Baba ho tame kouthi achha 🙏 / odia shiva bhajan / dipanjali / Dibyacomedy
Автор: Dipanjali music
Загружено: 2023-08-10
Просмотров: 107407
#akhimausi #bhajan #dibyacomedy #dipanjali #shivabhajan
Baba ho tame kouthi achha 🙏 / odia shiva bhajan / dipanjali / Dibyacomedy
ଦୟାକରି ଭିଡିଓ ଟିକୁ share,like, comment କରନ୍ତୁ ଓ Dipanjali music YouTube channel କୁ subscribe କରନ୍ତୁ 🙏
ଭଜନ - ବାବା ହୋ ତମେ କୋଉଠି ଅଛ
Singer - Dibyacomedy
Music - Dibyayoti panda ( Dibyacomedy )
(Contact - [email protected])
Lyrics - Sangram Jeet
Arrange, mix, master - Pintu Das
Recorded at PM Studio, Cuttack
Special thanks to PK Prashant and Samir
Edit - Dibyacomedy
🥰🥰🥰lyrics🥰🥰🥰
ବାବା ହୋ ତମେ କୋଉଠି ଅଛ
ତମେ ଏକା ସତ ଦୁନିଆଁ ମିଛ
ତମ ନାମକୁ ଧରିଛି ଯିଏ
ସଂସାରୁ ମୁକ୍ତି ପାଇଛି ସିଏ
ଜୀବନର ଡୋରୀ ତମେ ଧରିଛ
ବାବା ହୋ.......
ବାବା ହୋ ତମେ କଉଠି ଅଛ
ତମେ ଏକା ସତ ଦୁନିଆଁ ମିଛ.............
***********************************
ପାଣି ଭାର ନେଇ ବରଷକେ ଥରେ ଯିବୁ ଯଦି ବାବା ଧାମ
ଦୁଃଖ ଚାଲି ଯିବ ସୁଖ ଫେରିବରେ ସଫଳ ହବତୋ କାମ
ତୁମ ଦରଶନ
ନମିଳିଲେ ବାବା (୨)
ସାରା ସଂସାର ଟା ଲାଗଇ ତୁଚ୍ଛ
ବାବା ହୋ.......
ବାବା ହୋ ତମେ କଉଠି ଅଛ
ତମେ ଏକା ସତ ଦୁନିଆଁ ମିଛ............
***********************************
ଜଟାରେ ଗଙ୍ଗା ସେ କଇଳାସ ପତି ଦେବ ଦେବ ମହାଦେବ
ପଞ୍ଚାକ୍ଷରୀ ନାମ ଜପୁଥାରେ ଭାଇ ସବୁ ହବ ତୋର ଶୁଭ
ବାବା ଆଶିଷରେ
ନିମିଷକେ ପୁଣି (୨)
ହୀରା ହେଇ ଯାଏ ଅଲୋଡା କାଚ.......
ବାବା ହୋ......
ବାବା ହୋ ତମେ କଉଠି ଅଛ
ତମେ ଏକା ସତ ଦୁନିଆଁ ମିଛ
ତମ ନାମକୁ ଧରିଛି ଯିଏ
ସଂସାରୁ ମୁକ୍ତି ପାଇଛି ସିଏ
ଜୀବନର ଡୋରୀ ତମେ ଧରିଛ
ବାବା ହୋ.......
ବାବା ହୋ ତମେ କଉଠି ଅଛ
ତମେ ଏକା ସତ ଦୁନିଆଁ ମିଛ
ତମେ ଏକା ସତ ଦୁନିଆଁ ମିଛ
ତମେ ଏକା ସତ ଦୁନିଆଁ ମିଛ
ତମେ ଏକା ସତ ଦୁନିଆଁ ମିଛ.........
$$$
Доступные форматы для скачивания:
Скачать видео mp4
-
Информация по загрузке: