Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ନୂଆପଡା ଉପନିର୍ବାଚନ: ମୁଖିଆ ଓ ଦଳ ନୁହେଁ, ଜନମନରେ ଅନ୍ୟ ମୁଡ୍, ଆଦିବାସୀ ଭୋଟ ଭାଗଭାଗ ହେବ

Автор: GTV BHARAT ODIA

Загружено: 2025-11-08

Просмотров: 775

Описание:

ନୂଆପଡା ଉପନିର୍ବାଚନ: ମୁଖିଆ ଓ ଦଳ ନୁହେଁ, ଜନମନରେ ଅନ୍ୟ ମୁଡ୍, ଆଦିବାସୀ ଭୋଟ ଭାଗଭାଗ ହେବ
#gtvbharatodia
#gtvbharat
#NuapadaByElection
#OdishaPolitics
#SilentVoters
#GroundReality
#BypollUpdates
#VoterMood
#PoliticalBattle
#BJPvsBJD
#GrassrootVoices
#Election2025
#PeoplePower
#RuralPolitics
#OdishaNews
ନୂଆପଡା ଉପନିର୍ବାଚନ ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଦଳର ଭୋଟ୍‌ ଅଙ୍କ ସେତିକି ଅଡୁଆ ହେଉଛି । କାହାକୁ ଖୋଲା ସମର୍ଥନ କରୁନଥିବା ନୀରବ ଭୋଟର ସବୁ ଦଳର ମୁଣ୍ଡବିନ୍ଧା ବଢାଇଲେଣି । ନୂଆପଡା ବ୍ଲକ୍‌ର ଟାନୱାଟ ପଞ୍ଚାୟତ ହେଉ ବା ଗଡଫୁଲା, ଲଖନା ବା କୋମନାର କୁରେଶ୍ୱର, ଘାଟିଆପଡା ଓ ଏନ୍‌ଏସି ଭୋଟର । ଏହି ନୀରବ ଭୋଟରଙ୍କ ମୁଡ୍‌ କୁଆଡେ ଯିବ ତାହା ସମସ୍ତଙ୍କ ଆକଳନ ବାହାରେ । କୋମନା ବ୍ଲକ୍‌ର ଘାଟିଆପଡା ଗାଁ । ଗାଁର ଅଧିକାଂଶ ଲୋକ ତେଲି ଓ ଯାଦବ ସମାଜର । କିଛି ମାଝି ବା ଆଦିବାସୀ ସଂପ୍ରଦାୟର ଲୋକ ବି ଅଛନ୍ତି । ଗତଥର ନିର୍ବାଚନରେ ଗାଁର ମୁଖିଆ ବୈଠକ ଡାକି ଜଣଙ୍କୁ ଭୋଟ୍‌ ଦେବାକୁ ମନାଇଥିଲେ । କିନ୍ତୁ ଏଥର ଗାଁର ଭୋଟ୍‌ ଚିତ୍ର ପୂରା ଅଲଗା । ମୁଖିଆଙ୍କ କଥା ଶୁଣିବା ମୁଡ୍‌ରେ କେହି ନାହାନ୍ତି । ୫୦ଟି ଘର ଆଦିବାସୀ ସଂପ୍ରଦାୟର ହୋଇଥିବାବେଳେ ସେମାନେ ବି ଭୋଟ୍‌କୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଗାଁର କିଛି ଲୋକ କୁହନ୍ତି , ଗତଥର ମୁଖିଆ ଆମକୁ ଡାକି ବୈଠକ କଲା । ଅମୁକ ଚିହ୍ନରେ ଭୋଟ୍‌ ଦେଲେ ଆମକୁ ସବୁ ସୁବିଧା ମିଳିବ ବୋଲି କହିଲା । କିନ୍ତୁ ଭୋଟ୍‌ ପରେ କାହାର ଦେଖା ମିଳିଲାନି । ଏଥର ଆମେ କାହାର କଥା ଶୁଣିବୁନି । ଯିଏ ଠିକ୍‌ ଲାଗୁଛି ତାକୁ ହିଁ ଭୋଟ୍‌ ଦେବୁ । କୋମନା ବ୍ଲକ୍‌ ମାନିପୁର ଓ ଜଟଗଡ ପଞ୍ଚାୟତରେ ବି ଭୋଟରଙ୍କ ଆଭିମୁଖ୍ୟ ବାହାରକୁ କିଛି ବୁଝାପଡୁନି । ନିର୍ବାଚନ ପ୍ରଚାରରେ ଦଳେ ସାମିଲ ହେଉଛନ୍ତି ସତ, କିନ୍ତୁ ଭୋଟ୍‌ କାହାକୁ ଦେବେ ପଚାରିଲେ ନିରବ ରହୁଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁ ଦଳ ଆସିଲେ ବି ପ୍ରଚାରକୁ ଯାଉଛନ୍ତି । ପଦଯାତ୍ରାରେ ସାମିଲ ହେଉଛନ୍ତି । ପତାକା ଧରି ଜିନ୍ଦାବାଦ ପକାଉଛନ୍ତି ।ସେଠିକାର ଜଣେ ମହିଳା କହିଛନ୍ତି, ଗାଁରେ ଭୋଜିଭାତ ହେଉଛି । ସଭାକୁ ନ ଆସି କଣ ଘରେ ଏକଲା ରହିବି । ନେତାଙ୍କର କଣ ଅଛି, ସେମାନେ ସ୍ୱାର୍ଥ ପାଇଁ ସବୁ କରୁଛନ୍ତି । ଆମେ କାହା କଥାରେ ଭଳି ଯିବୁନି । ଯିଏ ଆମ କଥା ଶୁଣିଛି, ଆମକୁ ବ୍ଲକ୍‌ ଅଫିସ୍‌ ନେଇ କରି ଯାଇଛି, ଆମ ରାସନ କାର୍ଡ ବେଳେ ସୁବିଧା କରିଛି ତାକୁ ଏକା ଭୋଟ୍‌ ଦେବୁ । କୋମନାର ଅଧିକାଂଶ ଗାଁରେ ବିଜେପି ଓ ବିଜେଡି ଭିତରେ ସିଧା ମୁକାବିଲା ହେଉଥିବା ଲୋକଙ୍କ କଥାରୁ ବୁଝା ପଡୁଛି ।
Hello, friends & respected, welcome to Gtv Bharat Odia. I Sri. Ramdas Lima, by profession a journalist & a content creator, have create a Digital Media & YouTube news channel under the name of GTV BHARAT ODIA. We publish day-to-day news, views, content, images, video, Exclusive Ground Reports & Interviews, Breaking News from Odisha, India & Around the World, debate, public opinion, regional & Political Updates, Business, Education & Career News, Entertainment, Global Affairs, Sports news, podcast & Live Streaming.
We are collecting images & some video clippings from other social media & direct from the field or ground zero. Then we are editing the collected content, video, images & publishing it on our channel for public information & awareness.
Please Subscribe to our YouTube news channel Gtv Bharat Odia
#gtvbharatodia
Please use WhatsApp No.7978372557 for news and information
ନମସ୍କାର, ଆପଣଙ୍କ ଭଲପାଇବା ଓ ଉତ୍ସାହ କରିବା ଆମପାଇଁ ବରଦାନ | ଆପଣଙ୍କ ସହଯୋଗ ଓ ସହାନୁଭିତିରୁ ଆମେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବା ଦିଗରେ ଅଗ୍ରସର | ଭିଡିଓଟିକୁ ଶେଷଯାଏଁ ଦେଖନ୍ତୁ !


ୟୁଟୁବ୍ ଚାନେଲ GTV BHARAT ODIAକୁ ସବସ୍କ୍ରାଇବ କରନ୍ତୁ
ଫେସବୁକ୍ ପେଜ୍ "ଜିଟିଭି ଭାରତ ଓଡିଆ"କୁ ଲାଇକ୍ କରନ୍ତୁ
ଟ୍ଯୁଟର ପେଜ୍ କୁ ସର୍ଚ କରନ୍ତୁ
ଇଣ୍ଟାଗ୍ରାମ୍ ପେଜ୍ କୁ ଫୋଲ କରନ୍ତୁ
ଅଧିକ ଖବର ପାଇଁ www.gtvbharat.com କୁ ଲଗ୍ ଇନ୍ କରନ୍ତୁ
ବିଜ୍ଞାପନ ପ୍ରକାଶ ପାଇଁ ଯୋଗାଯୋଗ କରନ୍ତୁ: [email protected]

https://www.facebook.com/profile.php?...
   / @gtvbharatodia  
  / imnnewsodishal1  
https://www.gtvbharat.com
  / gtvbharat.com21  

ନୂଆପଡା ଉପନିର୍ବାଚନ: ମୁଖିଆ ଓ ଦଳ ନୁହେଁ, ଜନମନରେ ଅନ୍ୟ ମୁଡ୍, ଆଦିବାସୀ ଭୋଟ ଭାଗଭାଗ ହେବ

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ମୋକିମଙ୍କ ବଡ଼ ଖୁଲାସା | Mohammed Moquim Exclusive Interview | Bhakta Das | Odisha Congress News

ମୋକିମଙ୍କ ବଡ଼ ଖୁଲାସା | Mohammed Moquim Exclusive Interview | Bhakta Das | Odisha Congress News

Today's Top 30 News in odisha || ଆଜି ୧୨ ଡିସେମ୍ବର, ଶୁକ୍ରବାର  ୩୦ଟି ବଡ ଖବର || Trump Gold Visa Card

Today's Top 30 News in odisha || ଆଜି ୧୨ ଡିସେମ୍ବର, ଶୁକ୍ରବାର ୩୦ଟି ବଡ ଖବର || Trump Gold Visa Card

କି ଅଭିନୟ ଢୋଲକିଆର,ଗାଦି ପାଇଁ ଆଖିରେ ଲଙ୍କା ମାରି ଲୁହ କାଢୁଛି !Sura routray on Jaya Dholakia,Nuapada bypoll

କି ଅଭିନୟ ଢୋଲକିଆର,ଗାଦି ପାଇଁ ଆଖିରେ ଲଙ୍କା ମାରି ଲୁହ କାଢୁଛି !Sura routray on Jaya Dholakia,Nuapada bypoll

ବିଧାୟକ କହିଲେ ଆମ ଦରମା ବଢ଼ିଲା ଠିକ୍ ହେଲାନି | Odisha Reporter

ବିଧାୟକ କହିଲେ ଆମ ଦରମା ବଢ଼ିଲା ଠିକ୍ ହେଲାନି | Odisha Reporter

Public Questions High Allowances Added to MLA Salary Hike

Public Questions High Allowances Added to MLA Salary Hike

ଏବେ ଜାଣିଲେ ବିଜେଡି ନେତା କାହିଁକି ଆଗରୁ ଘର ଖୋଜୁଥିଲେ ସ୍ନେହାଙ୍ଗିନୀ | Nuapada By-Poll | Odisha Politics |OR

ଏବେ ଜାଣିଲେ ବିଜେଡି ନେତା କାହିଁକି ଆଗରୁ ଘର ଖୋଜୁଥିଲେ ସ୍ନେହାଙ୍ଗିନୀ | Nuapada By-Poll | Odisha Politics |OR

ମୋକିମଙ୍କ ଚିଠି ସାର୍ବଜନୀନ, କାହାର ହେବ ଫାଇଦା ? କହିଲେ ରବି ଦାସ | Mohammad Mokim | Congress | Rabi Das |

ମୋକିମଙ୍କ ଚିଠି ସାର୍ବଜନୀନ, କାହାର ହେବ ଫାଇଦା ? କହିଲେ ରବି ଦାସ | Mohammad Mokim | Congress | Rabi Das |

today's morning news odisha/12 december 2025/subhadra yojana online apply process/odisha news today

today's morning news odisha/12 december 2025/subhadra yojana online apply process/odisha news today

ବଢୁଛି ସୋଫିଆଙ୍କ କ୍ରେଜ: ବିଜୟା ଦଶମୀରୁ ନୂଆପଡ଼ା ପାଇଁ ସୋଫିଆଙ୍କ ନୂଆ ପ୍ଲାନ୍ ! Big Fight In Nuapada

ବଢୁଛି ସୋଫିଆଙ୍କ କ୍ରେଜ: ବିଜୟା ଦଶମୀରୁ ନୂଆପଡ଼ା ପାଇଁ ସୋଫିଆଙ୍କ ନୂଆ ପ୍ଲାନ୍ ! Big Fight In Nuapada

ଏପଟେ ଧାନ ଦର ଓ ଟୋକନ ସମସ୍ୟା , ସେପଟେ ବିଧାୟକଙ୍କ ଦରମା ତ୍ରିଗୁଣିତ, ମିଠା ବାଣ୍ଟି ପଦ୍ମପୁରରେ ଚାଷୀ କଲେ ପ୍ରତିବାଦ

ଏପଟେ ଧାନ ଦର ଓ ଟୋକନ ସମସ୍ୟା , ସେପଟେ ବିଧାୟକଙ୍କ ଦରମା ତ୍ରିଗୁଣିତ, ମିଠା ବାଣ୍ଟି ପଦ୍ମପୁରରେ ଚାଷୀ କଲେ ପ୍ରତିବାଦ

BJD leaders demand investigation & arrest of Pandian | Nirbhay Gumar Katha

BJD leaders demand investigation & arrest of Pandian | Nirbhay Gumar Katha

Oppertunity for BJD ।। ବିଜେଡି ପାଇଁ ସୁଯୋଗ।। The Samata ।। Kedar Mishra

Oppertunity for BJD ।। ବିଜେଡି ପାଇଁ ସୁଯୋଗ।। The Samata ।। Kedar Mishra

🔴NUAPADA POLLING ଭୋଟର କହିଲେ ବିକାଶ କଣ ଭୋଟ୍ କାହାକୁ,କ'ଣ ନ ଜାଣିଛନ୍ତି ସୁନାବେଡ଼ା ଲୋକେ ?

🔴NUAPADA POLLING ଭୋଟର କହିଲେ ବିକାଶ କଣ ଭୋଟ୍ କାହାକୁ,କ'ଣ ନ ଜାଣିଛନ୍ତି ସୁନାବେଡ଼ା ଲୋକେ ?

ରାୟଗଡ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାନସଭା ଓ ପାର୍ଲିଆମେଣ୍ଟରେ ଦାବୀ

ରାୟଗଡ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାନସଭା ଓ ପାର୍ଲିଆମେଣ୍ଟରେ ଦାବୀ

ବିଧାୟିକା ହେବ ତ ଏମିତି!/ ଚର୍ଚ୍ଚାରେ ସୋଫିଆ ଫିର୍ଦ୍ଦୋସ୍ ଫିକା ପଡ଼ିଲେ ବଡ଼ ନେତା!/  Kartavya News

ବିଧାୟିକା ହେବ ତ ଏମିତି!/ ଚର୍ଚ୍ଚାରେ ସୋଫିଆ ଫିର୍ଦ୍ଦୋସ୍ ଫିକା ପଡ଼ିଲେ ବଡ଼ ନେତା!/ Kartavya News

ЧТО ЧЕСНОК ДЕЛАЕТ С ВАШИМ ОРГАНИЗМОМ ПОСЛЕ 60 — И ОБ ЭТОМ ПОЧТИ НИКТО НЕ ЗНАЕТ!

ЧТО ЧЕСНОК ДЕЛАЕТ С ВАШИМ ОРГАНИЗМОМ ПОСЛЕ 60 — И ОБ ЭТОМ ПОЧТИ НИКТО НЕ ЗНАЕТ!

ମହିଳା ବୋଲି ତୁମ ନାଲି ଆଖି ଦେଖିକି ମୁଁ ଡରି ଯିବିନି_ମୋତେ ଜବାବ୍ ଦିଅ | MP Sulata Deo's remarks in Parliament

ମହିଳା ବୋଲି ତୁମ ନାଲି ଆଖି ଦେଖିକି ମୁଁ ଡରି ଯିବିନି_ମୋତେ ଜବାବ୍ ଦିଅ | MP Sulata Deo's remarks in Parliament

ରାୟଗଡରେ ମେଡିକାଲ କଲେଜ ସ୍ଥାପନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ

ରାୟଗଡରେ ମେଡିକାଲ କଲେଜ ସ୍ଥାପନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ

ବିଚିତ୍ର ଓଡ଼ିଶା: ବିଧାୟକ ଲକ୍ଷପତି; ଶିକ୍ଷକ ରାସ୍ତାରେ ବସନ୍ତି |Teachers Agitation |Dr Rajaram |News Room

ବିଚିତ୍ର ଓଡ଼ିଶା: ବିଧାୟକ ଲକ୍ଷପତି; ଶିକ୍ଷକ ରାସ୍ତାରେ ବସନ୍ତି |Teachers Agitation |Dr Rajaram |News Room

История Византии за 13 минут

История Византии за 13 минут

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]