AshokDasGapaSapa : ୯୨ବର୍ଷରେ ବି ମାଟି,ବିହନ ଓ ପରିବେଶ ପାଇଁ ସଂଗ୍ରାମ Living Legend in Organic Farming
Автор: Sankalp Tv
Загружено: 2025-12-24
Просмотров: 2521
ଶିକ୍ଷକତାରୁ ୩୩ ବର୍ଷ ତଳେ ଅବସର ନେଇ ଗାଁ ମାଟିରେ ଦେଶୀ ଚାଷକୁ ଆପଣେଇ ସମସ୍ତଙ୍କୁ ଏଇ ବୟସରେ ଉତ୍ସାହିତ କରୁଥିବା କଟକ ଜିଲା ନିଆଳି ନିକଟସ୍ଥ ନରିସୋ ଗାଁର ନଟବର ଷଡ଼ଙ୍ଗୀ ଜଣେ ଉତ୍ସର୍ଗୀକୃତ ମଣିଷ l ଏଥର'ଅଶୋକ ଦାସ ଗପସପ'ରେ ତାଙ୍କରି କଥା l
He is 92 years old—and still fighting for our soil, seeds, and environment.
Meet Natabar Sarangi, a living legend of organic and indigenous farming in Odisha.
Born into a poor family and having served as a school teacher, Sarangi Babu chose a path few dared to take—chemical-free, indigenous farming long before “organic” became a buzzword. Near his village, he built a small yet powerful centre dedicated to traditional paddy varieties, natural farming practices, and ecological balance.
Even today, at 92, he regularly writes thought-provoking articles on organic farming, indigenous seeds, soil health, and environmental protection—many of which get published in leading newspapers.
ବିଶେଷ ସୂଚନା: ଅଶୋକ ଦାସ ଗପସପରେ ଭାଗ ନେଉଥିବା ଅତିଥି ମାନଙ୍କ ମତାମତ ସେମାନଙ୍କ ନିଜସ୍ବ ଏବଂ ଏଥିପାଇଁ କାର୍ଯକ୍ରମର ସଂଚାଳକ କିମ୍ବା ସଂକଳ୍ପ ଟିଭିକୁ କୋୖଣସି ଭାବେ ଦାୟୀ କରାଯାଇପାରିବ ନାହିଁ l
#ashokdasgapasapa #organicfarming # #NatabarSarangi
Доступные форматы для скачивания:
Скачать видео mp4
-
Информация по загрузке: