Srimad bhagabat pratham skanda (ditiya adhaya ଓଡ଼ିଆ ଶ୍ରୀମଦ୍ ଭାଗବତ ପୁରାଣ ପ୍ରଥମ ସ୍କନ୍ଧ ଦ୍ଵିତୀୟ ଅଧ୍ୟାୟ
Автор: bhajan-1s
Загружено: 2025-11-09
Просмотров: 34
Odia bhagabata - 1st
srimd bhagabat pratham skandh (ditiya adhaya ) odia srimda bhagabat
ଶ୍ରୀମଦ୍ ଭାଗବତ ପୁରାଣ - ପ୍ରଥମ ସ୍କନ୍ଧ (ଦ୍ଵିତୀୟ ଅଧୟ )
ଜଗନ୍ନାଥ ଦାସଙ୍କ ବୋଉ ଓଡିଆ ଭାଷାରେ ସଂସ୍କୃତ ଶ୍ରୀମଦ ଭାଗବତକୁ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦେଶ ଦିଅନ୍ତି । ବିଧବା ମା ବାଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନିର ଅଭିଳାଷ ପୁରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇ ବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ବାମୀ ବଟ ଗଣେଶ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ III
ଯଦି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁ ଥାଏ ତେବେ ଏହି ଭିଡିଓ କୁ like ও share channel କୁ subscribe କରନ୍ତୁ । ଏଥ୍ ସହିତ ଆମ channel ସମ୍ଭାଧୀୟ update bell button ଟିକୁ press
*plese like share & subscribe @matapita16 * *
/ @bhajan-1s
/ @matapita16 -GsUDUfgKgGKDrxz
Доступные форматы для скачивания:
Скачать видео mp4
-
Информация по загрузке: