ମା' ଲୋଭୀଙ୍କ ଆଶୀର୍ବାଦରେ ପଶ୍ଚିମେଶ୍ୱର ଦର୍ଶନ
Автор: Mama Swain
Загружено: 2025-11-15
Просмотров: 29
ଆଜି ଆମେ ପଞ୍ଚୁକ ରେ ମା' ଲୋଭୀଙ୍କ ପାଖରେ ଚୁଟି ପକେଇ ଦର୍ଶନ ସାରି ପଶ୍ଚିମେଶ୍ୱର ମହାପ୍ରଭୁଙ୍କ ଦର୍ଶନ କରିଲୁ। ଏଠାର ଶାନ୍ତିମୟ ପରିବେଶ, ଶିବଲିଙ୍ଗର ଦିବ୍ୟତା ଓ ମନକୁ ଛୁଇଁଯାଉଥିବା ଭକ୍ତିଭାବନା ଆମର ଦିନକୁ ଅଧିକ ପବିତ୍ର କରିଦେଲା।
ଏହି ଭ୍ଲଗ୍ରେ ଆମର ଯାତ୍ରା, ଦର୍ଶନ ଓ ଅନୁଭବ ସବୁ ଦେଖିପାରିବେ।
🙏 ଜୟ ଶଙ୍କର।
ଭିଡିଓଟିକୁ Like, Comment, Share ଓ Subscribe କରନ୍ତୁ।
Доступные форматы для скачивания:
Скачать видео mp4
-
Информация по загрузке: