ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ । Official 4k Full Video। Dibyacomedy / Dipanjali । Babu Babu & Jayadev M
Автор: Dipanjali music
Загружено: 2023-12-31
Просмотров: 915008
#TumeAsimaAnantaHeJagannatha #Jagannath #Puri #newyear #Bhajan #Dibyacomedy #Dipanjali #jayadevmishra
#akhimausi
Video Credit:-
Star Cast - Dibyayoti & Dipanjali
Dop - S Rinku
Edit - Dynamite Films
Di - Siju
Makeup - Mamata Apa
Assistant Director - Rajat Kumar Padhi
Director - Babu Babu
Spacial Thanks - Suryakant & Munu
Audio Credit:-
Music & Singer - Jaydev Mishra
Lyric - Jitendra Jena
Dubbing & mastering -Anjan Bhai
Producer - D Parida
💐💐💐💐💐💐💐💐
🙏🙏ଜୟ ଜଗନ୍ନାଥ 🙏🙏
Male:-
ତୁମେ ଜାଣ ମୋ ଅତୀତ
ବର୍ତ୍ତମାନ ଭବିଷ୍ୟତ..
ରଖିଥିବ ମୋ ଉପରେ
ତୁମ ଆଶିଷ ର ହାତ..
ତୁମ ଚରଣେ କୋଟି ପ୍ରଣାମ
ଧନ୍ୟ ତୁମର ଶ୍ରୀକ୍ଷେତ୍ର ଧାମ
ତୁମ ପାଇଁ ହୃଦୟରୁ ଭକ୍ତି ଭାବ ଜାତ..
ଅସୀମ ଅନନ୍ତ ତୁମେ ଜଗନ୍ନାଥ
ତୁମରି ଇଚ୍ଛା ରେ ମୁଁ ପରିଚାଳିତ..।।୦।।
୧ମ ଅନ୍ତରା
💐💐💐💐💐💐💐💐
Male:-
କୋଉ ଜନମର
କୋଉ ପୂଣ୍ୟ ବଳେ
ମଣିଷ ଜନମ ଦେଲ.....
କୋଉ ଉଦ୍ଦେଶ୍ୟରେ
କୋଉ କାମ ପାଇଁ
ଦୁନିଆ କୁ ପଠେଇଲ.....
ତୁମ ଦର୍ଶନ ଯେବେ ମୁଁ ପାଏ
ଆଖି ଲୁହରେ ତ ଭିଜିଯାଏ
ଜଗନ୍ନାଥ ମୟ ଲାଗେ ମତେ ସେ ମୁହୂର୍ତ୍ତ..
ଅସୀମ ଅନନ୍ତ ତୁମେ ଜଗନ୍ନାଥ
ତୁମ ଇଚ୍ଛା ରେ ମୁଁ ପରିଚାଳିତ....।।୧।।
୨ୟ ଅନ୍ତରା
💐💐💐💐💐💐💐💐
Male:-
ମୋହ ମାୟା ଏଇ ସଂସାର ଭିତରେ
ସୁଖଦୁଃଖ ଦୁଇ ଫଳ
କେବେ ମିଳେ ସୁଖ କେବେ ମିଳେ ଦୁଃଖ
ସବୁ ତ ତୁମରି ଖେଳ..
ତୁମେ ଭକତ ଭାବରେ ବନ୍ଧା
ତୁମ ଚରଣେ ଭକତ ଛନ୍ଦା
ଜଗତର ନାଥ ତୁମେ ଜାଣେ ଏ ଜଗତ....
ଅସୀମ ଅନନ୍ତ ତୁମେ ଜଗନ୍ନାଥ
ତୁମ ଇଛା ରେ ମୁଁ ପରିଚାଳିତ...//୨//
💐💐💐💐💐💐💐💐
✍✍
Доступные форматы для скачивания:
Скачать видео mp4
-
Информация по загрузке: