Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | BADHE HANUMANANKA SANDHYA ALATI | Jay Jagannth Tv

Автор: JAY JAGANNATH TV

Загружено: 2025-10-21

Просмотров: 1266

Описание:

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / Канал  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | BADHE HANUMANANKA SANDHYA ALATI | Jay Jagannth Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | BADHE HANUMANANKA SANDHYA ALATI | Jay Jagannth Tv

ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | BADHE HANUMANANKA SANDHYA ALATI | Jay Jagannth Tv

Hare krusna Hare rama mahamantra #Kalandi Mohanty 7605906976

ଆଜିପୁଷମାସପହିଲିରବିବାର.ଏହିବ୍ରତକଲେଅସାଧ୍ୟରୋଗରୁମୁକ୍ତହେବସହିତଧନଧାନ୍ୟବୃଦ୍ଧିହେବ,କେମିତିପାଳିବା,ଆସନ୍ତୁଜାଣିବା....

ଅଚ୍ୟୁତାନନ୍ଦଙ୍କ ରଚିତ ଅଷ୍ଟଗୁଜ୍ଜରୀ //astagujjari written by achyutananda

Lord Jagannath Puri Live Aarti Today #shree1news #editorshree1news

Bhajana Antaskhyari Season - 4|Full Episode | Ep 100| Odia Bhajans by Popular Singers|Prarthana Life

Today's Live Darshan Darshan Lord Jagannath Mandir 👏👏

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧର ୧୧ମ ଅଧ୍ୟାୟ | Jay Jagannath TV

Jay Jay Bira Hanuman II ହନୁମାନଙ୍କ ରହସ୍ୟ କଥା II Sricharan Mohanty II Hanuman Jayanti II Shyam Vision

ଆଜି ରବିବାରରେ ଶୁଣନ୍ତୁ ସୂର୍ଯ୍ୟ ପୁରାଣ ପ୍ରଥମ ଭାଗ ll Surjya Purana ll Sasmita Padhi ll

🔴LIVE | Patitapabana Flag Changing Rituals | Puri | ପତିତପାବନ ବାନା ଦର୍ଶନ | 07-12-2025 | Bhakti Odisha

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦଶମ ସ୍କନ୍ଧର ୬୯ ଅଧ୍ୟାୟ | Jay Jagannath TV

ଶାଶୁ ଶଯ୍ୟାଶାୟୀ 😢 କେତେବେଳେ ବି ଚାଲିଯାଇପାରନ୍ତି… ପୁଅର ବାହାଘର ପାଇଁ କହିଲି “ନାତି ବାହାଘର ଯାଏଁ ଅପେକ୍ଷା କର”

Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti

🙏 Sri Hanuman Chalisa New | ଶ୍ରୀ ହନୁମାନ ଚାଳିଶା | By Sourav Bharadwaj 🙏 |

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ବେଶ ଶୃଙ୍ଗାର ଦର୍ଶନ | Jay Jagannath TV

ବଡପୁଅର ଲିଭର ଖରାପ,କମିଗଲା ରକ୍ତ,ଡାକ୍ତର କହିଲେ ବଞ୍ଚେଇବା କଷ୍ଟ,ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତଙ୍କ ଅନୁଭୂତି

Sarvaristha Nivaran Stotram

Sarvaristha Nivaran Stotram

ଶ୍ରୀ ବୃନ୍ଦାବନ ଧାମ // Vrindavan Tour // Vrindavan Dham yatra // Vrindavan Tourist Places

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]