ଯୀଶୁ ନାମେ ମହିମା lJISU NAAME MAHIMA |NEW CHRISTIAN DEVOTIONAL SONG |ARPITA CHOUDHURY |FEMALE VERSION
Автор: Mera Yeshu Official
Загружено: 2024-11-23
Просмотров: 1053998
#arpitachoudhury,#humanesagar,#jisunamemahima,#sundarkumar,
ଯୀଶୁ ନାମେ ମହିମା....Praise the lord 🙏🙏🙏 ସମସ୍ତଙ୍କୁ Mera yeshu official channel ତରଫ ରୁ ଖ୍ରୀଷ୍ଟୀୟ ନମସ୍କାର 🙏 ଏକ ଭିନ୍ନ ସ୍ୱାଦର ସଙ୍ଗୀତ ସଦା ପ୍ରଭୁ,ରାଜା ମାନଙ୍କ ରାଜା ସେ ପ୍ରଭୁ ମାନଙ୍କ ପ୍ରଭୁ ଯୀଶୁ ଙ୍କ ଗୌରବ, ମହିମା ନିମନ୍ତେ Female version +Singer ARPITA CHOUDHURY ଓ ଗୀତ ରଚନା PASTOR UJWAL KESHARI BIBBAR ଙ୍କ ଦ୍ଵାରା ଏକ ହୃଦୟସ୍ପର୍ଶୀ ଗୀତ ଖୁବ୍ ଶୀଘ୍ର ଉନ୍ମୋଚନ ହେବା କୁ ଯାଉଛି...... ସମସ୍ତ ଖ୍ରୀଷ୍ଟୀୟ ବିଶ୍ବାସୀ ମାନଙ୍କୁ ଏକ ଭେଟି, ଆପଣ ମାନଙ୍କୁ ଅନୁରୋଧ ଦୟ କରି ଗୀତ ଟା କୁ ଶୁଣନ୍ତୁ | Praise the lord🙏🙏Amen🙏🙏🙏🙏
***************** ଯୀଶୁ ନାମେ ମହିମା **************************
ସ୍ତୁତି ଆରାଧନା...
ହେଉ ତୁମର.....
ସ୍ତୁତି ହେଉ ତୁମର....
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା ହୋ....(୨)
ଧନ୍ୟବାଦ ପାଅ ପ୍ରଭୁ
ତମେ ପୂଜା ପାଅ (୨)
ସାରା ଜଗତର ପ୍ରଭୁ ତୁମେ
ତମେ ଯୀଶୁ ରାଜନ
ମାନବ ଜାତି ର ମୁକ୍ତି ତୁମେ
ହେ ଈଶ୍ୱର ନନ୍ଦନ
ହୋ...ହୋ...ହୋ (୨)
ରାଜା ମାନଙ୍କର ରାଜା ତୁମେ
ତମେ ଧର୍ମମୟ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା (୨)
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
ପ୍ରଶଂସା ସଜାଇବି ମୁଁ
ମୋ ତ୍ରାଣକର୍ତ୍ତାଙ୍କର
ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ
ମୁଁ ତାଙ୍କ ଅନୁଗ୍ରହ ର
ହୋ..ହୋ...ହୋ.. (୨)
ପ୍ରଭୁ ମାନଙ୍କର ପ୍ରଭୁ
ତମେ ଧର୍ମମୟ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା (୨)
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
PLEASE LIKE & SUBSCRIBE 🙏 MERA YESHU OFFICIAL
**********************
Singer :- ARPITA CHOUDHURY
Music:- SUNDAR KUMAR
Lyrics:- PASTOR UJWAL KESHARI BIBBAR
Producer:- SANGEETA BARIK
poster Design:- SAMBIT KUMAR
****************
Our other Christian song
• କରୁଥିବି ସଦା ଧନ୍ୟବାଦ | KARUTHIBI SADA DHANY...
********
• ଆଜି କି ମନୋହର ||Aji ki Manohara||New Odia C...
********
• Asa hai Asa sarabe asa|ଆସ ହେ ଆସ ସରବେ ଆସ|od...
*********
• Aa Yeshu aa ||आ येशु आ || New Hindi Christ...
*********
• MESHA PALAKA |ମେଷ ପାଳକ | New ODIA DANCE VI...
*********
• DHANYABAD HEU MO JISU | ଧନ୍ୟବାଦ ହେଉ ମୋ ଯ...
*********
• MU JE PATHAHARA EKA BATOI || ମୁଁ ଯେ ପଥ ହରା...
**********
• ମେଷ ପାଳକ || Mesha Palaka|| New Christmas S...
****"
• Видео
*********************
#jisunaamemahima
#arpitachoudhury
#humanesagar
#newsonghumanesagar
#humanesagarsong
#odisha
#odiasong
#sangeetabarik
#amitpanichristiansongs
#amitpaniofficial
#amitpani
#humanesagarnewsong2022
#newjesussong
#christmassong
#jaganmohannag
#christmas
#christian
#christianity
#christ
#christianmusic
#christiansongs
#newodiachrstiansong
#newsambalpurisong
#newodiasong
#newodiajesussong
#christmassong ssong
#jesussambalpurisong
#newsambalpurichristiansong
#odiachristiansong
#sambalpurichristiansong
#MerayesuOfficial
#JRsangeetaProduction
#StudioLiron
#jisunkagita
#christianmotivational
#christianshortsvideo
#christiansongstatus
#jrsunamusic
#jrsunaproduction
#pastorujwalkesharibibbar
#sundarkumar
******************
praise the lord 🙏
God bless you all
plz like & Subscribe my channel mera yeshu official
Copyright @ Mera Yeshu Official& 2024 Any illegal reproduction of this content will result in immediate legal action.
Доступные форматы для скачивания:
Скачать видео mp4
-
Информация по загрузке: