ଭୁବନେଶ୍ବରରେ ଚହଳ …ପୋଡ଼ିଗଲା ପତାକା || Lingaraj Temple Lightning Strike Shocker || Bhubaneswar || OR
Автор: Odisha Reporter
Загружено: 2025-10-09
Просмотров: 2684
ଭୁବନେଶ୍ବରରେ ଚହଳ … ପୋଡ଼ିଗଲା ପତାକା || Lingaraj Temple Lightning Strike Shocker || Bhubaneswar || Odisha Reporter
ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ। ପୋଡ଼ିଗଲା ପତାକା। ଭକ୍ତ ଓ ସେବାୟତଙ୍କୁ ଲାଗିଲା କରେଣ୍ଟ। ଜଳିଗଲା ଲାଇଟ ସହ ସିସିଟିଭି କ୍ୟାମେରା। ଗତ ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ମାରିଥିଲା ଘଡଘଡି। ଫଳରେ ଲିଙ୍ଗରାଜ ମନ୍ଦିର ଚୁଡାରେ ଲାଗିଥିବା ପତାକା ପୋଡିଯାଇଛି। ଖାଲି ଏତିକି ନୁହେଁ ଗର୍ଭଗୃହ ଭିତରେ ଇଲେକ୍ଟ୍ରି ବଲବ ଫାଟି କାଚ ଗୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ୍ ଆଘାତ ମଧ୍ୟ ଲାଗିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #LingarajTemple #Odisha #Bhubaneswar #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: