay Jagannath TV

ଆଜିର ବେଶଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ(07.12.2025) | ରବିବାର କାହିଁକି ସୂର୍ଯ୍ୟଙ୍କର ବାର ? Jay Jagannath TV

ଆଜି (07-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

ଆଜି (07-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

Ghare Thakuranku Keunthi Rakhibeni ? Dr. Ashutosh Prasad Mishra | Odisha 365

Ghare Thakuranku Keunthi Rakhibeni ? Dr. Ashutosh Prasad Mishra | Odisha 365

LIVE : रविवार स्पेशल : गणेश मंत्र - Ganesh Mantra | ॐ गं गणपतये नमो नमः | Om Gan Ganpataye Namo

LIVE : रविवार स्पेशल : गणेश मंत्र - Ganesh Mantra | ॐ गं गणपतये नमो नमः | Om Gan Ganpataye Namo

today's morning news odisha/07 December 2025/subhadra yojana online apply process/odisha news today.

today's morning news odisha/07 December 2025/subhadra yojana online apply process/odisha news today.

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

ବଡପୁଅର ଲିଭର ଖରାପ,କମିଗଲା ରକ୍ତ,ଡାକ୍ତର କହିଲେ ବଞ୍ଚେଇବା କଷ୍ଟ,ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି

ବଡପୁଅର ଲିଭର ଖରାପ,କମିଗଲା ରକ୍ତ,ଡାକ୍ତର କହିଲେ ବଞ୍ଚେଇବା କଷ୍ଟ,ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି

ଖବର ଫଟାଫଟ | Speed News | Khabar Fatafat | Barabati Ticket Price| Mohan Majhi | Odisha Assembly

ଖବର ଫଟାଫଟ | Speed News | Khabar Fatafat | Barabati Ticket Price| Mohan Majhi | Odisha Assembly

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]