ଛୋଟ ପିଲାଙ୍କ କୃମି ଦୋଷ - କାରଣ ଓ ନିରାକରଣ | Dr Palash Das on Deworming in Children in Odia
Автор: Swasthya Plus Odia
Загружено: 2021-01-07
Просмотров: 136725
#Deworming #DoctorAdvice #OdiaHealthTips
ଅନେକ ସମୟରେ ଛୋଟ ପିଲାମାନେ ମଳଦ୍ୱାରକୁ କୁଣ୍ଡାଇ ହେଉଥିବାର ଅଭିଯୋଗ କରିଥାନ୍ତି। ସେହିପରି ଅନେକ ପିଲାଙ୍କ ଖାଇବା କମିଯାଏ, ପେଟ ପୁଲିଯାଏ, ପଠା ପଢିବାକୁ ଇଛା ହୁଏନି। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ଦେଖିବାକୁ ମିଳେ। ଏହାକୁ ଆମେ କୃମି ଦୋଷ ବୋଲି କହିଥାଉ। କୃମି ଦୋଷର କାରଣ କ'ଣ? ଛୋଟ ପିଲାଙ୍କୁ କୃମି ଦୋଷରୁ କେମିତି ରୋକିବା? ଆସନ୍ତୁ ଜାଣିବା ଏନେଇ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପିଲାଙ୍କଠାରେ କୃମି ଦୋଷ କ'ଣ? (0:00)
କେତେ ପ୍ରକାରର କୃମି ରହିଛି? (0:31)
କୃମି ଦୋଷର ଲକ୍ଷଣ (1:47)
କୃମି ବ୍ୟାପେ କେମିତି? (2:30)
ପିଲାଙ୍କଠାରେ କୃମି ଦୋଷର ପ୍ରଭାବ (4:20)
କୃମି ଦୋଷରୁ ଦୂରେଇ ରହିବା କେମିତି? (5:40)
କୃମି ଦୋଷର ଚିକିତ୍ସା (7:33)
କୃମିରୁ ମୁକ୍ତି ନିହାତି ଦରକାର (8:36)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-to-prev...
Often young children complain of itching in the bottoms. In the same way, many children lose their appetite, their stomachs swell, and they lose interest in reading. At this point, small worms are found in their feces. We call it worm infestation. What is the cause of the worm infestation? How to prevent young children from worm infestation? Let's find out from Dr. Palash Das, a pediatrician.
In this video,
What are worms in children? (0:00)
What kind of worms are there? (0:31)
Symptoms of worm infestation (1:47)
Causes of worms? (2:30)
The effects of worm infestation on children (4:20)
How to Avoid Worms? (5:40)
Treatment of worm infestation (7:33)
How to get rid of stomach worms? (8:36)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: