Mystery Behind AIR INDIA Crash। Podcast with Captain DK Mishra। ଷ୍ଟେସନରେ ଶୋଇ ପାଇଲଟ୍ ହେଇଥିବା ଓଡ଼ିଆ।
Автор: OTV Digital
Загружено: 2025-10-31
Просмотров: 26212
ଆକାଶରେ ଉଡୁଥିବା ବିମାନକୁ ଦେଖି କେବେ ଭାବିଛନ୍ତି କି ୟାକୁ ଉଡ଼ାଉ ଥିବା ପାଇଲଟ୍ ବିଷୟରେ। ପାଇଲଟ୍ ଙ୍କ ଜୀବନ କେମିତି ଥାଏ, ପାଇଲଟ୍ ହେବାକୁ କଣ କରିବାକୁ ପଡ଼େ? ଆଜିର ଓଟିଭି PODCASTରେ ଆମ ଅତିଥି ଓଡ଼ିଆ ପୁଅ କ୍ୟାପଟେନ୍ ଦୁର୍ଲଭ କୁମାର ମିଶ୍ର। କେମିତି ଗାଁ ସ୍କୁଲରେ ପଢୁଥିବା ପିଲା ପାଇଲଟ୍ ହେଇ ପାରିଲେ, ପ୍ରଥମେ ବାୟୁ ସେନା ଆଉ ତାପରେ ଏୟାର ଇଣ୍ଡିଆର ଟପ୍ ପାଇଲଟ୍ ଙ୍କ ଭିତରେ ନିଜ ସ୍ଥାନ ପକ୍କା କରିଥିଲେ। ନିଜ ୫୦ ବର୍ଷର ପାଇଲଟ୍ କ୍ୟାରିୟରେ ଦୁନିଆର ସବୁଠୁ ବଡ଼ ଦୁଇ ବିମାନ ବୋଇଂ ଓ ଏୟାରବସ୍ ଉଡ଼ାଇଛନ୍ତି କ୍ୟାପଟେନ୍ ମିଶ୍ର। ଆଜିର ପୋଡକାଷ୍ଟରେ ସେ ଖୋଲିଛନ୍ତି ବିଶ୍ଵ ବିମାନ ସେବାର ଅନେକ ଗୁମର। ତାସହ ବାଣ୍ଟିଛନ୍ତି ନିଜ ଜୀବନର ଅନେକ ସଂଘର୍ଷ ଯାହା ଅନ୍ୟକୁ ନୂଆ ରାସ୍ତା ବି ଦେଖେଇବ। ଥରେ ଦେଖି ନିଜ ଅନୁଭୂତି ଆମ ସହ ସେୟାର କରନ୍ତୁ।
#PilotPodcast #NewPodcastAlert #PodcasterLife #AirIndiaPodcast #FlightCrashPodcast #AirIndiaTragedy #AviationDisasterTalk #CrashChronicles #SkyStoriesPodcast
#PicturewithPrashanjit #PrashanjitPodcast #AviationTalksIndia #FlightReportPodcast #TragicTalesInAir
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV
Доступные форматы для скачивания:
Скачать видео mp4
-
Информация по загрузке: