Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

Автор: Sidharth Bhakti

Загружено: 2019-06-19

Просмотров: 1570102

Описание:

Album : Sampurna Ramayana (Kiskindhya Kanda)
Singer : Dukhishyam Tripathy
Written By : Baishya Sadashiba
-------------------------------------------------------------------
|| ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର କିଷ୍କିନ୍ଧ୍ୟା କାଣ୍ଡ ||
ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ:
ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି।

ଶ୍ରୀରାମଙ୍କଦ୍ୱାରା ବାଳୀବଧ:
ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।
-----------------------------------------------------------------------------------
00:02 - RamaNka Saha Hanu Ra Bheta O Sugriba Saha Mitrata
36:15 - RamaNkara Dundubi Pingiba, Saptashala Chhedana O Bali
Binasa
56:13 - Bali SriRamNka Kapthapakathana, BaliRa Mokhya, Sugriba
Ra Rajyabhisheka O Tara RamaNku Abhishapa
1:10:42 - RamaNkara Malyabanta Basa, Laxmana Sugriba Pashe
Gamana O Banara Senya Anayana
1:21:52 - Baka Ku SriRamaNka Baradana
1:30:38 - Sugriba Ra Pashe LaxmanNKu Gamana O Sugri Sahara
Aasiba
1:51:00 - Sugribara Charidiga Duta Prerana, DakhinaKu Hanu Aadi
Asta SenapatiNka Gamana
1:56:03 - AstabiraNka Pampasara Prabesa, Sampatitharu SitaNka
Sandesha
................................................................................

Watch & Subscribe to our other YouTube Channels:
👉 Sidharth Bhakti :    / sidharthbhakti  
👉 Sidharth Music:    / sidharthmusic   
👉 Sidharth TV :    / sidharthtv   
👉 Namita Agrawal :    / namitaagrawal  
.................................................................................
Enjoy & stay connected with us!
👉 Like us on Facebook :   / sidharthbhaktiodia  
........................................................................
#SidharthMusic #SidharthTV #NamitaAgrawal #SitaramAgrawal #SidharthBhakti #odiabhajan #odiasong #jayjagannathtv

Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Sampurna Ramayana | Sundra Kanda | ସମ୍ପୂର୍ଣ ରାମାୟଣ - ସୁନ୍ଦରା କାଣ୍ଡ | Dukhishyam Tripathy

Sampurna Ramayana | Sundra Kanda | ସମ୍ପୂର୍ଣ ରାମାୟଣ - ସୁନ୍ଦରା କାଣ୍ଡ | Dukhishyam Tripathy

Srikrushna Arjunanku Kahanti Geeta Gyana // Srikrushna Arjuna Gahani // Mahabharatara Geeta Katha //

Srikrushna Arjunanku Kahanti Geeta Gyana // Srikrushna Arjuna Gahani // Mahabharatara Geeta Katha //

Sampurna Ramayana | Lanka Kanda | Vol 1 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

Sampurna Ramayana | Lanka Kanda | Vol 1 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

Ramayana - ରାମାୟଣ - ପ୍ରଥମ ଭାଗ | Video | ବୈଶ୍ୟ ସଦାଶିବ ଓ ବିଶ୍ୱନାଥ ଖୁଣ୍ଟିଆ ବିରଚିତ | Dukhishyam Tripathy

Ramayana - ରାମାୟଣ - ପ୍ରଥମ ଭାଗ | Video | ବୈଶ୍ୟ ସଦାଶିବ ଓ ବିଶ୍ୱନାଥ ଖୁଣ୍ଟିଆ ବିରଚିତ | Dukhishyam Tripathy

🙇🙏🏻🌺Shree Krishna Kahanti Arjuna Ku Gita Gyana🙏🏻🙇🌺#odiastatus #gitagyan#odiabhagabatapurana

🙇🙏🏻🌺Shree Krishna Kahanti Arjuna Ku Gita Gyana🙏🏻🙇🌺#odiastatus #gitagyan#odiabhagabatapurana

रविवार के दिन सभी ग्रहों से मुक्ति दिलाएगा ये #सुंदरकाण्ड पाठ मात्र 30 मिनट सुन लेना ~ #sundarkand

रविवार के दिन सभी ग्रहों से मुक्ति दिलाएगा ये #सुंदरकाण्ड पाठ मात्र 30 मिनट सुन लेना ~ #sundarkand

Sampurna Ramayana -Ajodhya Kanda ସମ୍ପୂର୍ଣ ରାମାୟଣ -ଅଯୋଧ୍ୟାକାଣ୍ଡ Dukhishyam Tripathy | Sidharth Music

Sampurna Ramayana -Ajodhya Kanda ସମ୍ପୂର୍ଣ ରାମାୟଣ -ଅଯୋଧ୍ୟାକାଣ୍ଡ Dukhishyam Tripathy | Sidharth Music

TRINATHA MELA - ତ୍ରିନାଥ ମେଳା | Narendra Kumar | ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା ହୋଇଥାଏ

TRINATHA MELA - ତ୍ରିନାଥ ମେଳା | Narendra Kumar | ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା ହୋଇଥାଏ

Ahe Raghunatha Utha Pahila Rajani - Other Superhit Odia Bhajans |  Dukhishyam Tripathy | Sidharth

Ahe Raghunatha Utha Pahila Rajani - Other Superhit Odia Bhajans | Dukhishyam Tripathy | Sidharth

Sampurna Ramayana | Lanka Kanda | Vol 2 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

Sampurna Ramayana | Lanka Kanda | Vol 2 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

श्री हनुमान चालीसा 🌺🙏 shree hanuman chalisa original video 🙏🌺

श्री हनुमान चालीसा 🌺🙏 shree hanuman chalisa original video 🙏🌺

Bhajan Prabhati 1 - DukhiShyam Tripathy, Biranchi Nayak - New Sambalpuri Song 2025

Bhajan Prabhati 1 - DukhiShyam Tripathy, Biranchi Nayak - New Sambalpuri Song 2025

⭕‼️⭕ Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ |

⭕‼️⭕ Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ |

Jagabandhu Pari Jane Samanta - Other Superhit Odia Bhajan | Dukhishyam Tripathy | Old Is Gold | JE

Jagabandhu Pari Jane Samanta - Other Superhit Odia Bhajan | Dukhishyam Tripathy | Old Is Gold | JE

Dunia Chalena Srirama Bina- ଦୁନିଆ ଚାଲେନା ଶ୍ରୀରାମ ବିନା | Namita Agrawal | ଶ୍ରୀରାମଙ୍କ ଜନ୍ମ କାହାଣୀ |S.B

Dunia Chalena Srirama Bina- ଦୁନିଆ ଚାଲେନା ଶ୍ରୀରାମ ବିନା | Namita Agrawal | ଶ୍ରୀରାମଙ୍କ ଜନ୍ମ କାହାଣୀ |S.B

All Time Hit Ratha Jatra Bhajans |Arabinda Muduli | ଛାଡ଼ ଛାଡ଼ ରଥ ଦଉଡି ଜମା ତୁ ଭିଡକୁ ନୁହେଁ | Sidharth

All Time Hit Ratha Jatra Bhajans |Arabinda Muduli | ଛାଡ଼ ଛାଡ଼ ରଥ ଦଉଡି ଜମା ତୁ ଭିଡକୁ ନୁହେଁ | Sidharth

Sri Hanuman Amrutabani

Sri Hanuman Amrutabani

Omm Namo Bhagabate || Gita Gyana Odia Bhajan || Sricharan || Prem Anand || Sabitree Music

Omm Namo Bhagabate || Gita Gyana Odia Bhajan || Sricharan || Prem Anand || Sabitree Music

Hema Harini

Hema Harini

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com