ଅହଙ୍କାରୀ ସଦା ସେବେ କାହାତେ ବସାଇ ବା ରୁକ୍ମିଣୀ ସତ୍ୟଭାମା କଳି || krushna Sudama|| brahmagiri puri.....
Автор: puri ramanataka
Загружено: 2025-10-09
Просмотров: 4779
ଦୁଇ ଭଉଣୀଙ୍କ ମଧ୍ୟରେ କଳି || ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ବା ରୁକ୍ମିଣୀ ସତ୍ୟଭାମା କଳି ସାରା ଓଡ଼ିଶା ଚହଳ ସୃଷ୍ଟି କରିଥିବା ଯାତ୍ରା ପାର୍ଟି ଯାତ୍ରା ହରଚଣ୍ଡି ଧର୍ମ ମହାବୀର ନାଟ୍ୟ ସଂସଦ ସାନବେଣାକୁଦି....
#odiaviralvide
#ramanataka
#youtube
#krushnasudama
#krushna
#sudama
#rukshmani
#satyabhama
ଅହଙ୍କାରୀ ସଦା ସେବେ କାହାତେ ବସାଇ ବା ରୁକ୍ମିଣୀ ସତ୍ୟଭାମା କଳି || krushna Sudama|| brahmagiri puri.....
ବଜାରରେ ମିଳୁଥୁବା ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ ନିଜର ମଧୁର ସ୍ବାଦପାଇଁ ଅଧୂକ ଦାମ୍ ରେ ବିକ୍ରି ହୋଇଯାଏ ,
ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ଼ ଧନୀ ହେଉ ବା ଗରିବ .
ନିଜର ଭଲ ବ୍ୟବହାର ପାଇଁ ସସ୍କୃତରେ ସମ୍ମାନ ପାଇଥାଏ ଯେପରିକି କୃଷ୍ଣ ଆଉ ସୁଦାମା...
#puri
#puriramanatak
#brahmagiri
#anchal
#anjali
#ramanataka
#krushnasudama
#krushna
#krishna
#sudama
#satyabhama
#rukshmani
ଯେତେବେଳେ ପାଦ ଥକି ଯାଇଥାଏ, ସେତେବେଳେ ସାହସ ସାଥ୍ ଦେଇଥାଏ।
ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି, ସେତେବେଳେ ଭଗବାନ କେବଳ ସାଥ୍ ଦିଅନ୍ତି..
#puri
#puriramanatak
#brahmagiri
#anchal
#anjali
#ramanataka
#krushnasudama
#krushna
#krishna
#sudama
ଜୀବନରେ ଯେତେ ବି ସମସ୍ୟା ଥାଉନା କାହିଁକି ଚିନ୍ତା କଲେ ତାହା ଦ୍ବିଗୁଣ ହୋଇଯାଏ,ନିରବ ରହିଲେ ତାହା ଅଧା କମିଯାଏ,ଧର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ ସମାପ୍ତ ହୁଏ,ଏବଂ ଭଗବାନ ଙ୍କୁ ପ୍ରାଥନା କଲେ ତାହା ସୁଖ ରେ ପରିଣତ ହେଇଯାଏ ଯେପରିକି କୃଷ୍ଣଙ୍କ ଘରେ ରୁକ୍ମିଣୀ ଆଉ ସତ୍ୟଭାମା..
puri
#puriramanatak
#brahmagiri
#anchal
#anjali
#ramanataka
#krushnasudama
#krushna
#krishna
#youtube #viralvideo #rukshmani #satyabhama
ମୋର ସମସ୍ତ ଦର୍ଶକ ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆମ ସଂସ୍କୃତି ଆମ ପରମ୍ପରା ସହ ହାତ ମିଳାନ୍ତୁ,
ଆମ ସହିତ ଯୋଡ଼ି ରୁହନ୍ତୁ ନୂଆ ନୂଆ ପୌରାଣିକ ନାଟକ ଦେଖନ୍ତୁ, ଆମେ ସେଥିପାଇଁ ଆପଣ ମାନଙ୍କ ପାଇଁ ପ୍ରସ୍ତୁତ, ଓଡ଼ିଆ ମହାନ ପୌରାଣିକ ନାଟକ ଦେଖନ୍ତୁ ଓ ଆନନ୍ଦ ନିଅନ୍ତୁ,
ଏହି ଚ୍ୟାନେଲ ରେ ଆପଣ ମାନେ ଓଡ଼ିଆ ନାଟକ, ଯାତ୍ରା ଓ ପାଲା ଭିଡ଼ିଓ ପ୍ରସାରଣ କରାଯିବ ।
ଆଶା କରୁଛୁ ଆପଣ ମାନଙ୍କୁ ଭିଡ଼ିଓ ଭଲଲଗିବ,
ଆପଣ ମାନଙ୍କ ଦିନ ସୁଭମୟ ହେଉ, ଜୟ ଶ୍ରୀରାମ
ଆମ ସହିତ ଯୋଡ଼ି ରୁହନ୍ତୁ, ଯୋଡ଼ି ରହିବା ପାଇଁ CHANNEL କୁ SUBSCRIBE କରନ୍ତୁ ଭିଡ଼ିଓ କୁ SHARE କରନ୍ତୁ
LIKE, COMMENT SHARE
ଯୋଗାଯୋଗ ଠିକଣା _ puri ramanataka
mobile no _ 8093244835
Доступные форматы для скачивания:
Скачать видео mp4
-
Информация по загрузке: