Rakhi bandhide mo suna bhauni - Odia Rakhi song - Pitambar Gouda - Banita mishra - Manmath Kumar
Автор: PR Creation Official
Загружено: 2022-08-09
Просмотров: 7173
Rakhi bandhide mo suna bhauni - Odia Rakhi song - Pitambar Gouda - Banita mishra - Manmath Kumar
💐 Singer - Pitambar & Banita
💐 Music Director - Pitambar (7735882046)
💐 Lyrics - LM Mohanty
💐 Producer - Manmath Kumar
💐 Keyboard Arrangements - Akash
💐 Rhythm Arrangements - Sunil
💐 Poster - Manoj kumar
💐 Voice Dubbing- Studio Voice Master
💐 Mix Mastering - Subu Dada (Cuttack)
💐 Music level - PR CREATION OFFICIAL
💐 Dop - Dipu deepak
LYRICS
F- ତୋ ହାତରେ ବାନ୍ଧିଦେବି ଭାଇ ମୁଁ ରାଖୀ
ସବୁବେଳେ ମୋ ପାଖେ ଥିବୁ ଛାଇ ହେଇକି
M- ବର୍ଷା ଆସୁ ଝଡ଼ ଆସୁ ଆସୁ ବିପଦ
ତୋ ମଥାରେ ରହିଥିବ ସଦା ମୋ ହାତ
F- ପୂଜା କରିବି ମୁଁ ତୋତେ ଲଗାଇ ଚନ୍ଦନ
ଭାଇ ସାଥେ ଭଉଣୀ ର ସେନେହ ର ବନ୍ଧନ
M- ପୂଣ୍ୟ କରିଥିଲି ବୋଧେ କେଉଁ ଜନମରେ
ତୋ ପରି ଭଉଣୀ ମୁଁ ପାଇଛି ଭାଗ୍ୟରେ ..ପାଇଛି ଭାଗ୍ୟରେ
Music .....................
M- କେତେ ଭଲଥିଲା ସେହି ଆମ ପିଲା ଦିନ
ହସି ହସି ଖେଳୁଥିଲେ ଆମେ ରାତି ଦିନ
F- ବାପାଙ୍କର ମିଛ ଗାଳି ମାଆ ର ମମତା
ମୋ ଓଠ ରେ ହସ ଆଣେ ତୋର ପଦେ କଥା
ହାତରେ ତୋ ବାନ୍ଧିଲି ମୁଁ ସେନେହର ଡୋରି
ସୁଭଦ୍ରା କାଳିଆ ପରି ସମ୍ପର୍କ ଆମରି
M - ଲୁହ ଟୋପେ ତୋ ଆଖିରୁ କେବେ ଝରିବନି
ଭାଇ ତୋର ସାଥେ ଅଛି କେବେ ଡରିବୁନି
Music ....................
M- ତୁ କହିଲେ ଜହ୍ନ ତାରା ତୋ ପାଇଁ ଆଣିବି
ଯେଉଁ ବାଟେ ଚାଲିବୁ ତୁ ଫୁଲ ବିଂଛିଦେବି
F- ଦୁଇଟି ହୃଦୟ ହେଲେ ଗୋଟିଏ ସ୍ପନ୍ଦନ
ବାନ୍ଧିଲି ମୁଁ ରାଖୀ ଭାଇ ରଖିବୁ ମୋ ମାନ
M - ସୁନା ଭଉଣୀ ତୁ ମୋର ହୀରାଠୁ ଦାମିକା
ଭାଇ ତୋର କେବେ ତୋତେ କରିବନି ଏକା
F - ଆମେ ଦୁହେଁ ଦୁଇ ଡେଣା ଗୋଟିଏ ପକ୍ଷୀର
ଆଜି ନୁହେଁ ଏ ବନ୍ଧନ ଅଟେ ଯୁଗ ଯୁଗର
#Rakhibandhidemosunabhauni
#OdiaRakhisong
#PitambarBanitamishra
Rakhi bandhide mo suna bhauni,Rakhi bandhide mo suna bhauni song,Odia rakhi gita, pitambar Gouda rakhi song,
Odia rakhi song,Odia rakhi song status,Odia rakhi song DJ,Odia new rakhi song,Odia film rakhi song,Odia rakhi song download,Odia rakhi purnima song,Rakhi purnima Odia song status,Rakhi purnima new song odia,Odia raksha bandhan song,Raksha bandhan Odia gita,Raksha bandhan song status Odia, Pitambar Gouda, Pitambar Gouda songs,Banita mishra, Manmath Kumar
Contact -:
+91-7735882046(WhatsApp & Call)
+E-mail: [email protected]
[email protected]
Follow Me: FB: / impitambar
IG: / pitambargou. .
Thank you for visiting our YouTube channel. Please Like, Comment and Share our videos and SUBSCRIBE
|| ANTI-PRIVACY WARNING ||
This content is copyrighted to PR Creation official by Pitambar Gouda. Any unauthorized, reproduction, redistribution or re-upload is strictly prohibited. Legal action will be taken against the violators of this copyrighted material.
Доступные форматы для скачивания:
Скачать видео mp4
-
Информация по загрузке: