Bheem Rao - Odia Dr. B.R.Ambedkar | Asima panda | D Prasant | Chita goutam
Автор: Maitri Production House
Загружено: 2020-08-09
Просмотров: 198348
👉SUBSCRIBE to Kohinoor Entertenment - • Bheem Rao - Odia Dr. B.R.Ambedkar | Asima ...
#15August song
#singerasimapanda
#musicdprasant
#bestfemelsinger
#dalitraja
#bhimrao
#drambedkarsong
#kohinoorEnterteanment
#Asima panda
#asimapandanewsong
#Asimapanda2020hits
#dprasant
Dr.Bhimrao Ambedkar-Teaser Odia||Asima panda||Chitta goutam ||D prasant||Kohinoor Entertenment
Special thanks -
Viru-keyboard
Raja-pad
Rajesh-guitar
♪ Song-Bhimrao
♪ Singer-Asima panda
♪ Lyrics-Chita gouttam(70086 76276)
♪ Music-D. Prasant(8598996840)
♪ Programing -Manguli
♪ Arengment -Ranjankumar
♪ Drums -AJ Anil
♪ Dubbing & mixing -Mrr Studio ctc
♪ Dop-Rajesh kd
♪ Editor & graphics-Kanha
♪ Poster -Rahul
♪ Production Manager -Chitta goutam
♪ Production by :Kohinoor Entertenment
♪ Music Label:kohinoorEntertenment
L I K E | C O M M E N T |S H A R E|S U B S C R I B E
Enjoy and stay connected with us!! Subscribe to Kohinoor Entertenment Chanel for Unlimited Entertenment.
ଭୀମରାଓ
########
ହେ ଭୀମରାଓ.....
ହେ ଭୀମରାଓ.....
ହେ ଭୀମରାଓ.....
ଏ ଦେଶ ସମ୍ବିଧାନ
ସବୁ ଆଇନ୍ କାନୁନ
ତୁମେ ଲେଖିକରି ବାବା ଆମ ରଖିଦେଲ ମାନ
ସମାନତା ଆଣିଦେଲ କଲମ ମୂନରେ
ସ୍ବତନ୍ତ୍ରତା ଭରିଦେଲ ସବୁରି ମନରେ
ବିଭିନ୍ନତା ମଧ୍ୟେ ଦେଲ ବନ୍ଧୁତା ଓ ନ୍ୟାୟ
ଭୀମରାଓ......ଭୀମରାଓ.......
ଭୀମରାଓ.....ଭୀମରାଓ.....
ଦୁନିଆଁର ସର୍ବଶ୍ରେଷ୍ଠ ଆମ ସମ୍ବିଧାନ
ଜାତି ଧର୍ମ ନିର୍ବିଶେଷେ କରଇ ସମାନ
ହକ୍ ଅଧିକାର ଦିଏ ସବୁ ଜନ ଗଣ
ଦୁଃଖୁ ମୁକ୍ତି ଦେଇ କରେ ସଭିଙ୍କ କଲ୍ୟାଣ
ପାଖଣ୍ଡତା ଦୂର କରେ ଜନ ମାନସରେ
ବିଞାନ କୁ ଶ୍ରେୟ ଦିଏ ରାଷ୍ଟ୍ର ନିର୍ମାଣରେ
କୀଟଠୁ ପତଙ୍ଗ ଯାଏଁ ହୁଏ ସେ ସହାୟ
ଭୀମରାଓ......ଭୀମରାଓ.......
ଭୀମରାଓ.....ଭୀମରାଓ.....
ରାଷ୍ଟ୍ର କୋହିନୂର ଭୀମରାଓ ଞାନବାନ
ଭାରତକୁ ଗଣତନ୍ତ୍ର ଅଟେ ତୁମ ଦାନ
ଗୀତା ବାଇବେଲ ଅଛି ରହିଛି କୋରାନ
ମାନବ ର ହିତ କରେ ଏକା ସମ୍ବିଧାନ
ସମ୍ବିଧାନ ଯୋଗୁଁ ଦେଶେ ଅଖଣ୍ଡତା ଅଛି
ପ୍ରେମ ଶାନ୍ତି ସଦ୍ଭାବନା ବଜାୟ ରହିଛି
କୋଟି କୋଟି ନରନାରି ସଭୀଙ୍କ ଆଶ୍ରୟ
ଭୀମରାଓ......ଭୀମରାଓ.......
ଭୀମରାଓ.....ଭୀମରାଓ.....
ଏ ଦେଶ ସମ୍ବିଧାନ
ସବୁ ଆଇନ୍ କାନୁନ
ତୁମେ ଲେଖିକରି ବାବା ଆମ ରଖିଦେଲ ମାନ
ସମାନତା ଆଣିଦେଲ କଲମ ମୂନରେ
ସ୍ବତନ୍ତ୍ରତା ଭରିଦେଲ ସବୁରି ମନରେ
ବିଭିନ୍ନତା ମଧ୍ୟେ ଦେଲ ବନ୍ଧୁତା ଓ ନ୍ୟାୟ
ଭୀମରାଓ......ଭୀମରାଓ.......
ଭୀମରାଓ.....ଭୀମରାଓ.....
ଭୀମରାଓ......ଭୀମରାଓ.......
ଭୀମରାଓ.....ଭୀମରାଓ.....
ଭୀମରାଓ.....ଭୀମରାଓ.....
ଚିତ୍ତରଂଜନ ଗୌତ୍ତମ
YouTube :
Follow Us On Facebook : / chittaranjan.naik.98
Follow Us Instagram :
Follow Us On Twitter :Check out Chittaranjan Naik (@Chittar26634301): https://twitter.com/Chittar26634301?s=09
Thanks All For Love and Support .
-------------------------------------------------------------
#musicdprasant
#dprasant
#ambedkarsong
#bhimraosong
#asimapandasong
#singerasimapanda
#asimapandanewsong
#dprasant
#chittagoutam
#drambedkarsong
#dalitarajasong
#Kohinoorentertanment
Доступные форматы для скачивания:
Скачать видео mp4
-
Информация по загрузке: