AAHE NILAGIRI TUMBHA SRIBHUJE DAYANA | ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ | Namita Agrawal | Sidharth Music
Автор: Namita Agrawal
Загружено: 2016-09-07
Просмотров: 977428
ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି । (ଘୋଷା)
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,
ଜପୁଛନ୍ତି ନାମ ସଙ୍ଖ୍ୟା କରି । ୧।
ବଡଦାଣ୍ଡ ଦେଖି ହେଲି ତୋଷ,
ରେଣୁମାତ୍ର ତେଣୁ କଲି ଗ୍ରାସ,
କ୍ଷୀରୀ ଖେଚୁଡ଼ିରେ ମନ ନ ବୋଧଇ
ଟଙ୍କ ତୋରାଣିରେ ମନ ତୋଷ ।୨।
ବାଇଶି ପାବଚ୍ଛ ଗଲି ସୁଖେ,
କୈବଲ୍ୟ ପଶରା ବେନି ପାଖେ,
ଚାଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ
କୈବଲ୍ୟ ଭୁଞନ୍ତି ମୁଖେ ମୁଖେ । ୩।
ରହି ଗରୁଡ ପଛରେ ଦେଖ
କି ଶୋଭା ପାଉଛି ପଦ୍ମମୁଖ,
ହୀରା ନୀଳା ମୋତି ମାଣିକ୍ୟ ଜଳୁଛି
ହୃଦେ ଲମ୍ବିଅଛି ହୀରାନେକ ।୪।
କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗାଚରଣେ ରହୁ ମତି,
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି,
ବାରେ ଦୟାକର ଲକ୍ଷ୍ମୀପତି ।୫।
Song: Aahe Nilagiri
Album: Hrudayara Gita Vol-3
Singer: Namita Agrawal
Video Artiste: Namita Agrawal, Shrabani,Dezi Others
Music Director: Traditional
Lyrics: Salabega
Video Director: Bharati Krushna
Producer: Sitaram Agrawal
Music Label: Sidharth Music
Year: 2005
________________________________
♪ Full Song Available on ♪
JioSaavn : https://bit.ly/2XudHvh
Wynk : https://bit.ly/3oyPaBd
Gaana : https://bit.ly/3oBxvZz
Apple Music : https://apple.co/3nCI11o
Amazon Music : https://amzn.to/35u0wyJ
iTunes : https://apple.co/3nCI11o
Spotify : https://spoti.fi/3oD8CN9
________________________________________________
For Caller Tune : Operator Codes
Vodafone Subscribers Dial 53712810692
Airtel Subscribers Dial 5432111260506
Idea Subscribers Dial 56789797408
Tata DoCoMo Subscribers sms SET 797408 To 543211
BSNL (South / East) Subscribers sms BT 797408 To 56700
Tata Indicom Subscribers sms WT 797408 To 12800
Uninor Subscribers sms ACT CT 797408 To 51234
Aircel (South / East) Subscribers sms DT 797408 To 53000
BSNL (North / West) Subscribers sms BT 477636 To 56700
Aircel (North / West) Subscribers sms DT 477636 To 53000
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other YouTube Channels:
👉 Namita Agrawal : / namitaagrawal
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal
Доступные форматы для скачивания:
Скачать видео mp4
-
Информация по загрузке: