ମଞ୍ଜି ନଥିବା ଲେମ୍ବୁ ଚାଷ 🍋||Seedless Lemon Farming In Odisha | Lembu Chasa | Lemon Farming Odisha
Автор: Krushak sathi Odisha [କୃଷକ ସାଥୀ ଓଡିଶା]
Загружено: 2022-04-18
Просмотров: 15250
ମଞ୍ଜି ନଥିବା ଲେମ୍ବୁ ଚାଷ 🍋 || Seedless Lemon Farming In Odisha | Lembu Chasa | Lemon Farming Odisha
ଏହି ଭିଡ଼ିଓଟିରେ ଆମେ ଚର୍ଚ୍ଚା କରିଛୁ ଓଡ଼ିଶାର ସବୁଠାରୁ ବଡ seedless lemon ବଗିଚା ABINASH LEMON FARM HOUSE ବିଷୟରେ || ଏଠାରେ ସେମାନେ ଏକ ଏକର ଜାଗାରେ ୩୫୦ seedless lemon ଓ ୨୦୦ କଲିକତାପାତି ଲେମ୍ବୁ ଗଛ ଲଗାଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି || ଆମର ଏହି ଭିଡ଼ିଓ ବନାଇବାର ଉଦ୍ଦେଶ୍ୟ ହେଉଛି seedless lemon ବିଷୟରେ ସମ୍ପୂର୍ଣ ତଥ୍ୟ ଲେମ୍ବୁ ଚାଷ କରୁଥିବା ଚାଷୀ ଭାଇ ମାନଙ୍କୁ ଦେବା || ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ||
ସାରଦା ପ୍ରସନ୍ନ ଦାସ, କୃଷକ ସାଥୀ ଓଡିଶା 🙏
Your queries:
#Lemon farming #Lemon #Lembu_chasa #Odisha #Seedless_lemon_farming #Krushaksathiodisha #odisha
Abinash Lemon Farm House
pokamula,naugaon,jagatsinghpur,odisha,754113
mob num:6370250400
4523+7W7, Pokamula, Odisha 754113
-------------------------------------------------------------------------------
follow us on instagram:
/ krushaksathiodisha6371
--------------------------------------------------------------------------------------
follow us on twitter:
/ krushaksathiod2
---------------------------------------------------------------------------------------
ଯଦି ଆପଣମାନେ ଆମ ଚ୍ୟାନେଲକୁ subscribe କରିନାହାନ୍ତି ତେବେ red colour subscribe ବଟନ କୁ ପ୍ରେସ୍ର କରନ୍ତୁ ଓ ପାଖରେ ଥିବା ଘାଣ୍ଟିକୁ ଦବାଇଦିଅନ୍ତୁ |କାରଣ ଆମେ ଏମିତି କୃଷିଭିତ୍ତିକ ତଥ୍ୟ ଆପଣମାନଙ୍କ ପାଖରେ ପହଞ୍ଚାଇବୁ |
----------------------------------------×××ଧନ୍ୟବାଦ ×××--------------------------------------
Доступные форматы для скачивания:
Скачать видео mp4
-
Информация по загрузке: