Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Chudakhai dangar Jatra-2021/ Tulunda / chudakhai dangar

Автор: Chudakhai Dangar

Загружено: 2021-11-21

Просмотров: 16987

Описание:

ଏକାଦଶୀ ପୂର୍ବରୁ ଆଠ ଭାଇ ବତିଶ କନ୍ଧ ବା ଆଖ ପାଖ ଅଞ୍ଚଳର ସମସ୍ତ ସେବା କାରୀ ଓ ଭକ୍ତ ପରିବାର ଏକତ୍ରିତ ହୋଇ ସଂକଳ୍ପ ନିଅନ୍ତି ନିଷ୍ଠାର ସହିତ ଚୁଡାଖାଇ ଯାତ୍ରା ପାଳନ କରିବାପାଇଁ । ପୂଜା ଆରମ୍ଭ ହୋଇଥାଏ ଏକାଦଶୀ ତିଥି ଠାରୁ । ଏକାଦଶୀ ତିଥର ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ “ ଗୁଡିସମା” ଓ “ଛତରଫୁଟା” । ଝାଙ୍କର ସହିତ ସମସ୍ତ ସେବାକାରୀ ଭକ୍ତ ସ୍ନାନାଦି କାର୍ଯ୍ୟ ସମାପନ କରି ପ୍ରବେଶ କରନ୍ତି ମାଁ ଙ୍କ ମନ୍ଦିର କୁ ଏହାକୁ ଗୁଡିସମା କୁହାଯାଏ । “ ଗୁଡି” ଶବ୍ଦର ଅର୍ଥ ମନ୍ଦିର ଓ “ ସମା” ଶବ୍ଦର ଅର୍ଥ ପ୍ରବେଶ । ପରେ ପରେ ଛତର (ଏକ ପ୍ରକାରର ବିରାଟ ସୁସଜ୍ଜିତ ଛତା) ଙ୍କୁ ଉନ୍ମୋଚିତ କରାଯାଏ ଘଣ୍ଟ ଶଙ୍ଖ ହୁଲହୁଲି ଦ୍ବାରା ଓ ଚୁଡାଖାଇ ଯାତ୍ରା ଆରମ୍ଭର ସୂଚନା ଦିଆଯାଇଥାଏ ଏହି ପରମ୍ପରା କୁ “ ଛତରଫୁଟା” କୁହାଯାଏ । “ ଫୁଟା” ଶବ୍ଦର ଅର୍ଥ ଖୋଲି ଦବା।

ଦ୍ଵାଦଶୀ ତିଥରେ “ ମୁଠିପୂଜା” ଅନୁଷ୍ଠିତ ହୋଇଥାଏ । ଦେବାଦେବୀ ଙ୍କ ସାମନାରେ ମୁଠା ମୁଠା ଅରୁଆ ଚାଉଳ ରଖ୍ ପୂଜା କରାଯାଉଥିବାରୁ ଏହାକୁ ମୁଠିପୂଜା କୁହାଯାଏ । ତ୍ରିୟୋଦଶୀ ପୂଜାକୁ “ ନିଶି” କୁହାଯାଏ । ଏହା ସାଧାରଣତଃ ରାତିରେ ପାଳନ କରାଯାଏ । ରାତିରେ ପାଳନ କରାଯାଉଥିବାରୁ ଏହାକୁ ନିଶି ପୂଜା କୁହାଯାଏ । ନିଶିପୂଜାରେ କଖାରୁବଳି, ବନ୍ଦନାଘିନା,ମାଠିଆପୂଜା, ଅରୂଆପକା ଆଦି ପରମ୍ପରା ସମ୍ପନ୍ନ କରାଯାଇଥାଏ । ବନ୍ଦନା ଘିନା ଏକ ଅନନ୍ୟ ପରମ୍ପରା । ବରୁଆ ଶରୀରରେ ମାଁ ପ୍ରବେଶ କରିବା ପରେ ଗାଁ ଗାଁର ଘରକୁ ଘରବୁଲି ଗ୍ରାମବାସୀଙ୍କ ହାରି ଗୁହାରୀ ଓ ପୂଜା ଗ୍ରହଣ କରିଥାନ୍ତି । ଗ୍ରାମ ଭ୍ରମଣ ପରେ ଗାଁ କଠାରେ ନୂଆ ଅରୁଆ ଚାଉଳର ଖୁରି ଭୋଗ ଲାଗିଥାଏ ଏହାକୁ ଅରୁଆପକା କୁହାଯାଏ ।

ମୁଖ୍ୟପୂଜା ଚର୍ତୁଦଶୀ ତିଥରେ ଅନୁଷ୍ଠିତ ହୋଇଥାଏ । ଚୁଡାଖାଇ ଡଙ୍ଗର ଯାତ୍ରା ସହିତ ଜଡିତ କନ୍ଧ ସମାଜର ସମସ୍ତ ପରିବାର ବର୍ଗ ଚର୍ତୁଦଶୀ ତିଥ୍ୟରେ ଉପବାସ କରିଥାନ୍ତି । ତାଙ୍କୁ “ଉପାସିଆ” କୁହାଯାଏ । ଏହି ଦିନ ଉପାସିଆ ମାନଙ୍କ ଦ୍ବାରା ନିଶାନ ପୂଜା ଓ ଦିନ ଗୋଟାଏ ରେ ଦେବତା ଉଠା ପରମ୍ପରା ସମ୍ପନ୍ନ କରାଯାଏ । ଦେବତା ଉଠା ର ଅର୍ଥ ଦେବତା କୁ ଜାଗୃତ କରିବା । ବରୁଆ ଦେହରେ ପୁଣିଥରେ ଦେବୀ ପ୍ରବେଶ କରିଥାନ୍ତି ଓ ତାଙ୍କ ସାଙ୍ଗେ ଛତର ବାହାରି ପୁଣି ଥରେ ଗାଁ ସାରା ଘରକୁ ଘର ବୁଲି ବନ୍ଦନାଘିନା ପର୍ବ ଅନୁଷ୍ଠିତ ହୋଇଥାଏ । ସନ୍ଧ୍ୟା ସମୟରେ ବନ୍ଦନାଘନା ପରେ ସମସ୍ତେ ଗାଁର ଅନତି ଦୂରରେ, ଚୁଡ଼ାଖାଇ ପାହାଡ଼ର ପାଦଦେଶରେ ଥିବା ମୁଖିଆ ଖଲା ବା ମୁଖିଆ ଟାଙ୍ଗର ଠାରେ ଏକତ୍ରିତ ହୋଇଥାନ୍ତି ।






Now we are available in...

YouTube -   / @chudakhaidangar817  

FB page -   / chudakhaidangar  

Instagram -   / chudakhaidangar  


Let's connect with us


Thank you

Chudakhai dangar Jatra-2021/ Tulunda / chudakhai dangar

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Tulunda Chudakhai Festival 2023                           ( ପୂଡାପାଟ ଓ ସର୍ଗାସନୀଙ୍କ ମିଳନ )

Tulunda Chudakhai Festival 2023 ( ପୂଡାପାଟ ଓ ସର୍ଗାସନୀଙ୍କ ମିଳନ )

देश दुर्घटना जाने खतरनाक संकेत || Is Nepal Sliding Toward Political Violence?

देश दुर्घटना जाने खतरनाक संकेत || Is Nepal Sliding Toward Political Violence?

Jarajaring Nagbacha-2(  Jharpuja ) ll Jarajaring ll Panchababuoffial

Jarajaring Nagbacha-2( Jharpuja ) ll Jarajaring ll Panchababuoffial

“ହାତୀ ମୋ ଉପରେ ସୁନା କଳସ ଢାଳିଛି” - ସୁଶିଲ କୁମାର ମେହେର | Bargarh Dhanuyatra Kansa Role | Exclusive

“ହାତୀ ମୋ ଉପରେ ସୁନା କଳସ ଢାଳିଛି” - ସୁଶିଲ କୁମାର ମେହେର | Bargarh Dhanuyatra Kansa Role | Exclusive

Patkhanda Jatra | Pandrapita | ପାଟଖଣ୍ଡା ଯାତ୍ରା ପାଣ୍ଡରାପିଟା ବଲାଙ୍ଗୀର 2024

Patkhanda Jatra | Pandrapita | ପାଟଖଣ୍ଡା ଯାତ୍ରା ପାଣ୍ଡରାପିଟା ବଲାଙ୍ଗୀର 2024

ବଲାଙ୍ଗିରରେ ଚାଞ୍ଚଲ୍ୟ, ପାରିବାରିକ କଳହର କୁପରିଣତି || KOSHALA PRABAHA || BREAKING NEWS ||

ବଲାଙ୍ଗିରରେ ଚାଞ୍ଚଲ୍ୟ, ପାରିବାରିକ କଳହର କୁପରିଣତି || KOSHALA PRABAHA || BREAKING NEWS ||

याकुरीको चोरी काण्ड​ | New Nepali Comedy Serial | 27 Dec 2025

याकुरीको चोरी काण्ड​ | New Nepali Comedy Serial | 27 Dec 2025

The Voice of Nepal Season 7 - 2025 - Episode 18 | The Battles

The Voice of Nepal Season 7 - 2025 - Episode 18 | The Battles

ରାଗିଗଲେ କଂସ - ଏନ୍ତା କଥା ଆଉ ରାଜଦବାର ରେ ନେ କହେବ || ତତେ ବାଡ଼ି ଲେଦା ମାରିଦେବେ || Bargarh Dhanu Yatra

ରାଗିଗଲେ କଂସ - ଏନ୍ତା କଥା ଆଉ ରାଜଦବାର ରେ ନେ କହେବ || ତତେ ବାଡ଼ି ଲେଦା ମାରିଦେବେ || Bargarh Dhanu Yatra

Mahabali Jatra Subarnapur ( ଡାଙ୍ଗୁଆ ବଳୀ ୨୦୨୫)

Mahabali Jatra Subarnapur ( ଡାଙ୍ଗୁଆ ବଳୀ ୨୦୨୫)

ओखलढुंगामा हर्क साम्पाङको कडा सम्बोधन भाग-२, देश स्वाधिन छैन, विदेशीको इशारामा चल्छ ।

ओखलढुंगामा हर्क साम्पाङको कडा सम्बोधन भाग-२, देश स्वाधिन छैन, विदेशीको इशारामा चल्छ ।

# ମାଁ ପାଟଖଣ୍ଡା ଯାତ୍ରା କପସିଳା

# ମାଁ ପାଟଖଣ୍ଡା ଯାତ୍ରା କପସିଳା

Alua Paka ( ଅଲୁଆ ପକା ) Tandigaon // Indian Villages Festivals

Alua Paka ( ଅଲୁଆ ପକା ) Tandigaon // Indian Villages Festivals

यस्तो जोडि भेटियो बैंगलोरको होटलमा कति मिठो नेपाली Bhagya Neupane Bangalore Tour Part-1

यस्तो जोडि भेटियो बैंगलोरको होटलमा कति मिठो नेपाली Bhagya Neupane Bangalore Tour Part-1

The Voice of Nepal Season 7 - 2025 - Episode 17 | The Battles

The Voice of Nepal Season 7 - 2025 - Episode 17 | The Battles

Mahabali jatra Sonepur (ମହାବଳୀ ୨୦୨୪)Mahabali jatra 2024 full video @Sonepur

Mahabali jatra Sonepur (ମହାବଳୀ ୨୦୨୪)Mahabali jatra 2024 full video @Sonepur

ବରଗଡ ଧନୁଯାତ୍ରା ନୁଆଁ କଂସ ହଠାତ ଚମକି ପଡିଲେ | Bargarh Dhanuyatra 2025 | world famous bargarh dhanuyatra

ବରଗଡ ଧନୁଯାତ୍ରା ନୁଆଁ କଂସ ହଠାତ ଚମକି ପଡିଲେ | Bargarh Dhanuyatra 2025 | world famous bargarh dhanuyatra

Nagabachha puja 🙏♥️

Nagabachha puja 🙏♥️

Tulunda Chudakhai Festival ll ପୁଡାପାଟ ଓ ସ୍ଵର୍ଗାସନୀଙ୍କ ମିଳନ ll ମୁଣ୍ଡଖିଆ ଟାଙ୍ଗରର ଦୃଶ୍ୟ ll PART 2

Tulunda Chudakhai Festival ll ପୁଡାପାଟ ଓ ସ୍ଵର୍ଗାସନୀଙ୍କ ମିଳନ ll ମୁଣ୍ଡଖିଆ ଟାଙ୍ଗରର ଦୃଶ୍ୟ ll PART 2

Как Путин ответил Британии: атака на 4 танкера одновременно. Как Москва мстит за генерала

Как Путин ответил Британии: атака на 4 танкера одновременно. Как Москва мстит за генерала

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]